Daily Archives

June 29, 2024

ଚୀନ୍ ପାକିସ୍ତାନକୁ ନିଜ ଆଙ୍ଗୁଠିରେ ନଚାଉଛି! ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ସ୍ୱୀକାର କଲେ

ଇସଲାମାବାଦ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ ପ୍ରଥମ ଥର ପାଇଁ ଚରମପନ୍ଥୀ ବିରୋଧୀ ସୈନ୍ୟ ଅପରେସନ ଆଜମ୍-ଏ-ଇତେହକାମରେ ଚୀନ୍‌ର ଚାପ ହୋଇଥିବା ସମ୍ପର୍କରେ କହିଛନ୍ତି। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଆସିଫ ସ୍ୱୀକାର କରିଛନ୍ତି ଚୀନ୍-ପାକିସ୍ଥାନ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମୃତ୍ତିକା ସଂରକ୍ଷଣ ନିରୀକ୍ଷକଙ୍କୁ ୪ ବର୍ଷ ଜେଲଦଣ୍ଡ, ୨୦ ହଜାର ଟଙ୍କା ଜରିମାନା

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିନଲାନ୍ସ ଜଜ ଶନିବାର ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ନିରୀକ୍ଷକ ରବିରତ୍ନ କାରିଆଲି (୬୭)ଙ୍କୁ ୪ ବର୍ଷ ଜେଲଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। କୋର୍ଟ ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ…
ଅଧିକ ଖବର ଦେଖନ୍ତୁ...

ପବିତ୍ର ଅମରନାଥ ଯାତ୍ରା ଆରମ୍ଭ, ପ୍ରଥମ ଦିନରେ ଦର୍ଶନ କଲେ ୧୦,୦୦୦ ଶ୍ରଦ୍ଧାଳୁ

ଜମ୍ମୁ : ବାର୍ଷିକ ପବିତ୍ର ଅମରନାଥ ଯାତ୍ରା ଶନିବାର (୨୯ ଜୁନ୍ ୨୦୨୪) ଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରାର ପ୍ରଥମ ଦିନରେ ପାଖାପାଖି ୧୦ ହଜାର ଶ୍ରଦ୍ଧାଳୁ ବାବା ଅମରନାଥଙ୍କୁ ଦର୍ଶନ କରିଥିଲେ। ଶନିବାର ସକାଳେ ୨୦୦ଟି ଗାଡ଼ିର ଦ୍ୱିତୀୟ ବ୍ୟାଚ୍ ଜମ୍ମୁରୁ ବାହାରି ପହଲଗାମ୍ ଏବଂ ବାଲତାଲରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିଲେ, ମନ୍ଦିରରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ଗୋଷାଣୀ: ଗଜପତି ଜିଲ୍ଲା ଗୋଷଣୀ ବ୍ଲକ ଅଧୀନ ଗାରବନ୍ଧ ଥାନା ଅନ୍ତର୍ଗତ ଲାବାଣ୍ୟଗଡ଼ ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ର ସମୟରେ ଦୃର୍ବୃତ୍ତ କଳାକନା ବୁଲାଇଥିବା ବେଳେ ମନ୍ଦିରର ଲୁହା ଗ୍ରୀଲ୍ ତାଡ଼ି କାଠ ସାମଗ୍ରୀ ପୋଡି ଦେଇଛନ୍ତି। ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କ ଧୂଆଁଧାର ବ୍ୟାଟିଂ: ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୧୭୭ ରନ୍

ବାର୍ବୋଡାସ୍: ଟି-୨୦ ବିଶ୍ୱକପର ଫାଇନାଲରେ ଶନିବାର ବାର୍ବୋଡାସ୍‌ର ବ୍ରିଜ୍‌ଟୋନର କେସିଙ୍ଗଟୋନ୍ ଓଭାଲରେ ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା…
ଅଧିକ ଖବର ଦେଖନ୍ତୁ...

