Daily Archives

June 28, 2024

ଆମେରିକାର ଧାର୍ମିକ ସ୍ବାଧୀନତା ରିପୋର୍ଟ ଭୋଟ ବ୍ୟାଙ୍କ ରାଜନୀତି ଦ୍ବାରା ପ୍ରଭାବିତ : ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତକୁ କରାଯାଇଥିବା ସମାଲୋଚନାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ରିପୋର୍ଟକୁ ସମାଲୋଚନା କରି ଭାରତ କହିଛି ଯେ ଏହା ସମ୍ପୂର୍ଣ୍ଣ ପକ୍ଷପାତିତାପୂର୍ଣ୍ଣ ଏବଂ ଭୋଟ୍…
ଅଧିକ ଖବର ଦେଖନ୍ତୁ...

ଘରେ ଶୋଇଥିଲେ ଯୁବକ, ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ

ରାଉରକେଲା: ଘରେ ଶୋଇଥିବାବେଳେ ଜଣେ ଯୁବକଙ୍କୁ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ନୂଆଗାଁ ବ୍ଲକ ଅନ୍ତର୍ଗତ ପିତାଲ ବଡାଇକ ବସ୍ତିର ବିଜୟ ବଡାଇକ (୩୧)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଡିଏସ୍‌ପି ନିର୍ମଳ କୁମାର ମହାପାତ୍ର, ବିଶ୍ରା ପୁଲିସ ଓ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ଜାମିନରେ ମୁକୁଳିବା ପରେ ବିଜେପିକୁ ଜୋରଦାର ଟାର୍ଗେଟ କଲେ ହେମନ୍ତ

ରାଞ୍ଚି: ଝାଡ଼ଖଣ୍ଡ ହାଇକୋର୍ଟ ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଆଜି ହେମନ୍ତ ସୋରେନଙ୍କୁ ପାଞ୍ଚ ମାସ ପରେ ବିର୍ସା ମୁଣ୍ଡା ଜେଲରୁ ମୁକ୍ତ କରାଯାଇଥିଲା। ଜେଲରୁ ମୁକୁଳିବା ପରେ ହେମନ୍ତ ସୋରେନ…
ଅଧିକ ଖବର ଦେଖନ୍ତୁ...

ଖାଇବା ଆଣିବାକୁ ଝିଅ ରୋଷେଇ ଘରକୁ ଯାଇଥିବା ବେଳେ ସର୍ପ ଦଂଶନରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜଣେ ୧୪ବର୍ଷର ବାଳିକା ଖାଇବା ଆଣିବା ପାଇଁ ରୋଷେଇ ଘରକୁ ଯାଇଥିବା ବେଳେ ଏକ ବିଷଧର ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ସୂଚନାଯୋଗ୍ୟ, ପଶ୍ଚିମ ଶରୀରା ଥାନା ଅମରୁପୁର ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବୃଥା ଭ୍ରମଣ ଓ ଅର୍ଥହାନି ଘଟିପାରେ । ନୂତନ ଦ୍ରବ୍ୟ କ୍ରୟ ବା ସକ୍ରାର୍ଯ୍ୟରେ ବ୍ୟୟ କରିପାରନ୍ତି । ବୃଥା ଅପଚୟରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି । ଆଖିର ବିଶେଷ ଯତ୍ନ ନିଅନ୍ତୁ । ମାନସିକ ସ୍ତରରେ ଯନ୍ତ୍ରଣା ଏବଂ ଅସ୍ଥିରତା ଅନୁଭବ କରିପାରନ୍ତି ।…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ଭିତରେ ପାନୀୟ ଜଳ ସମାସ୍ୟାର ସମାଧାନ ହେବ: ବିଧାୟକ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମକୁ ଶୁକ୍ରବାର ଦିନ ଅପରାହ୍ନରେ ବିଧାୟକ ଇଞ୍ଜିନିୟର୍ ରଘୁନାଥ ଜଗଦଲା ଗସ୍ତ କରି ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ସହ ଆଲୋଚନା କରିଛନ୍ତି। ଗ୍ରାମବାସୀଙ୍କ ସହିତ ଆଲୋଚନା କଲା ପରେ…
ଅଧିକ ଖବର ଦେଖନ୍ତୁ...

