Daily Archives

June 24, 2024

ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ: ଅପରାହ୍ନ ୫ଟାରେ ଟଣାଯିବ ରଥ

ପୁରୀ: ଜୁଲାଇ ୭ତାରିଖ ଅପରାହ୍ନ ୫ଟାରେ ଟଣାଯିବ ରଥ । ଆଜି ଛତିଶା ନିଯୋଗ ବୈଠକ ବସିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି । ୫୩ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି । ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା । ତେଣୁ ଏଥର ଦୁଇ ଦିନ ଧରି…
ଅଧିକ ଖବର ଦେଖନ୍ତୁ...

୩ ପଦବୀରେ ଜେପି ନଡ୍ଡା: ଏବେ ହେଲେ ରାଜ୍ୟସଭାର ନେତା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେପି ନଡ୍ଡାଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦିଆଯାଇଛି। ତାଙ୍କୁ ରାଜ୍ୟସଭାର ଗୃହର ନେତା ଭାବେ ନିଯୁକ୍ତି ଦିଆଯାଇଛି। ଏହି ଭୂମିକାରେ ନଡ୍ଡା ପୀୟୁଷ ଗୋୟଲଙ୍କ ସ୍ଥାନ ନେଇଛନ୍ତି। ନଡ୍ଡା ବର୍ତ୍ତମାନ ସମୟରେ…
ଅଧିକ ଖବର ଦେଖନ୍ତୁ...

ଇୟର୍ ଫୋନ୍ ଲଗାଇବା ହେଲା କାଳ: ରେଳ ଦୁର୍ଘଟଣାରେ ଅଜଣା ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର: କାନରେ ଇୟର୍ ଫୋନ୍ ଲଗାଇବା ହେଲା କାଳ । ଇୟର୍ ଫୋନ୍ ଲଗାଇ ଗୀତ ଶୁଣୁଥିବା ସମୟରେ ଟ୍ରେନ୍ ଧକ୍ଲାରେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ରେଳପଥର ଟାଟା ନଗର – ବାଦାମପାହାଡ ରେଳ ରୁଟର ରାଇରଙ୍ଗପୁର ରେଳ ଷ୍ଟେସନ ନିକଟସ୍ଥ ସିନ୍ଦୁରଗୌରୀ ରେଳ ଫାଟକ ନିକଟରେ…
ଅଧିକ ଖବର ଦେଖନ୍ତୁ...

ବିବାହ ‌ଭୋଜିରେ ଦୁଇଭାଇଙ୍କ ଅନୁପସ୍ଥିତିକୁ ନେଇ ଦୁଃଖୀ ସୋନାକ୍ଷୀ: ସାଙ୍ଗମାନେ ତୁଲାଇଲେ ଭାଇର କାମ

ନୂଆଦିଲ୍ଲୀ:  ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଓ ତାଙ୍କ ପ୍ରେମିକ ଜହିର ଇକ୍‌ବାଲ୍‌ଙ୍କୁ ବିବ‌ାହ କରିସାରିଛନ୍ତି। ତେବେ ସୋନାକ୍ଷୀଙ୍କ ବିବାହରେ ତାଙ୍କର କିଛି ଫ୍ୟାନ୍ସ ଖୁସି ଥିବା ବେଳେ ଆଉ କିଛ ନିରାଶ ଅଛନ୍ତି। କାରଣ ସୋନାକ୍ଷୀ ତାଙ୍କ ବିବାହକୁ ଗୁପ୍ତ ରଖିବା ସହିତ ତାଙ୍କର ମେହେନ୍ଦୀ ଓ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କାଙ୍କୁ ଡେଟ୍ କରିଥିଲେ ସିଦ୍ଧାର୍ଥ ! ବିବାହ ପରେ ସିଦ୍ଧାର୍ଥ ମାଲ୍ୟାଙ୍କ ପ୍ରତିକ୍ରିୟା ହେଉଛି ଭାଇରାଲ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ତାଙ୍କର ଦୀର୍ଘ ଦିନର ପ୍ରେମିକା ଜସ୍ମିନଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିବାହର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଲଣ୍ଡନରେ ଦୁହେଁ ବିବାହ କରିଥିବା ବେଳେ ଏବେ ସିଦ୍ଧାର୍ଥଙ୍କ ପ୍ରେମ ଜୀବନକୁ…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ଅଷ୍ଟ୍ରେଲିଆ: ପ୍ରଥମେ ବୋଲିଂ ନିଷ୍ପତ୍ତି

ଗ୍ରୋସ୍ ଇସଲେଟ୍‌: ସୋମବାର ଉତ୍ତର ଆମେରିକାର ସେଣ୍ଟ ଲୁସିଆର ଗ୍ରୋସ୍ ଇସଲେଟ୍‌ର ଡାରେନ ସାମ୍ମି କ୍ରିକେଟ ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ-୨୦ ବିଶ୍ୱକପର ୫୧ତମ ମ୍ୟାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଟସ୍ ଜିତି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ , ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଧମତରୀ ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଖଲ୍ଲାରୀ ଥାନା ଅନ୍ତର୍ଗତ ମୁହକୋଟ ଆମଝର ଜଂଗଲରେ ନକ୍ସଲ କ୍ୟମ୍ପ କରି ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଶୁଭମନ ଅଧିନାୟକ

ମୁମ୍ବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଜିମ୍ବାୱେ ଗସ୍ତ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଶୁଭମନ ଗିଲ୍ ଏହି ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ଭାରତ ଓ ଜିମ୍ବାୱେ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତି ବିବାହ କଲେ ୫ ଲକ୍ଷ ଜରିମାନା

ବାରୱାନୀ: ମଧ୍ୟପ୍ରଦେଶର ବାରୱାନୀଆଦିବାସୀ ସମାଜର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଅନ୍ତର୍ଜାତି ବିବାହ କରୁଥିବା ଲୋକଙ୍କଠାରୁ ୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯିବ। ଜିଲ୍ଲାର ପାଟିଠାରେ ୧୦୬ ଟି ଗାଁର ପଟେଲଙ୍କ ଏକ ବୈଠକ ଆୟୋଜିତ ହୋଇଥିଲା। ବାରୱାନୀ ଜିଲ୍ଲାର ପାଟି ସହରରେ ଅବସ୍ଥିତ…
ଅଧିକ ଖବର ଦେଖନ୍ତୁ...

‌ବର୍ଜ୍ୟବସ୍ତୁ ସଂଗ୍ରହକାରୀ ବୃଦ୍ଧଙ୍କ ଜୀବନ ନେଲା ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ପୋଷ୍ଟ ହୋଇଥ‌ାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଥାଏ ଯାହାକି ରାତାରାତି ଭାଇରାଲ ହୋଇଯାଇଥାଏ। ଏହାପରେ ଭିଡିଓରେ ଥିବା ବ୍ୟକ୍ତି ଜଣକ ଷ୍ଟାର ପାଲଟି ଯାଇଥାଆନ୍ତି। କିନ୍ତୁ ରାଜସ୍ଥାନରୁ ସାମ୍ନାକୁ ଆସିଥିବା ଏକ ଭିଡିଓ ଭାଇରାଲ…
ଅଧିକ ଖବର ଦେଖନ୍ତୁ...