Daily Archives

June 22, 2024

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, ୧୨ ସନ୍ତାନଙ୍କ ପିତା: ଏଲନ୍ ମସ୍କଙ୍କ ପରିବାର ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ

ୱାଶିଂଟନ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି, ନ୍ୟୁରାଲିଙ୍କ ସ୍ପେସ୍ ଏକ୍ସ ଏବଂ ଟେସଲା କମ୍ପାନୀ ମାଲିକ ଏଲନ୍ ମସ୍କ ୧୨ ସନ୍ତାନଙ୍କର ପିତା। , ତାଙ୍କର ଆଉ ଜଣେ ସନ୍ତାନ ଅଛନ୍ତି, ଯିଏକି ଚଳିତ ୨୦୧୪ ବର୍ଷ ଜନ୍ମ ହୋଇଛନ୍ତି। ଏହି ଶିଶୁଙ୍କର ମାତାଙ୍କ ହେଉଛନ୍ତି ଶିଭୋନ୍ ଜିଲିସ୍। ସେ ଏଲନ୍…
ଅଧିକ ଖବର ଦେଖନ୍ତୁ...

ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ଧର୍ମ ବଦଳାଇବା ଚର୍ଚ୍ଚା ମଧ୍ୟରେ ସୋନାକ୍ଷୀଙ୍କ ଶଶୁର ଦେଲେ ପ୍ରତିକ୍ରିୟା

ମୁମ୍ବାଇ: ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଥିଲେ ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ…
ଅଧିକ ଖବର ଦେଖନ୍ତୁ...

ଭିଡ଼ ହିଂସା ପାଇଁ ଆଇନ ଆଣ :ମୌଲାନା ମଦନି

ନୂଆଦିଲ୍ଲୀ: ଛତିଶଗଡ଼ ଓ ଆଲିଗଡ଼ରେ ଘଟିଥିବା ମବ୍ ଲିଞ୍ଚିଂ (ଭିଡ଼ ହିଂସା) ଘଟଣାକୁ ନେଇ ଜମିୟତ ଉଲେମା-ଏ-ହିନ୍ଦର ସଭାପତି ମୌଲାନା ଅରଶଦ ମଦନି ଗଭୀର ଦୁଃଖ ଓ ତୀବ୍ର କ୍ରୋଧ ପ୍ରକାଶ କରିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଦେଶର ଅଧିକାଂଶ ଲୋକ ସାମ୍ପ୍ରଦାୟିକତା ଓ ଘୃଣାର ରାଜନୀତିକୁ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଆସୁଥିବା ବାଂଲାଦେଶୀଙ୍କୁ ଇ-ମେଡିକାଲ ଭିସା ଦେବ ଭାରତ: ପ୍ରଧାନମନ୍ତ୍ରୀ ମୋଦୀ-ଶେଖ ହସିନାଙ୍କ ବୈଠକରେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭାରତ ଏବଂ ବାଂଲାଦେଶର ପ୍ରତିନିଧୀଙ୍କ ମଧ୍ୟରେ ବୈଠକ ପରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଚିକିତ୍ସା ପାଇଁ ଭାରତ ଆସୁଥିବା ବାଂଲାଦେଶୀ ନାଗରିକଙ୍କ ପାଇଁ ଭାରତ ଏକ ଇ-ମେଡିକାଲ ଭିସା ସୁବିଧା ଆରମ୍ଭ କରିବ। ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳର…
ଅଧିକ ଖବର ଦେଖନ୍ତୁ...

ଏତେ କୋଟିର ମାଲିକ ହତ୍ୟା ମାମଲାରେ ଫସିଥିବା କନ୍ନଡ ଅଭିନେତା ଦର୍ଶନ

ବେଙ୍ଗାଲୁରୁ: ପ୍ରଶଂସକଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ବିରୋଧରେ ବେଙ୍ଗାଲୁରୁର କାମାକ୍ଷୀପାଲ୍ୟା ପୁଲିସ ଏକ ମାମଲା ରୁଜୁ ହେବା ପରେ ତାଙ୍କ ଫାର୍ମହାଉସରୁ ତାଙ୍କୁ ଗିରଫ କରାଯାଇଥିଲା। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ହତ୍ୟା…
ଅଧିକ ଖବର ଦେଖନ୍ତୁ...

ଏନଟିଏ ସଂସ୍କାର ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ଶିକ୍ଷା ମନ୍ତ୍ରାଳୟ, ୨ ମାସରେ ଦାଖଲ କରିବ ରିପୋର୍ଟ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ଏହି କମିଟି ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଏବଂ ଏନଟିଏ ଢାଞ୍ଚାରେ ଉନ୍ନତି…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ୱକପ: ଭାରତ-ବାଂଲାଦେଶ ସୁପର ୮ ମ୍ୟାଚ ପୂର୍ବରୁ ଉଭୟ ଦଳଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଶନିବାର ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁଥିବା ଟି-୨୦ ବିଶ୍ୱକପ ସୁପର ୮ ମ୍ୟାଚ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଉଭୟ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ମୁଁ ଆଜିର ମ୍ୟାଚ୍ ପାଇଁ ଉଭୟ ଭାରତ ଏବଂ ବାଂଲାଦେଶ କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଉଛି।…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରେ ମହିଳାଙ୍କୁ ରାସ୍ତା ମଝିରେ ମାଡ଼, ସୁରକ୍ଷା ଦେବା ବଦଳରେ ଭିଡିଓ ସୁଟ୍‌ କଲେ ଦେଖଣାହାରୀ

ଭୋପାଳ: ମଧ୍ୟପ୍ରଦେଶର ଧର ଜିଲ୍ଲାର ତାଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣାରେ ଦର୍ଶକମାନେ ପୀଡିତାଙ୍କୁ ସାହାଯ୍ୟ କରିବାକୁ ହସ୍ତକ୍ଷେପ କରିବା…
ଅଧିକ ଖବର ଦେଖନ୍ତୁ...

ବାଣ ଗୋଦାମରେ ବିସ୍ଫୋରଣ, ଜିଅନ୍ତା ଜଳିଗଲେ ବାଣ ବ୍ୟବସାୟୀ

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ପୁରୁଣିଆ ପଞ୍ଚାୟତର ମହୁଲପାଟଣା ଗାଁରେ ଶନିବାର ଅପରାହ୍ନ ୨ଟା ପାଖାପାଖି ସମୟରେ ବାଣଗୋଦାମରେ ବିସ୍ଫୋରଣ ଘଟି ଜନୈକ ବାଣ ବ୍ୟବସାୟୀଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି | ମୃତକ ଜଣକ ହେଉଛନ୍ତି ଗ୍ରାମର ସ୍ବର୍ଗତ ବଂଶୀଧର…
ଅଧିକ ଖବର ଦେଖନ୍ତୁ...