Daily Archives

June 29, 2024

ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍‌ ସର୍ଭିସେସ୍‌’ ବିଭାଗରେ ନାମଲେଖା ଲାଗି ଜୁନ୍ ୩୦ରୁ ଅନଲାଇନ ଆବେଦନ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ଦେଶ ବିଦେଶରେ ବ୍ୟୁଟି ଥେରାପି ଏବଂ ହେୟାର ଡ୍ରେସିଂ କ୍ଷେତ୍ରରେ ଭଲ ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍‌ ସର୍ଭିସେସ୍‌’ ବିଭାଗ ଅଧୀନରେ ଅତ୍ୟାଧୁନିକ ‘ବ୍ୟୁଟି ଆଣ୍ଡ ୱେଲନେସ୍‌’ (ବ୍ୟୁଟି ଥେରାପି…
ଅଧିକ ଖବର ଦେଖନ୍ତୁ...

ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୫ ମୃତ

କିଭ୍: ୟୁକ୍ରେନ୍ ରୁଷିଆ ଉପରେ  ଡ୍ରୋନ ଆକ୍ରମଣ କରିଛି, ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରୁଷିଆର କୁର୍ସ୍କ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ଅତି କମରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଗଭର୍ଣ୍ଣର ଆଲେକ୍ସେଇ ସ୍ମିରନୋଭ ସୋସିଆଲ ମିଡିଆରେ କହିଛନ୍ତି ଯେ ରୁଷ-ୟୁକ୍ରେନ…
ଅଧିକ ଖବର ଦେଖନ୍ତୁ...

ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବ ଚାମ୍ପିଅନ, ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା

ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୨୦୦୭ରେ ଅନୁଷ୍ଠିତ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ହେମନ୍ତ ସୋରେନ ନିର୍ଦ୍ଦୋଷ: ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗତକାଲି ଜେଲ୍‌ରୁ ମୁକୁଳିଥିଲେ । ଜମି ଦୁର୍ନୀତି ମାମଲା‌ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ସୋରେନ ଦୀର୍ଘ ୫ ମାସ ହେବ ଜେଲ୍‌ରେ ଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ଗତକାଲି ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ…
ଅଧିକ ଖବର ଦେଖନ୍ତୁ...

୪୧ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଭିଏନା ଗସ୍ତ କରିବେ ମୋଦୀ: ୧୯୮୩ରେ ଇନ୍ଦିରା ଗାନ୍ଧୀ ଗସ୍ତ କରିଥିଲେ

ନୂଆଦିଲ୍ଲୀ: କୂଟନୈତିକ ଦୃଷ୍ଟିକୋଣରୁ ଜୁଲାଇର ଦ୍ୱିତୀୟ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ସମୟ ମଧ୍ୟରେ, ଜୁଲାଇ ୩ ଏବଂ ୪ ରେ ଆସ୍ଥାନାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳିନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୮ ରୁ ୧୦ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ଅଧିକ ଖବର ଦେଖନ୍ତୁ...

ସୋନାକ୍ଷୀ ଗର୍ଭବତୀ ଖବର ମିଥ୍ୟା, ସ୍ୱାମୀଙ୍କ ସହ ଡାକ୍ତରଖାନାକୁ କାହିଁକି ଯାଇଥିଲେ, ଜଣାପଡ଼ିଲା ସତକଥା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ବିବାହ ପୂର୍ବରୁ ମଧ୍ୟ ହେଡଲାଇନରେ ଥିଲେ। ପାଇଛନ୍ତି। ଏବେ ବିବାହ ପରେ ମଧ୍ୟ ସେ ହେଡଲାଇନରେ ରହିଛନ୍ତି। ସୋନାକ୍ଷୀ ଜହିର ଇକବାଲଙ୍କୁ ବିବାହ କରିବା ପରେ ପୁଣି ଥରେ ତାଙ୍କର ଗର୍ଭବତୀ ଖବର ସହିତ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ : ୪ ଶ୍ରମିକଙ୍କୁ ଅପହରଣ କରିନେଲେ ଅଜ୍ଞାତ ବନ୍ଧୁକଧାରୀ

ପେଶାୱର: ପାକିସ୍ତାନର ଅଶାନ୍ତ ଖୈବର ପଖ୍ତୁନଖୱା ପ୍ରଦେଶରେ ଅଜ୍ଞାତ ବନ୍ଧୁକଧାରୀମାନେ ଶନିବାର ଅତି କମରେ ୪ ଜଣ ଶ୍ରମିକଙ୍କୁ ଅପହରଣ କରିଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୈବର ପଖ୍ତୁନଖୱା ପ୍ରଦେଶର ଟାଙ୍କି ଜିଲ୍ଲାରେ ଶ୍ରମିକମାନେ ବିଦ୍ୟୁତ୍ ଟାୱାର ମରାମତି…
ଅଧିକ ଖବର ଦେଖନ୍ତୁ...

ହୋଟେଲ ବିରୋଧରେ ଖାଉଟି ଅଦାଲତଙ୍କ ରାୟ: ସୁଧ ସହ ଦେୟ ଓ ଅନୁକମ୍ପା ରାଶି ଲକ୍ଷେ ଦେବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼: ବୁକିଂ ସତ୍ତ୍ବେ କକ୍ଷ ଦେବାକୁ ମନା କରିବା ଓ ଗ୍ରାହକଙ୍କ ଠାରୁ ଅନ୍ଯ କକ୍ଷ ପାଇଁ ପୁଣି ଟଙ୍କା ନେବା ମାମଲାର ଶୁଣାଣି କରିଛନ୍ତି ସୁନ୍ଦରଗଡ଼ ଖାଉଟି ଅଦାଲତ । ରାୟରେ ଦିଲ୍ଲୀସ୍ଥିତ ଗୁରଗାଁ ସୋହାନାରୋଡସ୍ଥ ଓରାଭେଲ୍ ଷ୍ଟେ କମ୍ପାନି (ଓୟେ ) କର୍ତ୍ତୃପକ୍ଷକୁ ୧୨ ପ୍ରତିଶତ ସୁଧ ସହ…
ଅଧିକ ଖବର ଦେଖନ୍ତୁ...

ସୁପାରୀ ଦେଇ ଜ୍ୱାଇଁର ହତ୍ୟା କଲା ଶ୍ୱଶୁର, ହତ୍ୟା ପାଇଁ ବନ୍ଧା ରଖିଥିଲା ଗହଣା

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶର ନୋଏଡା ପୁଲିସ ଜଣେ ଯୁବକଙ୍କ ହତ୍ୟା ମାମଲାର ଖୁଲାସା କରିଛି। ଏହି ମାମଲାରେ ମୃତକଙ୍କ ଶ୍ୱଶୁର ଏବଂ କକେଇ ଶ୍ୱଶୁରଙ୍କ ସମେତ ୪ଜଣଙ୍କୁ ପୁଲିସ ଗିରଫ କରିଛି। ତେବେ ଏପର୍ଯ୍ୟନ୍ତ ବି ମୁଖ୍ୟ ଅଭିଯୁକ୍ତ ଧରାପଡ଼ିନାହାନ୍ତି। ସୂଚନାନୁସାରେ, ୧୩ ଦିନ ପୂର୍ବେ ଗ୍ରେଟର…
ଅଧିକ ଖବର ଦେଖନ୍ତୁ...