ଛତିଶଗଡରେ ପୁଣି ଟଳିଲେ ୩ ମାଓବାଦୀ

ରାୟପୁର: ଛତିଶଗଡରେ ପୁଣି ଟଳିଲେ ୩ ମାଓବାଦୀ | ଛତିଶଗଡ ନାରାୟଣପୁରରେ ଏନକାଉଣ୍ଟର। ଅବୁଝମାଡ ଜଂଗଲ ଅନ୍ତର୍ଗତ କୋହକମେଟା ଅଂଚଳରେ ଗୁଳିବିନିମୟ ହୋଇଛି | ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବାବେଳେ ଗତ ୩୦ ତାରିଖରୁ ଆରମ୍ଭ ହୋଇ ଥିଲା ଅପରେଶନ୍। ଡିଆରଜି, ଆଟିବିପି, ବିଏସ୍ଏଫ୍, ଏସଟିଏଫ ଯବାନଙ୍କ ପକ୍ଷରୁ ମିଳିତ ଅପରେଶନ ହୋଇଥିଲା | ଗତ ୧୩୦ ଦିନରେ ୧୩୦ରୁ ଉର୍ଦ୍ଧ୍ବ ମାଓବାଦୀ ନିହତ ହୋଇଛନ୍ତି |

ସମ୍ବନ୍ଧିତ ଖବର