ସୁକିନ୍ଦା: ସୁକିନ୍ଦା ଡୁବୁରୀ ୫୩ ନଂ ଜାତୀୟ ରାଜପଥର କୋଣାର୍କ ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଜାମୁପଶି ଗାଁର ପ୍ରତାପ ମଳିକ।
Sambad is now on WhatsApp
Join and get latest news updates delivered to you via WhatsApp
ମୃତକଙ୍କ ମୃତଦେହକୁ ରାସ୍ତା ଉପରେ ରଖି କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି।।