Daily Archives

July 1, 2024

ଛୋଟପିଲାଙ୍କ ପାଇଁ ଆକର୍ଷଣ ସାଜିଛି ‘ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର’

ଭୁବନେଶ୍ୱର/ମୟୂରଭଞ୍ଜ: ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଛୋଟପିଲାଙ୍କ ପାଇଁ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷା, ଯତ୍ନ ଓ ପୋଷଣ ଲାଗି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଆକର୍ଷଣୀୟ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ନିର୍ମାଣ କରାଯାଉଥିବା ଆଦର୍ଶ…
ଅଧିକ ଖବର ଦେଖନ୍ତୁ...

ଗତ ୭ ବର୍ଷରେ ଦ୍ବିଗୁଣ ବଢିଛି ଜିଏସଟି ଟିକସଦାତାଙ୍କ ସଂଖ୍ୟା

ଭୁବନେଶ୍ବର : ଦେଶରେ ଦ୍ରବ୍ୟ ଓ ସେବା ଟିକସ (ଜିଏସଟି) ଲାଗୁ ହେବାର ୭ ବର୍ଷ ପୂରଣ ହୋଇଛି । ଭୁବନେଶ୍ବର ଜିଏସଟି ଓ କଷ୍ଟମ୍ସ ଜୋନ ପକ୍ଷରୁ ସ୍ଥାନୀୟ ରାଜସ୍ବ ବିହାରଠାରେ ଏହି ଉପଲକ୍ଷେ ଏହ ସପ୍ତାହବ୍ୟାପୀ ସମାରୋହ ଆରମ୍ଭ ହୋଇଛି । ଏହି ସମାରୋହରେ ଟିକସଦତା, ସାଧାରଣ ଲୋକ, ଛାତ୍ରଛାତ୍ରୀ,…
ଅଧିକ ଖବର ଦେଖନ୍ତୁ...

ମୋ ଭାଇ ଦେଇଥିବା ବିବୃତିକୁ ଭିନ୍ନ ମୋଡ଼ ଦିଆଯାଉଛି

ନୂଆଦିଲ୍ଲୀ: ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନା ହେଉଥିବାବେଳେ ରାହୁଲ ଗାନ୍ଧି ଯୁକ୍ତିତର୍କ ଆରମ୍ଭ କରି ସମ୍ବିଧାନ ବାହାନାରେ ମୋଦୀ ସରକାରଙ୍କୁ ଆକ୍ଷେପ କରିଥି‌ଲେ। ରାହୁଲ ସମ୍ବିଧାନର କପି ଧରି ତାଙ୍କ ଭାଷଣର ଆରମ୍ଭ କରିଥିଲେ। ରାହୁଲ କହିଥିଲେ,‘ ମୋଦୀଜି…
ଅଧିକ ଖବର ଦେଖନ୍ତୁ...

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର କରୌଲି ଠାରେ ଏକ ସଡକ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ଲୋକ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। କୈଲା ଦେବୀଙ୍କ ଦର୍ଶନ କରିବାକୁ ଯାଇଥିବା ସମୟରେ ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରା ଶେଷଯାତ୍ରା ପାଲଟିଛି। ଏହି ମର୍ମନ୍ତୁଦ ସଡ଼କ…
ଅଧିକ ଖବର ଦେଖନ୍ତୁ...

ଆପେ ଆପେ ଉତକ୍ଷେପଣ ହୋଇଗଲା ଚୀନର ରକେଟ୍, ପ୍ରବଳ ବିସ୍ଫୋରଣ ସହ ଖସିପଡ଼ିଲା

ବେଜିଂ: କୁହାଯାଏ ଚୀନ ନିର୍ମିତ ସାମଗ୍ରୀ ଉପରେ ଭରସା କରାଯାଇପାରିବ ନାହିଁ । ଯିଏ ଚୀନ ସାମଗ୍ରୀ କିଣିଛି ସେ ପସ୍ତାଇଛି । ଏବେ ଚୀନ ଲୋକେ ବି ନିଜେ ଏହାକୁ ଅନୁଭବ କରିଛନ୍ତି । ଚୀନର ଏକ ରକେଟ୍ ଆପେ ଆପେ ଉତକ୍ଷେପଣ ହୋଇଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହା କୌଣସି ଜନବସତି ଉପରେ ନପଡ଼ି ଏକ…
ଅଧିକ ଖବର ଦେଖନ୍ତୁ...

