Browsing Tag

puri

ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ପୁରୀ:ପୁରୀ ସଦର ଥାନା ବାଟ ଗାଁ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଅଖରା ମହାନ୍ତି ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ମୃତ ଅଖରା ମହାନ୍ତି ମଙ୍ଗଳବାର ବାଟ ଗ୍ରାମରୁ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ବାଇକ୍‌ ଯୋଗେ…

ପୁରୀ: ଟେଣ୍ଟ ହାଉସରେ ନିଆଁ 

ପୁରୀ: ଆଜି ସକାଳେ ପୁରୀ ଜିଲ୍ଲା ବଳିଆପଣ୍ଡା ଥାନା ଅନ୍ତର୍ଗତ ନାଳି ଫିଲ୍ଡ ନିକଟ ଯାତ୍ରିକାନିବାସ ପରିସରେ ଥିବା ଏକ ଟେଣ୍ଟ ହାଉସରେ ଅଚାନକ ନିଆଁ  ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।…

ପୁରୀ: ସମୁଦ୍ରରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ଠାବ

ପୁରୀ: ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ହତିଆରୁ ପୁରୀ ବୁଲିବାକୁ ଆସି ସମୁଦ୍ର ସ୍ନାନ କରୁଥିବା ବେଳେ ଗତକାଲି ନିଖୋଜେ ହୋଇ ଯାଇଥିବା ଅଙ୍କିତ କୁମାର ଗୁପ୍ତା ନାମକ ଜଣେ ପର୍ଯ୍ୟଟକଙ୍କ ମୃତଦେହ ଆଜି ସକାଳୁ ପୁରୀ ସମୁଦ୍ରକୂଳରୁ ଉଦ୍ଧାର କରାଯାଇଛି। ଖବରପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ…

ପୁରୀ: ସମୁଦ୍ରରେ ନିଖୋଜ ପର୍ଯ୍ୟଟକ

ପୁରୀ: ଝାଡ଼ଖଣ୍ଡର ରାଞ୍ଚି ନିକଟସ୍ଥ ହତିଆରୁ ପୁରୀ ବୁଲିବାକୁ ଆସି ସମୁଦ୍ର ସ୍ନାନ କରୁଥିବା ବେଳେ ଜଣେ ପର୍ଯ୍ୟଟକ ନି;ଖାଜେ ହୋଇ ଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ନାମ ଅଙ୍କିତ କୁମାର ଗୁପ୍ତା। ଶ୍ରୀ ଗୁପ୍ତା ତାଙ୍କ ଅନ୍ୟ ୮ ଜଣ ସହଯୋଗୀଙ୍କ ସହିତ ପୁରୀ ବୁଲି ଆସିଥିଲେ। ଖବରପାଇି ପୁରୀ…

ଉଗ୍ର ରୂପ ନେଉଛି ଆଇନଜୀବୀଙ୍କ ଆନ୍ଦୋଳନ

ପୁରୀ : ସହରର ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ପୁରୀ ବାର୍‌ ଆସୋସିଏସନ ଚଳାଇଥିବା ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି। ସମଗ୍ର ରାଜ୍ୟକୁ ଏହି ଆନ୍ଦୋଳନ ବ୍ୟାପିଥିବା ବେଳେ ଆଜି ଏହି ଘଟଣା ଏକ ନୂଆ ମୋଡ଼ ନେଇଛି। ହାଇକୋର୍ଟ ବାର୍‍ ଆସୋସିସନର ଉପସଭାପତି ଆଜି ପୁରୀ ବାର୍‍ରେ ପହଞ୍ଚି ପାଖାପାଖି…

ଆଇନଜୀବୀଙ୍କୁ ହତ୍ୟା ପ୍ରତିବାଦରେ ପୁରୀ ଓକିିଲ ସଂଘର ୧୨ ଘଣ୍ଟିଆ ବନ୍ଦ ପାଳନ

ପୁରୀ: ପୁରୀର ଜଣେ ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କୁ ହତ୍ୟା ସହିତ ଆଇଜୀବୀମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରତିବାଦରେ ଆଜି ପୁରୀ ବାର ଆସୋସିଏସନ୍‌ ପକ୍ଷରୁ ୧୨ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି। ପୁରୀର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ପୁରୀ ଏସପି ଓ ଜିଲ୍ଲାପାଳଙ୍କ…

