ଓଲା କ୍ୟାବ୍‌ରେ ଦୁଷ୍କର୍ମର ଶିକାର ହେଲେ ମହିଳା: ଚାଳକ ଏବଂ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ

ନୋଏଡ଼ା : ନୋଏଡ଼ାରେ ପୁଣି ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ନିଜ କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଛି । ଓଲା କ୍ୟାବ୍‌ ଚାଳକ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ତାଙ୍କ ସାଥୀ ସହ ଜଙ୍ଗଲରେ ଏକା ଛାଡ଼ି ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଏହି ପ୍ରସିଦ୍ଧ କଳାକାରମାନେ ଏକାଧିକ ବାର ସଂପର୍କ ଯୋଡ଼ିଛନ୍ତି ଓ ଭାଙ୍ଗିଛନ୍ତି

ପ୍ରେମରେ ଧୋକା ଖାଇବା ଆଜିକାଲି ଅତି ସାଧାରଣ ହୋଇ ଗଲାଣି । ପ୍ରତି ଦିନ କାହାର ନା କାହାର ହୃଦୟ ଭାଙ୍ଗିବା ସହ କାହାର ସାଥୀ ଧୋକା ଦେଇ ଚାଲି ଯାଉଛନ୍ତି । ଏପରି କେବଳ ସାଧାରଣ ଲୋକମାନଙ୍କ ସହିତ ନୁହେଁ ବରଂ ବଡ଼ ବଡ଼ ସେଲିବ୍ରିଟିମାନଙ୍କ ସହ ମଧ୍ୟ ଘଟୁଛି । ବଡ଼ ଏବଂ ଛୋଟ ପରଦାରେ କଳାକାରମାନେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଯିବା ପାଇଁ ମନା କରିବାରୁ ଗାଡ଼ିରେ ବାନ୍ଧି ଝିଅକୁ ସ୍କୁଲ ନେଲା ବାପା

ନୂଆଦିଲ୍ଲୀ : ପ୍ରାୟତଃ ପିଲାମାନେ ଛୋଟ ଥିବା ସମୟରେ ସ୍କୁଲ ଯିବା ପାଇଁ ପସନ୍ଦ କରନ୍ତି ନାହିଁ । ସେମାନଙ୍କୁ ସ୍କୁଲ ପଠାଇବା ପାଇଁ ମାତା-ପିତାମାନେ ଅନେକ କଷ୍ଟ କରିଥାନ୍ତି । ବିଭିନ୍ନ ବାହାନା କରି କିପରି ନିଜ ପିଲାମାନଙ୍କୁ ସେମାନେ ସ୍କୁଲ ପଠାଇବେ ସେ ଚେଷ୍ଟାରେ ଲାଗିଥାନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଅଧିକ ସମୟ ଏସିରେ ରହୁଥିଲେ ସାବଧାନ ହୁଅନ୍ତୁ! ହୋଇପାରନ୍ତି ଏହି ୫ଟି ରୋଗର ଶିକାର

ଗ୍ରୀଷ୍ମ ଆରମ୍ଭ ହେବା ମାତ୍ରେ ଲୋକମାନେ ପୂରା ଦିନ ଏୟାର କଣ୍ଡିସନର (ଏସି) ରୁମ୍‌ରେ ବିତାଇବା ଆରମ୍ଭ କରି ଦିଅନ୍ତି । ଅଫିସରେ ହେଉ ବା ଘରେ ଲୋକମାନେ ଏସି ରୁମ୍‌ରେ ବସିବାକୁ ଭଲ ପାଇଥାନ୍ତି । ଖରା ତାପରୁ ବଞ୍ଚିବା ପାଇଁ ଲୋକମାନେ ଏସିରେ ବସି ଶାନ୍ତି ଅନୁଭବ କରନ୍ତି ସତ କିନ୍ତୁ ଏହା…
ଅଧିକ ଖବର ଦେଖନ୍ତୁ...

ଏହି ଅଳ୍ପ ପରିଚିତ ନାୟକଙ୍କ ନାୟିକା ହେବେ ଅନୁ

ଓଲିଉଡ଼୍‍ର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ। ସେ ତାଙ୍କର ଦୀର୍ଘ ଦିନର କ୍ୟାରିୟର୍‌ରେ ଅଧିକାଂଶ ଟପ୍‌ ଅଭିନେତାଙ୍କ ସହିତ ସ୍କ୍ରିନ୍‌ ସେୟାର୍‌ କରିଛନ୍ତି। ଅନୁ ତାଙ୍କର ପ୍ରଥମ ସିନେମା ‘ମା ଗୋଜବାୟାଣୀ’ରେ ତାଙ୍କଠାରୁ ଢ଼େର ଅଭିଜ୍ଞ ଅଭିନେତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ଏବେ ହଷ୍ଟେଲରେ ରହୁଥିବା ପିଲାଙ୍କୁ ବିପିଏଲ୍‌ ଦରରେ ମିଳିବ ଚାଉଳ ଏବଂ ଗହମ

