Daily Archives

December 2, 2017

ଆଇଆଇଟି ଛାତ୍ରଙ୍କୁ ମାଇକ୍ରୋସଫ୍ଟ ଦେଲା ୧.୪ କୋଟି ଟଙ୍କାର ଚାକିରି ଅଫର୍‌

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଳୀର ଛାତ୍ରଛାତ୍ରୀଙ୍କ ପାଇଁ ଶନିବାର ଦିନଟି ଏକ ଖୁସି ଖବର ନେଇ ଆସିଛି। ସେଠାରେ ଆରମ୍ଭ ହୋଇଥିବା ବାର୍ଷିକ ପ୍ଲେସ୍‌ମେଣ୍ଟ୍‌ର ପ୍ରଥମ ଦିନରେ ହିଁ ଆମେରିକୀୟ କମ୍ପାନି ମାଇକ୍ରୋସଫ୍ଟ ଏକ ବମ୍ପର ଅଫର୍‌ ଦେଇଛି। ମାଇକ୍ରୋସଫ୍ଟ ଜଣେ ଆଇଆଇଟି ଛାତ୍ରଙ୍କୁ ସର୍ବାଧିକ ୧.୪…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଖଜୁରୀପଡ଼ା ପହାଡ଼ ତଳେ ହାତୀର ମୃତଦେହ ଉଦ୍ଧାର

ଖୋର୍ଦ୍ଧା/ନିରାକାରପୁର: ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଖଜୁରୀପଡ଼ା ପାହାଡ଼ ତଳେ ଶନିବାର ଏକ ହାତୀର ମୃତ ଦେହ ଉଦ୍ଧାର ହୋଇଛି। ଗାଁ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ମାଈ ହାତୀର ମୃତଦେହକୁ ଦେଖି ଟାଙ୍ଗୀ ବନ ବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ମିଳିବା ପରେ ବନ ବିଭାଗର କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଲେ ବିଜେପୁର ବ୍ଲକ ସଭାପତି

ଭୁବନେଶ୍ୱର: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଶନିବାର ବ୍ଲକ ସଭାପତି ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟରେ ବୁଝାମଣାର ଅଭାବ ଯୋଗୁଁ ବିଜେଡି ସଭାପତି ରାଧେଶ୍ୱାମ ମହାପାତ୍ର ଇସ୍ତଫା ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦେଖାରେ ପ୍ରେମ ହୁଏ ନା ,ବରଂ ଏହା କେବଳ ଶାରୀରିକ ଆକର୍ଷଣ: ସର୍ଭେ

ବହୁ ପ୍ରେମିକ-ପ୍ରେମିକା କହନ୍ତି ଯେ ସେମାନଙ୍କର ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଥିଲା। ଆଉ କେତେକ କହନ୍ତି ଯେ ସେମାନଙ୍କର ପରସ୍ପର ପ୍ରତି ପ୍ରଥମ ଦେଖାରେ ଆଦୌ ଶାରୀରିକ ଆକର୍ଷଣ ନଥିଲା। ହେଲେ ଏଇ ନିକଟରେ କରାଯାଇଥିବା ଏକ ସର୍ଭେରେ କୁହାଯାଇଛି ଯେ ପ୍ରଥମ ଦେଖାରେ ପ୍ରେମ ହୁଏ ନା ,ବରଂ ଏହା…
ଅଧିକ ଖବର ଦେଖନ୍ତୁ...

ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଭୋଡ଼ାଫୋନ ଲଞ୍ଚ କଲା ୫ଟି ସୁପର ପ୍ଲାନ୍‌

ମୁମ୍ବାଇ: ଟେଲିକମ୍‌ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଅଫର ଲଞ୍ଚ କରିବାରେ ଲାଗିଛନ୍ତି। କହିବାକୁ ଗଲେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି କମ୍ପାନିମାନଙ୍କ ମଧ୍ୟରେ। ତେବେ ଭୋଡ଼ାଫୋନ ଗ୍ରାହକଙ୍କର ଦୃଷ୍ଟି ଆକର୍ଷଣ ପାଇଁ ଲଞ୍ଚ କରିଛି ୫ଟି ସୁପର ପ୍ଲାନ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଟେଷ୍ଟ: ମୁରଲୀ ବିଜୟଙ୍କ ଲଗାତର ଶତକ