ନିଟ୍ ମାମଲା : ହଜାରିବାଗ ସ୍କୁଲ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ଗିରଫ କଲା ସିବିଆଇ

ହଜାରିବାଗ : ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ସିବିଆଇ । ଏହି କ୍ରମରେ ଝାଡ଼ଖଣ୍ଡର ହଜାରିବାଗରେ ଥିବା ଏକ ସ୍କୁଲ ଉପରେ ଚଢଉ କରିଛି ସିବିଆଇ । ହଜାରୀବାଗର ଓଆସିସ୍ ସ୍କୁଲର ପ୍ରଧାନ ଶିକ୍ଷକ ଅହସାନ-ଉଲ-ହକ୍ ଏବଂ ଉପାଧ୍ୟକ୍ଷ ଇମତିଆଜ ଆଲାମଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍ତନ କର୍କଟରେ ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାଣ ହରାନ୍ତି ଏତିକି ମହିଳା

ନୂଆଦିଲ୍ଲୀ: ଟେଲିଭିଜନ ତାରକା ହିନା ଖାନ ଶୁକ୍ରବାର ଦିନ ତାଙ୍କୁ ସ୍ତନ କର୍କଟ ହୋଇଛି ବୋଲି ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ପ୍ରକାଶ କରିଛନ୍ତି। ସେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏହାର ଚିକିତ୍ସା କରାଯାଉଛି ବୋଲି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଜଣାଇଛନ୍ତି। ସ୍ତନ କର୍କଟ ସମଗ୍ର…
ଅଧିକ ଖବର ଦେଖନ୍ତୁ...

କାନ୍ଦିକାନ୍ଦି ଅଚେତ ହୋଇ ପଡ଼ିଲେ ବିଗବସ ଓଟିଟି ପ୍ରତିଯୋଗୀ

ନୂଆଦିଲ୍ଲୀ: ବିଗବସ ଓଟିଟି ସିଜନ-୩ ଆରମ୍ଭ ହେବାର ସପ୍ତାହେ ନପୁରୁଣୁ ପ୍ରତିଯୋଗୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସୋ’ର ନୂଆ ପ୍ରୋମୋ ରିଲିଜ ହୋଇଛି। ଯେଉଁଥିରେ ଅଭିନେତା ରଣବୀର ସୌରୀ ଓ ୟୁଟ୍ୟୁବର ଶିବାନୀ ଅନ୍ୟ ପ୍ରତିଯୋଗୀଙ୍କୁ କ୍ଷମା ମାଗୁଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

‘କଳକୀ-୨୮୯୮ ଏଡି-୨’ ପାଇଁ ଦର୍ଶକଙ୍କୁ କରିବାକୁ ହେବ ଏତେ ବର୍ଷ ଅପେକ୍ଷା

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଅଭିନିତ ଆକ୍ସନ ଫିଲ୍ମ କଳକୀ-୨୮୯୮ ଏଡି ଗୁରୁବାର ରିଲିଜ୍‌ ହୋଇଥିଲା। ଫିଲ୍ମର ଟ୍ରେଲର ଆସିବା ପରେ ସାରା ଦେଶରେ ରିଲିଜ୍‌କୁ ଅପେକ୍ଷା କରିଥିଲେ ଦର୍ଶକ। ଆଉ ଫିଲ୍ମ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ସିନେମା ଦେଖିବା ପାଇଁ ଲମ୍ବା ଧାଡ଼ି ଲାଗିଥିଲା।…
ଅଧିକ ଖବର ଦେଖନ୍ତୁ...