Daily Archives

July 1, 2024

ଯୌନ ନିର୍ଯ୍ୟାତନା ମାମଲା : ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା ସୁରଜ ରେଭାନ୍ନାଙ୍କ ହାଜତ ମିଆଦ

ବେଙ୍ଗାଲୁରୁ : ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଥିବା ଜନତା ଦଳ (ସେକ୍ୟୁଲାର)ର ଏମଏଲସି ତଥା ଅନ୍ୟତମ ଅଭିଯୁକ୍ତ ପ୍ରଜ୍ବଳ ରେଭାନ୍ନାଙ୍କ ବଡ଼ଭାଇ ସୁରଜ ରେଭାନ୍ନାଙ୍କ ହାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ । ସୁରଜ ରେଭାନ୍ନାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଭାଷଣ ୪ ମନ୍ତ୍ରୀଙ୍କୁ ନିଜ ଆସନରୁ ଉଠାଇ ଦେଲା: ରାଜୀବ ଶୁକ୍ଲା

ନୂଆଦିଲ୍ଲୀ: ୧୮ ତମ ଲୋକସଭାର ପ୍ରଥମ ସଂସଦ ଅଧିବେଶନ ଜୁନ୍ ୨୪ରୁ ଚାଲିଛି। ସୋମବାର ଲୋକସଭାର କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ନିଟ୍ ବିବାଦ ଏବଂ ଅଗ୍ନିବୀର ପ୍ରସଙ୍ଗ ଉଠାଇଥିଲେ। ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

କାର ଧକ୍କାରେ ବାଇକ୍‌ ଆରୋହୀ ମୃତ, ୨ ଜଣ ଗୁରୁତର

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଦାନ୍ତିଆମୁହାଁ ଛକରେ ସୋମବାର ଅପରାହ୍ନରେ ଘଟିଯାଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ରହିଛି। ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ୟୁପି ବିଧାନସଭା ଉପ-ନିର୍ବାଚନ: ବିଜେପି ମନ୍ତ୍ରୀଙ୍କୁ ଗଡ଼ ବିଜୟ ଦାୟିତ୍ବ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନର ଫଳାଫଳ ପରେ ଏବେ ଗୋଟିଏ ପଟେ ପରାଜୟର କାରଣ ଉପରେ ବିଜେପି ମନ୍ଥନ କରୁଛି। ଅନ୍ୟପକ୍ଷରେ ଦଳକୁ ପୁଣି ଶକ୍ତିଶାଳୀ କରିବା ଉପରେ ଦଳର ଧ୍ୟାନ ରହିଛି। ରାଜ୍ୟରେ ଲୋକସଭା ନିର୍ବାଚନ ପରେ ୧୦ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ତାରିଖ…
ଅଧିକ ଖବର ଦେଖନ୍ତୁ...

କାନ୍ଧରୁ ହଟାଇ ସୁପରଷ୍ଟାରଙ୍କ ସହିତ ହାତରେ ହାତ ଛନ୍ଦି ଫଟୋ ଉଠାଇଲେ ଛାତ୍ରୀ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ତଲପତି ବିଜୟଙ୍କ କେତେ ପ୍ରଶଂସକ ତାହା ଅଛୁପା ନାହିଁ। ନିକଟରେ ତଲପତିଙ୍କ ଏକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହାକୁ ଦେଖିବା ପରେ ସୁପରଷ୍ଟାରଙ୍କ ପ୍ରଶଂସକ ନିରାଶ ହୋଇଯାଇଥିଲେ। କିନ୍ତୁ ପରେ ଉକ୍ତ ଭିଡିଓ ଅଧା ଥିବା ଜାଣି ପ୍ରଶଂସକ ଖୁସି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ । ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି । ଦିନଟି ସବୁ ଦିଗରୁ ଭଲରେ କଟିଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ । ଦିବା ୧୧ା୧୪ ଗତେ ସ୍ୱାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ…
ଅଧିକ ଖବର ଦେଖନ୍ତୁ...

ପିଓକେ ଜେଲରୁ ଫେରାର ହୋଇଗଲେ ୧୮ ଦୁର୍ଦ୍ଦାନ୍ତ ଅପରାଧୀ

ଇସଲାମାବାଦ: ପାକ୍ ଅଧିକୃତ କଶ୍ମୀରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରି ୧୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଜେଲରୁ ଫେରାର ହୋଇଯାଇଛନ୍ତି। ସୋମବାର ପୁଲିସ ଅଧିକାରୀମାନେ ଏ ନେଇ ସୂଚନା ଦେଇଛନ୍ତି। ଫେରାର ହୋଇଥିବା କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍କୁଟି ଆରୋହୀ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଘାଟିରେ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ୫ ଜଣ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତ ନିଲୁଙ୍ଗିଆ ଘାଟିରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ କାର୍‌ଟି (ଓଡି ୦୭ ୱାଇ ୩୮୯୯) କନ୍ଧମାଳ ଜିଲ୍ଲା ରାଇକିଆ ଠାରୁ ନୟାଗଡ଼ ଯାଉଥିବା ବେଳେ ନିଲୁଙ୍ଗିଆ ଘାଟିରେ ଏକ ସ୍କୁଟିରେ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରୁ ଫେରାର ମାରି ଛତିଶଗଡ଼ରେ ଗିରଫ ହେଲା ଅଭିଯୁକ୍ତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲେହେଡି ଗ୍ରାମରୁ ଫେରାର ଅଭିଯୁକ୍ତ କୃର୍ତ୍ତିବାସ ବେହେରା ଓରଫ୍ ହାଡୁକୁ ପୁଲିସ ଛତିଶଗଡ଼ର ଅମ୍ବିକାପୁରରୁ ଗିରଫ କରିଛି। ସୂଚନା ଅନୁସାରେ ଅଭିଯୁକ୍ତ କୃର୍ତ୍ତିବାସ ଲେହେଡି ଗ୍ରାମରେ ଗତ ୨୦ ତାରିଖ ଦିନ ଜଣେ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପାନ-ସିଗାରେଟ୍ ବିନା ବଞ୍ଚିବା ଅସମ୍ଭବ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବଖାଣିଲେ ଦୁଃଖ

ସିଡନି: ଅଷ୍ଟ୍ରେଲିଆର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ବର୍ଣ୍ଣାବି ଜୋଏସ୍ ମଦ୍ୟପାନ ଏବଂ ସିଗାରେଟ୍ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ମଦ୍ୟପାନ ଏବଂ ସିଗାରେଟ୍ ଛାଡିବା ପରେ ସେ ତାଙ୍କ ଜୀବନ ପ୍ରତି ବିରକ୍ତ ହୋଇ ଯାଇଛନ୍ତି। ମଦ୍ୟପାନ - ସିଗାରେଟ୍ ବିନା ବଞ୍ଚିବା ଅସମ୍ଭବ।…
ଅଧିକ ଖବର ଦେଖନ୍ତୁ...