ଅପରାଧ ଜନିତ ମାମଲା ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ପୁରୀ ବନ୍ଦ

ପୁରୀ: ଅପରାଧ ଜନିତ ମାମଲା ବୃଦ୍ଧି ପ୍ରତିବାଦରେ ମଙ୍ଗଳବାର ପୁରୀ ବନ୍ଦ ରହିବ ବୋଲି ପୁରୀ ବାର ଆସୋସିଏସନ୍‌ ଡାକରା ଡାକରା ଦେଇଛି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶନିବାର ବାର ଆସୋସିଏସନ୍‌ର ସମ୍ପାଦକ ଜୟନାରାୟଣ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବୈଠକରେ ଆସୋସିଏସନ୍‌ର ସଭାପତି ବିଜୟ…

ବର୍ଷା ବିପତ୍ତି: ଲୋକନାଥ ମନ୍ଦିରରେ ୫ଫୁଟ ପାଣି, ସାକ୍ଷୀଗୋପାଳ ଉପର ବେଢ଼ାରୁ ଖସିଲା ବିଶାଳ ପଥର

ପୁରୀ/ବାରିପଦା: ଲଘୁଚାପ ବର୍ଷାର ପ୍ରଭାବରେ ପୁରୀସ୍ଥିତ ଲୋକନାଥ ମନ୍ଦିରରେ ପାଣି ପ୍ରବେଶ କରିଛି। ଲୋକନାଥ ମନ୍ଦିର ପରିସରରେ ୩ଫୁଟ ପାଣି ଥିବା ବେଳେ ମନ୍ଦିର ବେଢ଼ାରେ ୫ଫୁଟ ପାଣି ଜମି ରହିଛି। ନିକଟରେ ଥିବା ପାର୍ବତୀ ସାଗରର ୪୦ ଫୁଟ ପାଚୋରୀ ଭୁଶୁଡ଼ିବାରୁ ଅବସ୍ଥା ସଙ୍କଟାପନ୍ନ ହୋଇଛି।…

ପୁରୀ: ମନ୍ଦିରରେ ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

ପୁରୀ: ଶୁକ୍ରବାର ସକାଳେ ଦର୍ଶନ ସାରି ମନ୍ଦିରରୁ ଫେରୁଥିବା ସମୟରେ ପଡ଼ିଯିବାରୁ ଜଣେ ୮୫ ବର୍ଷୀୟା ହବିଷ୍ୟାଳୀଙ୍କର ମୃତ୍ୟୁ ଘଟିଛି। ବ୍ରହ୍ମଗିରି ଅନ୍ତର୍ଗତ ବିଲପାଞ୍ଚଗୋଛିଆ ଗାଁ’ର ନେତ୍ରମଣି ମାଛୁଆ ହବିଷ ପାଳନ କରିବାକୁ ଆସି ଗୋଟିଏ ଲଜ୍‌ରେ ରହୁଥିଲେ। ସକାଳେ ଶ୍ରୀମନ୍ଦିରରୁ ଦର୍ଶନ ସାରି…

ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ବଡ଼ଦେଉଳ ଓ ବଡ଼ଦାଣ୍ଡରେ ଭିଡ଼

ପୁରୀ: ଦୀପାବଳି ଓ ପୟା ଶ୍ରାଦ୍ଧ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରୀ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ଲକ୍ଷାଧିକ ଶ୍ରଦ୍ଧାଳୁ ଆଜି ପତୃପୁରୁଷଙ୍କୁ ପୀଣ୍ଡଦାନ ପାଇଁ ବଡ଼ଦେଉଳର ବାଇଶି ପାହାଚରେ ରୁଣ୍ଡ ହୋଇଛନ୍ତି। ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ…