Daily Archives

June 25, 2024

ହରିଣ ଶିକାର ନେଇ ଭିଡିଓ ଭାଇରାଲ: ୨ ଅଭିଯୁକ୍ତ ଅଟକ, ଏକାଧିକ ଫେରାର

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ କଳମା ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ ଉପକଣ୍ଠ ହେମପୁର ସଂରକ୍ଷିତ ଜଙ୍ଗଲରେ ହରିଣ ଶିକାର ହୋଇଛି। ମଙ୍ଗଳବାର ଅପରାହ୍ନରେ ପାଣି ପିଇବାକୁ ଗାଁ ପାଖକୁ ଆସିଥିବା ହରିଣକୁ ଶିକାରୀମାନେ ତୀର ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ…
ଅଧିକ ଖବର ଦେଖନ୍ତୁ...

ବିଗବସ ଓଟିଟି ୩କୁ ଆସିବା ପରେ ଟ୍ରୋଲ ହେଲେ ଅରମାନ

ନୂଆଦିଲ୍ଲୀ: ବିଗବସ୍ ଓଟିଟି ୩ ଆରମ୍ଭ ହୋଇଯାଇଛି । ଏଥିରେ ଲୋକପ୍ରିୟ ଓ ବିବାଦୀୟ ୟୁଟ୍ୟୁବର ଅରମାନ ମଲିକ ବି ତାଙ୍କର ଦୁଇ ପତ୍ନୀ ପାୟଲ ଏବଂ କ୍ରିତିକାଙ୍କ ସହ  ସାମିଲ ହୋଇଛନ୍ତି। ବିଗବସରେ ଅରମାନ, ପାୟଲ ଓ କ୍ରିତିକା ଆଗ‌କୁ କେମିତି ଖେଳିବେ ତାହା ତ ସମୟ କହିବ। ନିକଟରେ ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର: ଡିଏଲ୍ଏସ୍ ପଦ୍ଧତିର ଜନକ ଫ୍ରାଙ୍କ ଡକୱର୍ଥଙ୍କ ପରଲୋକ

ଲଣ୍ଡନ: କ୍ରିକେଟ୍‌ରେ ବର୍ଷା ପରେ ମ୍ୟାଚର ଫଳାଫଳ ପାଇବା ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ବ୍ୟବହୃତ ହୁଏ । ଏହି ନିୟମର ସୃଷ୍ଟିକର୍ତ୍ତାମାନଙ୍କ ମଧ୍ୟରୁ ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ, ତାଙ୍କ ସାଥୀ ଟନି ଲୁଇସଙ୍କ ସହ,…
ଅଧିକ ଖବର ଦେଖନ୍ତୁ...

୫୦ବର୍ଷରେ ପାଦ ଦେଲେ କରିସ୍ମା, ଛାଡ଼ପତ୍ର ପରେ ବି ଏତେ କୋଟିର ମାଲିକାଣୀ ଅଭିନେତ୍ରୀ

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ କରିସ୍ମା କପୁର ପ୍ରତିବର୍ଷ ଜୁନ୍ ୨୫ରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ଆଜି ତାଙ୍କର ୫୦ତମ ଜନ୍ମଦିନ ଥିବା ବେଳେ ଏହି ୫୦ବର୍ଷ ମଧ୍ୟରେ ‌ସେ ହାସଲ କରିଥିବା ସଫଳତା ବିଷୟରେ ଆମେ ଜାଣିବା। ୯୦ଦଶକର ପ୍ରାରମ୍ଭରେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

କେନିଆରେ ଗୃହଯୁଦ୍ଧ ପରିସ୍ଥିତି, ସଂସଦରେ ପଶିଲେ ହଜାର ହଜାର ଲୋକ, ପୁଲିସ ଗୁଳିରେ ୧୦ ମୃତ

ନାଇରୋବି: ଆଫ୍ରିକୀୟ ଦେଶ କେନିଆରେ ଟିକସ ବୃଦ୍ଧିକୁ ବିରୋଧ କରି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।  ଏପରିକି ସଂସଦରେ ମଧ୍ୟ ଏହାକୁ ନେଇ ହଙ୍ଗାମା ଜାରି ରହିଛି। ଲୋକଙ୍କ ବିକ୍ଷୋଭ ଧୀରେ ଧୀରେ ହିଂସାତ୍ମକ ହେବା ସହ ଅନେକ ସ୍ଥାନରେ ଜଳାପୋଡ଼ା ଦେଖିବାକୁ ମିଳିଛି। ରାଜଧାନୀ ନାଇରୋବିରେ…
ଅଧିକ ଖବର ଦେଖନ୍ତୁ...