ଦିଲ୍ଲୀ: ଦିଲ୍ଲୀର ଫିରୋଜ ସାହା କୋଟାଲା ଗ୍ରାଉଣ୍ଡରେ ଚାଲିଥିବା ଭାରତ -ଶ୍ରୀଲଙ୍କା ତୃତୀୟ ଟେଷ୍ଟ ମ୍ୟାଚରେ ମୁରଲୀ ବିଜୟ ଶତକ ଅର୍ଜନ କରିଛନ୍ତି। ବିଜୟଙ୍କ ଶତକ ସହିତ ପ୍ରଥମ ଦିନ ଖେଳରେ ଭାରତ ଦୃଢ଼ ସ୍ଥିିତିରେ ପହଞ୍ଚିଛି।। ଦଳର ପ୍ରାରମ୍ଭିକ୍‌ ବ୍ୟାଟ୍ସ ମ୍ୟାନ ଶିଖର ଧାଓ୍ଵନ ଓ ଚେତେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଶିଶୁଭବନରେ ଯୋଡ଼ାପେଟ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ନୟାଗଡ଼ର ଜଣେ ମହିଳା ପେଟ ଓ ଛାତି ଯୋଡ଼ି ହୋଇ ରହିଥିବା ଯମଜ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ସହରରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଖଳିପାଟଣା ଗାଁର କିଶୋର କୁମାର ଦତ୍ତଙ୍କ ସ୍ତ୍ରୀ ସୁମିତ୍ରା(୨୨) ଗତକାଲି ରାତି ପ୍ରାୟ ୮ଟାରେ ଏହି ଯମଜ କନ୍ୟା ସନ୍ତାନ…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ମାସରେ ୧୫୦୦ କି. ମି. ସାଇକେଲ୍‌ ଚଳାଇ ହଜିଲା ପୁଅକୁ ଖୋଜୁଛନ୍ତି ବାପା

ଆଗ୍ରା: ୧୧ ବର୍ଷିୟ ଦିବ୍ୟାଙ୍ଗ ପୁଅକୁ ଖୋଜିବା ପାଇଁ ହାଥ୍ରାସ୍‌ ଜିଲ୍ଲାର ୪୮ ବର୍ଷିୟ କୃଷକ ସତୀଶ ଚାନ୍ଦ ଦୀର୍ଘ ପାଞ୍ଚ ମାସ ହେବ ସାଇକେଲ୍‌ ଚଳାଇ ବୁଲୁଛନ୍ତି। ଛଅ ମାସ ତଳେ ହଠାତ୍‌ ତାଙ୍କ ପୁଅ କୁଆଡ଼େ ହଜି ଯାଇଥିଲା। ଉତ୍ତରପ୍ରଦେଶ ପୁଲିସ ନିକଟରୁ କୌଣସି ସାହାଯ୍ୟ ନ ମିଳିବାରୁ ସେ ନିଜେ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ

ରାୟଗଡ଼ା: ଆନ୍ଧ୍ରପ୍ରଦେଶର େଓ୍ଵଷ୍ଟ ଗୋଦାବରୀ ଜିଲ୍ଲାର ଭୀମାବରମ ଠାରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଓଡ଼ିଶାର ରାୟଗଡ଼ା ଜିଲ୍ଲାର ୩ ଜଣ ଶ୍ରମିକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଶ୍ରମିକମାନେ ହେଉଛନ୍ତି ମେଲସୁ ହିୟ୍ରିକା(୨୩ ବର୍ଷ),ରାଜେଶ କଦ୍ରକା (୨୫ ବର୍ଷ) ଓ…
ଅଧିକ ଖବର ଦେଖନ୍ତୁ...

କାହାଠୁ ଷ୍ଟାଇଲିସ୍‌ ରହିବାର ଟିପସ୍‌ ନିଅନ୍ତି ଶାହିଦ୍‌ କପୁର ?

ବଲିଉଡ୍ ଷ୍ଟାର୍‌ ଶାହିଦ୍‌ କପୁର ଫିଲ୍ମ ଫେଆର୍‌  ମୋଷ୍ଟ ଷ୍ଟାଇଲିସ୍‌ (ମେଲ୍‌) ଆଓ୍ଵାର୍ଡ ହାସଲ କରିଛନ୍ତି। ଏହାକୁ ନେଇ ସେ ଖୁସ୍‌ ନଜର ଆସୁଥିଲେ ବି ଏହାର କ୍ରେଡିଟ୍‌ ସେ ତାଙ୍କ ପତ୍ନୀ ମୀରା ରାଜପୁତଙ୍କୁ ଦେଇଛନ୍ତି। ଶାହିଦ୍‌ କପୁର କହିଛନ୍ତି ଯେ ମୀରା ହିଁ ତାଙ୍କୁ ସବୁବେଳେ ଷ୍ଟାଇଲିସ୍‌…
ଅଧିକ ଖବର ଦେଖନ୍ତୁ...