ହତ୍ୟା…ପ୍ରାଣାନ୍ତକ ଆକ୍ରମଣ…ମାରପିଟ୍‌: ପ୍ରଥମ ଦିନରେ ନୂଆ ଅପରାଧିକ ଆଇନରେ ୩ ମାମଲା ରୁଜୁ

ରାଉରକେଲା: ସମଗ୍ର ଦେଶରେ ସୋମବାରଠାରୁ ତିନିଟି ନୂଆ ଅପରାଧିକ ଆଇନ, ଯଥା- ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଲାଗୁ ହୋଇଛି। ଏହି ନୂଆ ଆଇନ ଆଧାରରେ ରାଉରକେଲା ପୁଲିସ ଜିଲ୍ଲାର ବିଭିନ୍ନ ପୁଲିସ ଥାନାରେ ମାମଲା ରୁଜୁ ହୋଇଛି। ପ୍ରଥମ ଦିନରେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥରେ ସରକାର ନିଷ୍ପତ୍ତି ନେବେ: ନିଟ୍ ବିବାଦ ନେଇ ଚିରାଗ ପାସୱାନଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ବିବାଦରେ ଅଭିଯୁକ୍ତଙ୍କୁ କୋର୍ଟକୁ ଆଣିବା ପାଇଁ କେନ୍ଦ୍ରର ଜୋରଦାର୍ ଉଦ୍ୟମ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ୍ କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗରେ ଉପଯୁକ୍ତ ନିଷ୍ପତ୍ତି ନେବେ ଏବଂ ଏହା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରେ ହେବ। ସୋମବାର ଗଣମାଧ୍ୟମକୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ରୋହିତ ଓ ବିରାଟଙ୍କ ଭଳି ଏହି ଦୁଇ ଖେଳାଳି ବି ବିଶ୍ବକପ ଜିତିବା ପରେ ଏକାଠି ନେଇଥିଲେ ଅବସର

ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୨୦୦୭ରେ ଅନୁଷ୍ଠିତ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଏବେ ଜଣେ ନୁହେଁ ଦୁଇଜଣ ରାହୁଲ ଅଛନ୍ତି: ଲୋକସଭାରେ କହିଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ସମୟରେ ଶାସକ ତଥା ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସହିତ ଟିଏମସି ସାଂସଦ ମହୁଆ…
ଅଧିକ ଖବର ଦେଖନ୍ତୁ...

ଅଲୋଡ଼ା ହେଲା ଦିବ୍ୟାଙ୍ଗ ଶିଶୁକନ୍ୟା: ଜଂଗଲରେ ଛାଡ଼ିଦେଲେ ନିଷ୍ଠୁର ପିତାମାତା, ଉଦ୍ଧାର କଲେ ଦୁଇ ମହିଳା

ମାଲକାନଗିରି: ଅଲୋଡା ହେଲା ଦିବ୍ୟାଙ୍ଗ ଶିଶୁ କନ୍ୟା। ଜଂଗଲର ଏକ ଗଛ ତଳେ ଦିବ୍ୟାଙ୍ଗ ଶିଶୁକନ୍ୟାକୁ ଛାଡି ଦେଲେ ନିଷ୍ଠୁର ପିତାମାତା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ। ସନ୍ତାନଟିଏ ପାଇଁ ପିତାମାତା ୧୬ ସୋମବାର…
ଅଧିକ ଖବର ଦେଖନ୍ତୁ...