Latest Posts
ରାଜ୍ୟ
ସରକାରଙ୍କ ସହ ଆଲୋଚନା ପରେ ନର୍ସିଂ ଆନ୍ଦୋଳନ ପ୍ରତ୍ୟାହୃତ
ରାଜ୍ୟ ସରକାରଙ୍କ ସହ ଆଜି ସନ୍ଧ୍ୟାରେ ସଫଳ ଆଲୋଚନା ପରେ ଓଡ଼ିଶା ନର୍ସିଂ ଅଫସର ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ନର୍ସିଂ ସଂଘ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି। ଆନ୍ଦୋଳନ ପ୍ରତ୍ୟାହାର ହେଲା ପରେ ସଂଘର ସଦସ୍ୟମାନେ ନିଜନିଜ କାର୍ଯ୍ୟରେ ଯେଗଦେବେ ବୋଲି କହିଛନ୍ତି।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ବ୍ରାଭୋ ଯିବା ପରେ ସିଏସକେର ବୋଲିଂ କୋଚ ହୋଇପାରନ୍ତି ଏହି ତିନି ଖେଳାଳି
କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବ୍ରାଭୋଙ୍କୁ ଆଇପିଏଲ୍ ୨୦୨୫ ପାଇଁ ଦଳର ନୂତନ ପରାମର୍ଶଦାତା ଭାବରେ ଘୋଷଣା କରିଛି। ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଭାବରେ ଡୱେନ ବ୍ରାଭୋଙ୍କ ସ୍ଥାନ କିଏ ନେବ? ତେବେ ଆସନ୍ତୁ ଜାଣିବା କେଉଁ ତିନିଜଣଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି |
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟ: ୯ ଅଭିଯୁକ୍ତ ଗିରଫ, ଛାନ୍ଭିନ୍ ଜାରି
ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୁଲିସ ଶନିବାର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍ ଜାରି ରଖିଛି।
ମନୋରଞ୍ଜନ
ସମ୍ପତ୍ତି ତୁଳନାରେ ସୋନାକ୍ଷୀଙ୍କଠାରୁ ଢ଼େର ପଛରେ ସ୍ବାମୀ ଜହିର
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟରେ ପାଦ ଦେଇସାରିଛନ୍ତି। ସେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ଜୁନ୍ ୨୩ରେ ବିବାହ କରିଥିଲେ। ଏବେ ଦୁହିଁଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।