Daily Archives

July 2, 2024

ଚିନାବାଦାମ ମଣ୍ଡିରେ ଅବ୍ୟବସ୍ଥା: ୧୦୦୭ କ୍ବିଣ୍ଟାଲ ଖରିଦ ହୋଇଛି, ଉଠିଛି ୨୦୦ କ୍ବିଣ୍ଟାଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚିନାବାଦାମ, ମୁଗ, ବିରି ମଣ୍ଡି ଗତ ମାସ ୧୦ ତାରିଖରେ ଉଦଘାଟନ ହେଲା। ଚଳିତ ବର୍ଷ ନିର୍ବାଚନ ଥିବାରୁ ଚିନାବାଦାମ ମଣ୍ଡିରେ ବିଳମ୍ବ ହୋଇଥିବା ଜିଲ୍ଲାପାଳ ସଚିନ ପାଵାର ପ୍ରକାଶ କରିବା ସହ ସମସ୍ତ ଚାଷୀଙ୍କ ଠାରୁ ଚିନାବାଦାମ ଖରିଦ କରାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ହସ୍ତକ୍ଷେପ: ବାଲିସାଗର ତଳି ଅଂଚଳର ୨୨ ପରିବାରକୁ ଆଶ୍ରୟସ୍ଥଳୀରେ ରଖାଯିବ

ମାଲକାନଗିରି: ମାଲକାନଗିରି ସଦର ମହକୁମାର ବାଲିସାଗର ତଳି ଅଂଚଳରେ ରହୁଥିବା ୨୨ ପରିବାର ବର୍ଷା ଦିନେ ନାହିଁ ନଥିବା ହଇରାଣ ହେଉଥିଲେ।ବର୍ଷା ପାଣି ପ୍ରତିବର୍ଷ ତଳି ଅଂଚଳରେ ରହିଥିବା ସାହି ଦେଇ ବର୍ଷା ଜଳ ବାଲିସାଗରରେ ଭର୍ତ୍ତି ହେଉଥିଲା।ଏବେ ବାଲିସାଗର ପୁନଃଉଦ୍ଧାର ଚାଲିଥିବା ବେଳେ ଏହାର…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିବା ପାଇଁ ଷଡ଼ଯନ୍ତ୍ର: ସୋସିଆଲ ମିଡ଼ିଆର ବ୍ୟବହାର କରିଛି ବିଜେପି

ଜୟପୁର: ସାମ୍ବାଦିକ ସମ୍ମିଳନୀରେ ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଦୋଟାସରା ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପର୍ଚି ସରକାର ରାଜ୍ୟରେ କାର୍ଯ୍ୟ କରୁଛନ୍ତି। ଯାହା ସିଏମ ଭଜନ ଲାଲଙ୍କ ଦ୍ୱାରା ପ୍ରମାଣିତ ହୋଇଛି। ସେ ଅଭିଯୋଗ କରିଛନ୍ତି ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ଷ୍ଟାର୍ଟଅପ୍ ବନଭି ଏରୋର ସଫଳତା, ଜିତିଲା ଗ୍ଲୋବାଲ ପିଚ୍ ପ୍ରତିଯୋଗିତା

ଭୁବନେଶ୍ୱର: ଲଜିଷ୍ଟିକ୍ସ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଗାମୀ ସଂସ୍ଥା ବନ୍‌ଭି ଏରୋ  ବିଶ୍ୱର ସର୍ବବୃହତ ପିଚ୍ ପ୍ରତିଯୋଗିତାରେ ‘ମିଟ୍ ଦ ଡ୍ରେପର୍ସ- ସିଜନ ୬’ର ଆନ୍ତର୍ଜାତୀୟ ବିଜେତା ହୋଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଏହି ବିଜୟ କେବଳ ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଦମ୍ପତିଙ୍କୁ ସର୍ବସାଧାରଣରେ ପିଟିବା ଘଟଣା: ସମର୍ଥନ କରିଥିବା ଟିଏମସି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲେ…

କୋଲକାତା: ପଶ୍ଚିମବଙ୍ଗରେ ଏକ ଦମ୍ପତିଙ୍କୁ ଜନସାଧାରଣଙ୍କୁ ପିଟିବା ଘଟଣା ସମର୍ଥନରେ ମନ୍ତବ୍ୟ ଦେଇଥିବାରୁ ଟିଏମସି ପକ୍ଷରୁ ଏହାର ଚୋପରା ବିଧାୟକ ହମିଦୁଲ ରେହମାନଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଏହି ନୋଟିସ୍ ଜାରି…
ଅଧିକ ଖବର ଦେଖନ୍ତୁ...