ବିଚାରପତିମାନଙ୍କୁ ଭଗବାନଙ୍କ ସହ ତୁଳନା କରିବା ବିପଜ୍ଜନକ: ସିଜେଆଇ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ବିଚାରପତିମାନଙ୍କୁ ଭଗବାନଙ୍କ ସହ ତୁଳନା କରିବାର ପରମ୍ପରା ବିପଜ୍ଜନକ, କାରଣ ସାଧାରଣ ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ବିଚାରପତିଙ୍କ ଦାୟିତ୍ୱ ହୋଇଥାଏ । ଜାତୀୟ ଜୁଡିସିଆଲ୍ ଏକାଡେମୀର ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

ଅଖିଳେଶ ପ୍ରଧାନମନ୍ତ୍ରୀ ହେବେ! ୟୁପିରେ ବିଜୟ ନେଇ ଏସ୍‌ପି ପୋଷ୍ଟର ଲଗାଇଲା

ଲକ୍ଷ୍ନୌ: ୨୦୨୪ ଲୋକସଭା ନିର୍ବାଚନରେ ​​ଉତ୍ତରପ୍ରଦେଶରେ ବିଜେପିର ଆସନ ସଂଖ୍ୟା ହ୍ରାସ ଏବଂ କଂଗ୍ରେସ ତଥା ସମାଜବାଦୀ ପାର୍ଟି ସମେତ ବିଭିନ୍ନ ଦଳର ଆସନରେ ବୃଦ୍ଧି ଯୋଗୁଁ ବିରୋଧୀ ଦଳ ଉତ୍ସାହିତ ଅଛନ୍ତି। ସମାଜବାଦୀ ପାର୍ଟି (ଏସ୍‌ପି) କର୍ମୀମାନେ ବିଶେଷ ଉତ୍ସାହିତ ଅଛନ୍ତି ଏବଂ ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

“ସୀମା ଉଲଙ୍ଘନ କଲେ ପରିଣାମ ଭୋଗିବ” ପାକିସ୍ତାନକୁ ତାଲିବାନର କଡ଼ା ଜବାବ

କାବୁଲ : ଯଦି ପାକିସ୍ତାନୀ ସେନା ଆଫଗାନିସ୍ତାନ ସୀମା ଉଲ୍ଲଂଘନ କରେ ତେବେ ଏହାର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଆଫଗାନିସ୍ତାନ ଚେତାବନୀ ଦେଇଛି। ଆଫଗାନିସ୍ତାନକୁ ପାକିସ୍ତାନର ଧମକର ଦିନକ ପରେ ତାଲିବାନର ଏପରି ପ୍ରତିକ୍ରିୟା ଆସିଛି । ଆଫଗାନ ସେନା ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ଆପଣଙ୍କ କଳ୍ପନା ଶକ୍ତି ଆପଣଙ୍କର ଆଶା ପୂରା କରିବାରେ ସହାୟକ ହେବ। ଧନଲାଭ ପାଇଁ ଏକରୁ ଅଧିକ ଉତ୍ସର ସୁଯୋଗ ପାଇବେ। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାର ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରରେ ଭଲ କାମ ପାଇଁ ସମ୍ମାନ ପାଇବେ। ଦାମ୍ପତ୍ୟ ଜୀବନରେ…
ଅଧିକ ଖବର ଦେଖନ୍ତୁ...

ଜେଡିୟୁ ରାସ୍ତାରେ ଯିବ କି ଟିଡ଼ିପି? ଚନ୍ଦ୍ରବାବୁଙ୍କୁ ଚ୍ୟାଲେଞ୍ଜ କଲେ ଜୟରାମ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ହେବା ଦିନଠାରୁ କଂଗ୍ରେସ କ୍ରମାଗତ ଭାବରେ ଶାସକ ଦଳ ଉପରେ ଆକ୍ରମଣ କରିଆସୁଛି। ଏହି ସମୟରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ବିହାର ଏବଂ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା…
ଅଧିକ ଖବର ଦେଖନ୍ତୁ...