Daily Archives

June 15, 2024

ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ଓ ପିଜି ପରୀକ୍ଷା ଫଳ ପ୍ରକାଶିତ

ଜୟପୁର: ସ୍ଥାନୀୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ(ଷଷ୍ଠ ସେମିଷ୍ଠାର) ଓ  ପି.ଜି ଶେଷ ବର୍ଷର ପରୀକ୍ଷା ଫଳ ଶନିବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି। ବିଜ୍ଞାନରେ ଶ୍ରେଷ୍ଠ ଛାତ୍ରୀ  ହୋଇଛନ୍ତି ଟି. ସାଇ ଦୀକ୍ଷା । ସେ ‘ଓ’ ଗ୍ରେଡ୍ ରଖିଛନ୍ତି। କଳାରେ ବିଜେତା…
ଅଧିକ ଖବର ଦେଖନ୍ତୁ...

ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲା : ନାବାଳିକାକୁ ଜାମିନ ଦେବାକୁ ମନା କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ଦର୍ଶାଇ ତାଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ତାଙ୍କ ମାଉସୀ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ନାବାଳକ ଅଭିଯୁକ୍ତଙ୍କୁ ରିଲିଫ୍ ଦେବାକୁ ମନା କରି ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ଆଉ ନାହାନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ

ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ପରଲୋକ ହୋଇଛି। ପୂର୍ବତନ ରାଜ୍ୟପାଳଙ୍କ ପରଲୋକ ଖବର ଜାଣିବା ପରେ ବର୍ତ୍ତମାନ ରାଜ୍ୟପାଳ ରଘୁବର ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥି ସହ ଅମର ଆତ୍ମାର ସଦଗତି ନିମନ୍ତେ କାମନା କରି…
ଅଧିକ ଖବର ଦେଖନ୍ତୁ...

ଭାରତର ଟ୍ରେନରେ କେବେ ସମାପ୍ତ ହେବ ୱେଟିଂ ଟିକେଟ ସମସ୍ୟା?

ନୂଆଦିଲ୍ଲୀ: ଭାରତରେ ପର୍ବ, ଗ୍ରୀଷ୍ମ ଛୁଟି ଏବଂ ବିବାହ ଋତୁରେ ଜଣେ ନିଶ୍ଚିତ ଟ୍ରେନ୍ ଟିକେଟ୍(କନଫର୍ମ) ପାଇବାରେ ଜଣେ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହୁଏ | ବର୍ତ୍ତମାନ କେନ୍ଦ୍ରରେ ନୂତନ ଏନଡିଏ ସରକାର ଗଠନ ହେବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୱେଟିଂ ଟିକେଟରୁ ମୁକ୍ତି ପାଇବା…
ଅଧିକ ଖବର ଦେଖନ୍ତୁ...

ମଣିଷ ପାଇଁ ନୂଆ ବିପଦ: ଜାପାନରେ ମାଂସ ଖାଉଥିବା ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବ୍ୟାପୁଛି, ମାତ୍ର ୨ ଦିନରେ ଜୀବନ ନେଉଛି

ଟୋକିଓ: ଜାପାନର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫେକସିୟସ ଡିଜିଜ୍‌ର ସଦ୍ୟତମ ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୯୭୭ଟି ଷ୍ଟ୍ରେପଟୋକୋକାଲ୍ ଟକ୍ସିକ୍ ଶକ୍ ସିଣ୍ଡ୍ରୋମ (ଏସଟିଏସଏସ) ଅର୍ଥାତ୍ ମାଂସ ଖାଉଥିବା ବ୍ୟାକ୍ଟେରିଆ ସଂକ୍ରମଣରେ ସଂକ୍ରମିତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବିଚାରଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ସଜା କାଟୁଥିବା ଜଣେ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ସୁକୁଟି ନାୟକ (୫୫)। ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅର୍ନ୍ତଗତ ଦେହୁରୀସାହିର ନଟବର ନାୟକ, ତାଙ୍କ ସ୍ତ୍ରୀ ସୁକୁଟି…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ଦୁର୍ଘଟଣା : ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷତିପୂରଣ ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ନିଜ ସାଢେ ତିନି ବର୍ଷର ଝିଅକୁ ହତ୍ୟା କଲେ ମହିଳା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଆଜି ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଯାଇଛି | ଜଣେ ମହିଳା ନିଜର ସାଢେ ତିନି ବର୍ଷର ରୋଗୀଣା ଶିଶୁକୁ ହତ୍ୟା କରିଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ବେଙ୍ଗାଲୁରୁରେ ଜଣେ ୩୫ ବର୍ଷ ବୟସ୍କା ମହିଳା ନିଜର ସାଢେ ତିନି ବର୍ଷର ଅଟିଷ୍ଟିକ୍ ଝିଅକୁ ଗଳା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଜାତିସଂଘ ମିଶନରେ ସାଇବର ଆକ୍ରମଣ: ଆକାଉଣ୍ଟ୍, ଇମେଲ୍, ୟୁଟ୍ୟୁବ୍ ଚ୍ୟାନେଲ୍ ହ୍ୟାକ୍

ଜେନେଭା/ଇସଲାମାବାଦ: ପାକିସ୍ତାନୀ ଗଣମାଧ୍ୟମ ଶନିବାର ଦିନ କହିଛି ଯେ ପାକିସ୍ତାନରେ ମିଳିତ ଜାତିସଂଘର ସ୍ଥାୟୀ ମିଶନ ଉପରେ ସାଇବର ଆକ୍ରମଣ କରାଯାଇଛି। ସାଇବର ଆକ୍ରମଣରେ ମିଶନର ଅଫିସିଆଲ ଇମେଲ ଆକାଉଣ୍ଟ ଏବଂ ୟୁଟ୍ୟୁବ ଚ୍ୟାନେଲକୁ ଟାର୍ଗେଟ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଅବୈଧ ନିର୍ମାଣ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ବୁଲଡୋଜର

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ନୂତନ ସରକାରଙ୍କ ଶପଥ ଗ୍ରହଣ ପରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ସଭାପତି ଜଗନମୋହନ ରେଡ୍ଡୀଙ୍କ ବେଆଇନ ନିର୍ମାଣକୁ ଭାଙ୍ଗି ଦେଇଛି। ଲୋଟସ୍ ପଣ୍ଡରେ ଜଗନ୍ ମୋହନ ରେଡ୍ଡୀଙ୍କ ବାସଭବନ…
ଅଧିକ ଖବର ଦେଖନ୍ତୁ...