Latest Posts
ରାଜ୍ୟ
ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି: ଗାଈ-ମଇଁଷି ଚାଷୀଙ୍କ ପାଇଁ ପ୍ରସ୍ତୁତ ହେବ କ୍ଷେତ୍ର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ବ୍ରାଭୋ ଯିବା ପରେ ସିଏସକେର ବୋଲିଂ କୋଚ ହୋଇପାରନ୍ତି ଏହି ତିନି ଖେଳାଳି
କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ରାଭୋଙ୍କୁ ଆଇପିଏଲ୍ ୨୦୨୫ ପାଇଁ ଦଳର ନୂତନ ପରାମର୍ଶଦାତା ଭାବରେ ଘୋଷଣା କରିଛି। ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଭାବରେ ଡୱେନ ବ୍ରାଭୋଙ୍କ ସ୍ଥାନ କିଏ ନେବ? ତେବେ ଆସନ୍ତୁ ଜାଣିବା କେଉଁ ତିନିଜଣଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି |
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟ: ୯ ଅଭିଯୁକ୍ତ ଗିରଫ, ଛାନ୍ଭିନ୍ ଜାରି
ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୁଲିସ ଶନିବାର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍ ଜାରି ରଖିଛି।
ମନୋରଞ୍ଜନ
ଆରାଧ୍ୟାକୁ ନେଇ ପ୍ରଶ୍ନ କରାଯିବାରୁ ଐଶ୍ବର୍ଯ୍ୟା ଦେଲେ ଏଭଳି ଜବାବ
ଆଇଫା ଆୱାର୍ଡ-୨୦୨୪ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ତାଙ୍କ ଝିଅ ଆରାଧ୍ୟାଙ୍କ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ସେ ଯାହା କହିଥିଲେ ତାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।