Daily Archives

June 28, 2024

ମହିଳା କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ କଲା ଭାରତୀୟ ଦଳ, ଗୋଟିଏ ଦିନରେ ୫୨୫ ରନ

ଚେନ୍ନାଇ : ଗୋଟିଏ ପଟେ ପୁରୁଷ ଟି-୨୦ ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ଭେଟାଭେଟି ହେବାକୁ ଯାଉଥିବାବେ​ଳେ ତାହାର ଦିନକ ପୂର୍ବରୁ ଏକ ବିଶ୍ବ ରେକର୍ଡ କରିଛି ଭାରତୀୟ ମହିଳା ଦଳ । ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ହିଁ ଏହି ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ: ଦୁଇ ଜଣଙ୍କୁ କୋର୍ଟରେ ମିଳିଲା ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼: ପ୍ରେମିକ ଓ ତା’ର ପ୍ରେମିକାକୁ ଆଜୀବନ କାରଦାଣ୍ଡାଦେଶ ହୋଇଛି। ୨୦୧୩ର ଏକ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡା ଶୁଣାଇଛନ୍ତି। ଏହା ସହିତ ୫୦୦୦ ଟଙ୍କା ଜିରିମାନା ଆଦେଶ ଦେଇଛନ୍ତି। ଜରିମାନା…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ କନେଷ୍ଟବଳଙ୍କୁ ଫୋନ କରି ବିଷ ପିଇଦେଲେ ସବ ଇନ୍ସପେକ୍ଟର

ପାଟନା: ବିହାରର ମୁଜାଫରପୁର ଜିଲ୍ଲାରେ ଆଜି ଜଣେ ମହିଳା ଇନ୍ସପେକ୍ଟର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମହିଳା ଇନ୍ସପେକ୍ଟର ବିଷ ଖାଇବା ପରେ ତାଙ୍କ ପ୍ରେମିକ କନଷ୍ଟେବଳଙ୍କୁ ଫୋନ କରିଥିଲେ| ମୃତକଙ୍କ ନାମ ଦୀପିକା କୁମାରୀ ହୋଇଥିବାବେଳେ ସେ ସାଇବର ପୁଲିସ ଷ୍ଟେସନରେ ସବ୍-ଇନ୍ସପେକ୍ଟର ଥିଲେ।…
ଅଧିକ ଖବର ଦେଖନ୍ତୁ...

ଅଳିଆ ଉଠାଉଥିବା ମହିଳା ଚୋର ଠାରୁ ଅଢ଼େଇ ଲକ୍ଷ ଟଙ୍କା ଜବତ କଲା ପୁଲିସ

ନୂଆଦିଲ୍ଲୀ: ଗୁଜୁରାଟର ନବସାରିରୁ ଚୋରିର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକଟରେ ପୁଲିସ ହାତରେ ଧରାପଡ଼ିଥିବା ମହିଳା ଚୋର ଗତ ୧୨ବର୍ଷ ହେବ ଚୋରି କରି ଆସୁଥିବା ସ୍ବୀକାର କରିଛି। ସୂଚନାଯୋଗ୍ୟ, ନବସାରି ଜିଲ୍ଲାର କ୍ରାଇମ ବ୍ରାଞ୍ଚ ଜଣେ ମହିଳା ଚୋରକୁ ଧରିଛି। ଗିରଫ ଚୋର…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ତୁଳନାରେ ସୋନାକ୍ଷୀଙ୍କଠାରୁ ଢ଼େର ପଛରେ ଜହିର

ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଦିନରେ ସୋନାକ୍ଷୀ କୋର୍ଟ ମ୍ୟାରେଜ୍ କରିଥିଲେ, ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନ ଉପରେ ଆକ୍ରମଣ କରିବ ପାକିସ୍ତାନ ! ଆରମ୍ଭ କଲା ସ୍ବତନ୍ତ୍ର ସାମରିକ ଅପରେସନ

 ଇସଲାମାବାଦ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ବଢିଯାଇଛି । ପାକିସ୍ତାନରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କୁ ଆଫଗାନିସ୍ତାନ ପ୍ରଶ୍ରୟ ଦେଉଛି ବୋଲି ପାକିସ୍ତାନ ବାରମ୍ବାର ଅଭିଯୋଗ କରିଆସିଛି । ଏବେ ପାକିସ୍ତାନ ପକ୍ଷରୁ ଏକ ବଡ଼ ଧରଣର ସାମରିକ ଅପରେସନ ଆରମ୍ଭ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ମୁଁ ବହୁତ ଖୁସି, ହେମନ୍ତଙ୍କୁ ଜାମିନ ମିଳିବା ପରେ ଏଭଳି କହିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମମତା ବାନାର୍ଜୀ ଏହି ନିଷ୍ପତ୍ତିକୁ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଚାକିରିଆ କହି ବାହା ହୋଇଥିବା ସ୍ବାମୀ ବାହାରିଲେ ବସ ଚାଳକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ସରକାରୀ ଚାକିରିଆ ଭାବି ଯେଉଁ ଯୁବକଙ୍କୁ ବାହା ହୋଇଥିଲେ ପରେ ଜଣାପଡ଼ିଲା ସେ ହେଉଛନ୍ତି ଜଣେ ଘରୋଇ ବସଚାଳକ। ଏନେଇ କନ୍ୟାଘର ଲୋକ ଯୁବକଙ୍କ ଘରଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୋଗ ଲାଗିବା ପରେ ଦର୍ଶନଙ୍କୁ ନିର୍ଦ୍ଦୋଷ କହିଲେ ନାଗା ଶୌର୍ଯ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଏବଂ ତାଙ୍କ ପ୍ରେମିକା ପବିତ୍ରା ଗୌଡା ଏବେ ପୁଲିସ ହେପାଜତରେ ଅଛନ୍ତି। ଦର୍ଶନ ଏବଂ ତାଙ୍କ ପ୍ରେମିକା ପବିତ୍ରା, ରେଣୁକାସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଫାଇନାଲରେ ବର୍ଷା ସମ୍ଭାବନା, ମ୍ୟାଚ ରଦ୍ଦ ହେଲେ କିଏ ହେବ ଚାମ୍ପିଅନ ?

ବାର୍ବାଡୋସ: ବାର୍ବାଡୋସ୍ ସ୍ଥିତ କେନସିଂଟନ୍ ଓଭାଲ୍ ଷ୍ଟାଡିୟମରେ ଆସନ୍ତା ୨୯ରେ ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ ମ୍ୟାଚ୍ ଖେଳାଯିବ। ଏବେ ଖବର ସାମ୍ନାକୁ ଆସୁଛି ଯେ ଜୁନ୍ ୨୯ରେ ବାର୍ବାଡୋସରେ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଫାଇନାଲ୍ ମ୍ୟାଚ୍…
ଅଧିକ ଖବର ଦେଖନ୍ତୁ...