ଛତିଶଗଡରେ ପୁଣି ଟଳିଲେ ୩ ମାଓବାଦୀ

ରାୟପୁର: ଛତିଶଗଡରେ ପୁଣି ଟଳିଲେ ୩ ମାଓବାଦୀ | ଛତିଶଗଡ ନାରାୟଣପୁରରେ ଏନକାଉଣ୍ଟର। ଅବୁଝମାଡ ଜଂଗଲ ଅନ୍ତର୍ଗତ କୋହକମେଟା ଅଂଚଳରେ ଗୁଳିବିନିମୟ ହୋଇଛି | ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବାବେଳେ ଗତ ୩୦ ତାରିଖରୁ ଆରମ୍ଭ ହୋଇ ଥିଲା ଅପରେଶନ୍। ଡିଆରଜି, ଆଟିବିପି, ବିଏସ୍ଏଫ୍, ଏସଟିଏଫ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୮ରୁ ରତ୍ନଭଣ୍ଡାର ଗଣତିମଣତି କାମ! ୨୦ ଦିନ ଧରି ଚାଲିବ କାର୍ଯ୍ୟ

ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ରତ୍ନଭଣ୍ଡାରର ଗଣତିମଣତି କାମ ଆରମ୍ଭ ହେବ | ଏହା ୨୦ ଦିନ ଧରି ଚାଲିବ ବୋଲି ଜଣାପଡିଛି | ଜୁଲାଇ ୮ରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର ଗଣତିମଣତି କାମ ଚାଲିବ | ମିଳିଥିବା ସୂଚନା ମୁତାବକ ୫ ତାରିଖରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ବସିବ | ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ବଲ୍ଲେ ବଲେ ହୋଟେଲ ଦାୟିତ୍ଵରେ ଥିଲେ ପୂର୍ବତନ ବିଧାୟକଙ୍କ ଘନିଷ୍ଠ ସହଯୋଗୀ ତଥା କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଲ୍ଲେ ବଲେ ହୋଟେଲ ଦାୟିତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ରତ୍ନାକର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ସୂଚନା ଦେଇଛନ୍ତି। ଏହି ବେଆଇନ ଢ଼ାବା ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରାଯାଉଛି ବୋଲି ବିଡ଼ିଓ…
ଅଧିକ ଖବର ଦେଖନ୍ତୁ...

ଜୟାଙ୍କ ଏହି ୫ ଶବ୍ଦ ଯୋଗୁ ରେଖା-ଅମିତାଭଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା…

ମୁମ୍ବାଇ: ବଲିଉଡ ବିଷୟରେ ଆଲୋଚନା ବେଳେ ରେଖା ଏବଂ ଅମିତାଭ ବଚ୍ଚନ ଏହି ଦୁଇଜଣଙ୍କ ନାମ ଆସିବା ସ୍ବାଭାବିକ। ସେମାନଙ୍କର ମହାନ ଅନସ୍କ୍ରିନ କେମେଷ୍ଟ୍ରି ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ବ୍ୟାପକ କଳ୍ପନାଜଳ୍ପନା ସତ୍ତ୍ବେ ଦୁହେଁ ନୀରବତା ବଜାୟ ରଖିଥିଲେ। ନା ସେମାନେ ଗୁଜବକୁ ଅସ୍ୱୀକାର କଲେ…
ଅଧିକ ଖବର ଦେଖନ୍ତୁ...

ଚୀନ୍ ସୈନ୍ୟ ଦୀର୍ଘ ଦିନ ଧରି ଭାରତୀୟ ସୀମାରେ ରହିବେ: ଯୁଦ୍ଧର ଆଶଙ୍କା ଥିବା ରିପୋର୍ଟରେ ପ୍ରକାଶ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତାର ଖବର ହେଡଲାଇନରୁ ଅଦୃଶ୍ୟ ହୋଇଥାଇପାରେ, କିନ୍ତୁ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଜାରି ରହିଛି। ଏକ ଆମେରିକୀୟ ରିପୋର୍ଟରେ ଏହି ଦାବି କରାଯାଇଛି। ଏହି ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...