Daily Archives

June 30, 2024

ବୁଲିବାକୁ ଯାଇ ସପ୍ତଶଯ୍ୟା ପାହାଡ଼ରେ ୫ ଜଣ ଛାତ୍ର ନିଖୋଜ

ଢେଙ୍କାନାଳ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପାହାଡ଼ରେ ରବିବାର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଜଙ୍ଗଲ ଭିତରେ ବୁଲୁଥିବା ବେଳେ ୫ ଛାତ୍ର ବାଟବଣା ହୋଇଛନ୍ତି। ଫଳରେ ସେମାନେ ନିଖୋଜ ଅଛନ୍ତି। ନିଖୋଜ ଛାତ୍ରମାନେ ହେଲେ ଅରକ୍ଷିତ…
ଅଧିକ ଖବର ଦେଖନ୍ତୁ...

ଦିନେ ଆଇନକୁ ବିରୋଧ କରି ଝିଅ ନାମ ରଖିଥିଲେ, ଆଜି କଂଗ୍ରେସ କୋଳରେ ବସିଛନ୍ତି: ସମ୍ରାଟ ଚୌଧୁରୀ

ପାଟନା: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ମନ କି ବାତ ମାଧ୍ୟମରେ ହୃଦୟର କଥା କହିଥିଲେ। ଏହାକୁ ନେଇ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି ଯେ ବିହାରରୁ ଆରମ୍ଭ ହୋଇଥିବା ବ୍ରିଟିଶମାନଙ୍କ ବିରୋଧରେ ଲଢେଇ ତଥା…
ଅଧିକ ଖବର ଦେଖନ୍ତୁ...

କ୍ୟାଟ୍ରିନା ମା’ ହେବାକୁ ଯାଉଥିବା ନେଇ ଭିକ୍କିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ମା’ ହେବାକୁ ଯାଉଥିବା ନେଇ ଖବର ଚର୍ଚ୍ଚାରେ ରହିଛି। ୨୦୨୧ରେ ଅଭିନେତା ଭିକ୍କିଙ୍କୁ ବିବାହ କରିଥିବା କଟ୍ରିନା ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଥିବା କଳ୍ପନାଜଳ୍ପନା ମଧ୍ୟରେ ଭିକ୍କି ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି। ଗତଶୁକ୍ରବାର ଭିକ୍କି…
ଅଧିକ ଖବର ଦେଖନ୍ତୁ...

 “ମୁଁ ଏବେ ବେରୋଜଗାର ହୋଇଗଲି…” : ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ: ରାହୁଲ ଦ୍ରାବିଡ଼ଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ବ ବିଜେତା ହୋଇଛି। ଟି-୨୦ ବିଶ୍ୱକପ୍ ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ପରେ ତାଙ୍କର ପ୍ରତିକ୍ରିୟା ସାମନାକୁ ଆସିଛି। ଏହି ବିଜୟ ନେଇ ସେ ଖୁସି ପ୍ରକାଶ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଭାରତ ଜିତିବା ପରେ ଭୋ ଭୋ ହୋଇ କାନ୍ଦିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଭାରତୀୟ ଦଳ ଟି -୨୦ ବିଶ୍ୱକପ ୨୦୨୪ର ଚାମ୍ପିୟନ ହୋଇଛି | ଏହିପରି ଟିମ୍ ଇଣ୍ଡିଆ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିଛି | ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଥିଲା । ଭାରତୀୟ ଖେଳାଳିଙ୍କ ବ୍ୟତୀତ ପ୍ରଶଂସକ ଏବଂ ପୂର୍ବତନ କ୍ରିକେଟରମାନେ ଏହି ବିଜୟକୁ…
ଅଧିକ ଖବର ଦେଖନ୍ତୁ...

ଖେଳକୁ ନେଇ ଟ୍ରୋଲ କରୁଥିବା ସମାଲୋଚକଙ୍କ ମୁହଁ ଚୁପ କରାଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତକୁ ଟି -୨୦ ବିଶ୍ୱକପ ଫାଇନାଲରେ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁଭବ ଆଇପିଏଲ ୨୦୨୪ରେ ଭଲ ନଥିଲା। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ବିଫଳ ହେବା ପରେ ତାଙ୍କୁ ଲୋ‌କ ଟାର୍ଗେଟ କରିଥିଲେ। ହାର୍ଦ୍ଦିକ…
ଅଧିକ ଖବର ଦେଖନ୍ତୁ...

ସାକ୍ଷରତା କ୍ଷେତ୍ରରେ ଆବଶ୍ୟକସ୍ଥଳେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ସ୍ଥାନୀୟ ସୋଆ ପ୍ରେକ୍ଷାଳୟରେ ୨୦୨୪/୨୫ ରୋଟାରୀ ବର୍ଷର ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ରଙ୍କ ଅଧିଷ୍ଠାନ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ଅନ୍ତରାଷ୍ଟ୍ରୀୟ ରୋଟାରୀର ପୂର୍ବତନ ସଭାପତି ଶେଖର ମେହେତା ୩୨୬୨ ଜିଲ୍ଲାରେ ହାତକୁ ନିଆଯାଇଥିବା ବିିଭିନ୍ନ ପ୍ରକଳ୍ପକୁ ନେଇ ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ସୁଜାତା ସୌନିକ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଭାବେ ଆଇଏଏସ୍ ସୁଜାତା ସୌନିକ ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ରାଜ୍ୟରେ ଏହି ପଦବୀରେ ଅବସ୍ଥାପିତ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି। ରାଜ୍ୟର ଏକନାଥ ସିନ୍ଦେ ସରକାର ତାଙ୍କୁ ନିଯୁକ୍ତ କରିଛନ୍ତି। ସୁଜାତା ସୌନିକ ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ |…
ଅଧିକ ଖବର ଦେଖନ୍ତୁ...

ଟିମ ଇଣ୍ଡିଆକୁ ମିଳିବ ୧୨୫ କୋଟି, ଘୋଷଣା କଲା ବିସିସିଆଇ

ମୁମ୍ବାଇ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଛି। ଏହାକୁ ନେଇ ସାରା ଦେଶରେ ଉତ୍ସବ ପାଳନ କରାଯାଉଛି । ସେପଟେ ଦଳର ଏହି ଚମତ୍କାର…
ଅଧିକ ଖବର ଦେଖନ୍ତୁ...

୩୫ ଲକ୍ଷ ଟଙ୍କା ସାଇବର ଠକେଇ ମାମଲାରେ ୫ ଗିରଫ

ଭଦ୍ରକ: ଏକ ବଡ଼ ଧରଣର ସାଇବର ଠକେଇ ମାମଲାରେ ଭଦ୍ରକ ଅଞ୍ଚଳର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ଗିରଫ ଅଭିଯୁକ୍ତ ହେଲେ; ଚରମ୍ପା ଇରେଇ ଅଞ୍ଚଳର ପ୍ରମୋଦ କୁମାର ଓରଫ୍‌ ରବୀନ୍ଦ୍ର ବେହେରା (୨୬), କୁଆଁଶ ଅଞ୍ଚଳର ରାକେଶ କୁମାର ଓରଫ୍‌ ହରିରାମ ଚୌଧୁରୀ (୨୫), ବରାଳପୋଖରୀ…
ଅଧିକ ଖବର ଦେଖନ୍ତୁ...