ନୀତୀଶଙ୍କୁ ନେଇ ବିଜେପିର ବଡ଼ ଘୋଷଣା: ଲାଲୁ-ତେଜସ୍ୱୀ-କଂଗ୍ରେସର ରାଜନୈତିକ ଆଶା ମଉଳିଲା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବଡ଼ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ପରେ ଲାଲୁ ପ୍ରସାଦ ଯାଦବ,ତେଜସ୍ୱୀ ଯାଦବ ଏବଂ କଂଗ୍ରେସର ରାଜନୈତିକ ଆଶା ମଉଳି ଯାଇଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା…
ଅଧିକ ଖବର ଦେଖନ୍ତୁ...

ଦେଶର ଯେକୌଣସି ପୁଲିସ୍ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇପାରିବ: ଜୁଲାଇ ୧ରୁ ବଦଳିବ ଆଇନ

ନୂଆଦିଲ୍ଲୀ: ଆଉ କିଛି ଦିନ ମଧ୍ୟରେ ଦେଶର ଆଇନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୧ ଜୁଲାଇ ୨୦୨୪ରୁ ସାରା ଦେଶରେ ତିନୋଟି ନୂତନ ନିୟମ ଲାଗୁ ହେବାକୁ ଯାଉଛି। ଏହି ନିୟମ ସହିତ ଆଇପିସି ଏବଂ ସିଆରପିସି ରଦ୍ଦ ହେବ। ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଜନସାଧାରଣଙ୍କ ପକ୍ଷରୁ ଦେଶର…
ଅଧିକ ଖବର ଦେଖନ୍ତୁ...

ମାଟି ତଳୁ ମୃତ ଶିଶୁକୁ ବାହାର କରି ଜୀବିତ ହେବା ଆଶାରେ କୋଳରେ ଧରି ହସ୍ପିଟାଲ ଦୌଡ଼ି ଯାଇଥିଲେ ବାପା

ନୂଆଦିଲ୍ଲୀ: ସମୟସମୟରେ ଲୋକେ ଅନ୍ଧବିଶ୍ବାସରେ ପଡ଼ି ଆଶ୍ଚର୍ଯ୍ୟଜନକ କାମ କରିଥାଆନ୍ତି। ନିକଟରେ ଜଣେ ବାପା ମୃତ ଛୁଆ ବଞ୍ଚିଯିବାର ଆଶା ନେଇ ମାଟି ତଳୁ ତାକୁ ବାହାର କରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଭାଗଲପୁରର ନବଗଚ୍ଛିଆରେ ଜଣେ ବାପା ତାନ୍ତ୍ରିକ କଥାରେ ବିଶ୍ବାସ କରି ନିଜର ମୃତ…
ଅଧିକ ଖବର ଦେଖନ୍ତୁ...

ବାଚସ୍ପତି ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ଫାଟ: ସୁରେଶଙ୍କ ନାମାଙ୍କନ ପ୍ରସ୍ତାବରେ ଟିଏମସିର ଦସ୍ତଖତ ନାହିଁ

କୋଲକାତା: ଲୋକସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ସହିତ ବିରୋଧୀ ଦଳ ଇଣ୍ଡିଆ ମେଣ୍ଟରେ ଫାଟ ବଢ଼ିବା ଆରମ୍ଭ କରିଛି। ବିରୋଧୀ ପ୍ରାର୍ଥୀ କେ.ସୁରେଶଙ୍କ ନାମାଙ୍କନ ପ୍ରସ୍ତାବରେ ଟିଏମସି ସାଂସଦମାନେ ଦସ୍ତଖତ କରିନାହାନ୍ତି। କେ.ସୁରେଶଙ୍କୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିବା ନେଇ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ନାନାଙ୍କୁ ସବୁଠୁ ବଡ଼ ମିଛୁଆ କହିଲେ ତନୁଶ୍ରୀ ଦତ୍ତା

ମୁମ୍ବାଇ : କିଛି ବର୍ଷ ତଳେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଆଣିଥିଲେ । ଏ ନେଇ ତନୁଶ୍ରୀ ଓସିଓ୍ଵାରା ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ତଦନ୍ତ କରିଥିଲା ପୁଲିସ । ତେବେ ତଦନ୍ତ ପରେ କୌଣସି ପ୍ରମାଣ ନ ମିଳିବାରୁ…
ଅଧିକ ଖବର ଦେଖନ୍ତୁ...