ଅମିତାଭ ବଚ୍ଚନଙ୍କ ମନ୍ଦିର : ‘ଅକ୍ସ’ର ଚୌକି, ‘ଅଗ୍ନିପଥ’ର ଜୋତା ଏବଂ ମୂର୍ତ୍ତି ପାଇଥାଏ ପୂଜା
ନୂଆଦିଲ୍ଲୀ : ବଲିଉଡ୍ କଳାକାରମାନଙ୍କର ସଫଳତା ତାଙ୍କର ପ୍ରଶଂସକ ଏବଂ ଲୋକପ୍ରିୟତା ଦ୍ୱାରା ହିଁ ମପା ଯାଇଥାଏ । ଅନେକ ସମୟରେ ପ୍ରଶଂସକଙ୍କର କଳାକାରଙ୍କ ପ୍ରତି ଭଲପାଇବା ସୃଷ୍ଟି କରିଥାଏ କିଛି ଆଶ୍ଚର୍ଯ୍ୟଜନକ ପରିସ୍ଥିତି । ତେବେ ବଲିଉଡ଼ର ସେହେନସା ଭାବେ ଜଣାଯାଉଥିବା ଅମିତାଭ ବଚ୍ଚନ ବିଗତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...