ନୂଆଦିଲ୍ଲୀ : ସାରା ଦେଶର ହଷ୍ଟେଲରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ ଏକ ଏତିହାସିକ ନିଷ୍ପତ୍ତିି ନେଇଛନ୍ତି କେନ୍ଦ୍ର ସରକାର। ହଷ୍ଟେଲରେ ରହୁଥିବା ଗରିବ ପିଲାମାନଙ୍କ ପାଇଁ କମ ଦାମରେ ଚାଉଳ ଏବଂ ଗହମ ଯୋଗାଇ ଦେବେ ବୋଲି ସରକାର ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ପ୍ରତି ମାସରେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗରେ ଗୋଡ଼ ହରାଇ ମଧ୍ୟ ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହୁଛନ୍ତି ଅଞ୍ଜଳି

କୋଲକାତା : କିଛି କରି ଦେଖାଇବାର ଆଶା ଓ ବିଶ୍ୱାସ ସବୁ ବନ୍ଧନକୁ ଭାଙ୍ଗିବାର ଶକ୍ତି ଦେଇଥାଏ । ହାତ ଗୋଡ଼ ଥାଇ ଲୋକମାନେ ବେକାର ବୁଲୁଥିବା ବେଳେ ବିନା ଅଙ୍ଗରେ ମଧ୍ୟ ଜଣେ ଅନେକ କିଛି କରି ଦେଖାଇପାରେ । ସେଭଳି ଏକ ଅନୁପ୍ରାଣିତ କଲା ପ୍ରେରଣାଦାୟୀ ଘଟଣା ଘଟିଛି କୋଲକାତାରେ । ଅସ୍ଥି କର୍କଟ…
ଅଧିକ ଖବର ଦେଖନ୍ତୁ...

ହୃତପିଣ୍ଡ ପ୍ରତିରୋପଣ ପାଇଁ ଭାରତକୁ ସାହାଯ୍ୟ ମାଗିଲେ ପାକିସ୍ତାନ ହକି କିମ୍ବଦନ୍ତୀ ମନ୍‌ସୁର୍‌ ଅହମ୍ମଦ

ନୂଆଦିଲ୍ଲୀ : ପାକିସ୍ଥାନର ହକି କିମ୍ବଦନ୍ତୀ ମନ୍‌ସୁର୍‌ ଅହମ୍ମଦ୍‌ଙ୍କ ହୃଦ୍‌ଜନିତ ସମସ୍ୟା ଥିବାରୁ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯିବା ଆବଶ୍ୟକ ହୋଇପଡ଼ିଛି । ଏଥି ପାଇଁ ସେ ଭାରତକୁ ସାହାଯ୍ୟ ମାଗିଛନ୍ତି । ନବେ ଦଶକରେ ସେ ପାକିସ୍ତାନ ହକି ଦଳର ଅଧିନାୟକ ଥିବା ବେଳେ ପାକିସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

କାଷ୍ଟିଙ୍ଗ କାଉଚ୍‌ ଉପରେ ସରୋଜ୍‌ ଖାନ୍‌ଙ୍କ ମତକୁ ନେଇ ବଲିଉଡରେ ଝଡ଼: ବିରୋଧ କଲେ  ଶ୍ରୀ ରେଡ୍ଡୀ, ସାଫି ଚୌଧୁରୀ ଓ…

ମୁମ୍ବାଇ : ମନୋରଞ୍ଜନ ଦୁନିଆରେ କାଷ୍ଟିଙ୍ଗ କାଉଚ୍‌କୁ ନେଇ ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନ୍‌ । ବହୁ ବର୍ଷ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କଟାଇ ସାରିଥିବା ବେଳେ କାଷ୍ଟିଙ୍ଗ କାଉଚ୍‌କୁ ନେଇ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡ ରେସିଡେନ୍‌ସିଆଲ ୟୁନିଭର୍ସିଟିର ଗବେଷଣା :ଏବେ ମଦ ପିଇ ଡ୍ରାଇଭିଂ ସିଟରେ ବସିଲେ ଗାଡ଼ିର  ଷ୍ଟାର୍ଟ ବନ୍ଦ…

ଉତ୍ତରାଖଣ୍ଡ : ମଦ ପିଇ ଗାଡ଼ି ଚଳାଇବା ହେଉଛି ଏକ ବଡ଼ ସମସ୍ୟା । ଦେଶରେ ଅଧାରୁ ଅଧିକ ଦୁର୍ଘଟଣା ଏହି କାରଣରୁ ହୋଇଥାଏ । ଏ ନେଇ ଅନେକ ଆଇନ ପ୍ରଣୟନ କରାଯାଇ ସାରିଥିଲେ ମଧ୍ୟ ଏହି ସମସ୍ୟା ଏବେ ମଧ୍ୟ ଦେଖା ଦେଉଛି । ଗାଡ଼ି ଚଲାଇବା ସମୟରେ ନିଶା ସେବନ ବା ଫୋନରେ କଥା ହେବା ଦ୍ୱାରା ଅନ୍ୟମନସ୍କ…
ଅଧିକ ଖବର ଦେଖନ୍ତୁ...