Daily Archives

May 19, 2019

ବିଶ୍ୱକପ୍‌ ପୂର୍ବରୁ କେଦାର ଯାଦବ ହେଲେ ଫିଟ୍‌, ପ୍ରଶଂସକଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ ବିଶ୍ୱକପ୍‌ ୧୧ ଦିନ ପରେ ଆରମ୍ଭ ହୋଇଯିବ। ଏହି କ୍ରିକେଟ ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଏକ ଭଲ ଖବର ଆସିଛି। ଚଳିତ ମାସର ପ୍ରଥମ ସପ୍ତାହରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌)ର ଶେଷ ଲିଗ୍‌…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ କେଦାରନାଥ ଯାତ୍ରା ଗଣମାଧ୍ୟମରେ ପ୍ରକାଶ ପାଇବା ଆଚରଣ ବିଧିକୁ ଉଲ୍ଲଂଘନ କରୁଛି ବୋଲି ଟିଏମ୍‌ସିର ଅଭିଯୋଗ

କୋଲକାତା: ନିର୍ବାଚନ ନ ସରୁଣୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କେଦାରନାଥ ଯାତ୍ରା ଓ ଧ୍ୟାନମୁଦ୍ରାକୁ ନେଇ ହୋଇଥିବା ଚର୍ଚ୍ଚା ଆଦର୍ଶ ଅଚରଣ ବିଧିର ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ ଆଣି ନିର୍ବାଚନ କମିସନଙ୍କ ଦ୍ୱାରସ୍ତ ହୋଇଛି ତ୍ରୁଣ ମୁଳ…
ଅଧିକ ଖବର ଦେଖନ୍ତୁ...

ସନ୍ଧ୍ୟା ଭିତରେ ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲକା ବର୍ଷା !

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲକା ବର୍ଷା ହେବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦କିମି ରହିପାରେ ବୋଲି ରବିବାର ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ରାୟଗଡ଼ା,…
ଅଧିକ ଖବର ଦେଖନ୍ତୁ...

ଭୋଟିଂ ବେଳର ବିରଳ ଦୃଶ୍ୟ, ଗୋଟିଏ ଶରୀର ଦୁଇଟି ଭୋଟ 

ପାଟନା: ବିହାରର ପାଟନାରେ ଭୋଟିଂ ବେଳର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି | ଯୋଡ଼ାମୁଣ୍ଡ ଥିବା ଦୁଇ ଭଉଣୀ ସବା ଓ ଫାରହା ଆଜି ଭୋଟ ଦେଇଛନ୍ତି | ପ୍ରଥମ ଥର ପାଇଁ ଦୁଇ ଭଉଣୀ ଭାରତୀୟ ନିର୍ବାଚନର ଏହି ମହାପର୍ବରେ ସାମିଲ ହୋଇଛନ୍ତି| ମିଳିଥିବା ସୂଚନା ମୁତାବକ ପାଟଳୀପୁତ୍ର ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷାଫଳ

ଭୁବନେଶ୍ୱର: ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ୨୦୧୯ର ଛାତ୍ରଛାତ୍ରୀ ନିଜନିଜ ମାଟ୍ରିକ ପରୀକ୍ଷା ଫଳ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି। ଓଡ଼ିଶା ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ମଇ ୨୦ ତାରିଖରେ ଜାରି କରିବ। ଛାତ୍ରଛାତ୍ରୀ ନିଜ ପରୀକ୍ଷାଫଳ ଅଧିକାରିକ େଓ୍ଵବସାଇଟ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଗୌତମ ଗମ୍ଭୀରଙ୍କୁ ବିଦେଶୀ ଟିମ୍‌ ପସନ୍ଦ, ଭାରତକୁ ଦେଲେ ଦ୍ୱିତୀୟ ସ୍ଥାନ

ନୂଆଦିଲ୍ଲୀ: ବିଶ୍ୱକପ୍‌ ୨୦୧୧ରେ ଟିମ୍‌ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ତୁଲାଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଆଗାମୀ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ନିଜର ସବୁଠାରୁ ଅଧିକ ପସନ୍ଦର ଟିମ୍‌ ବୋଲି କହିଛନ୍ତି। ତାଙ୍କ କହିବା ଅନୁସାରେ ଅଷ୍ଟ୍ରେଲିଆକୁ ନିଶ୍ଚିତ ଭାବେ…
ଅଧିକ ଖବର ଦେଖନ୍ତୁ...

ଭାଜପାକୁ ଭୋଟ ଦେବାକୁ ମନା କରିବାରୁ ଦଳିତଙ୍କ ଆଙ୍ଗୁଳିରେ ଜୋର କରି କାଳୀ ଲଗାଇ ଦେଲେ ପାଞ୍ଚଶହ ଟଙ୍କା

ଚନ୍ଦୌଲି: ଲୋକସଭା ନିର୍ବାଚନ ୨୦୧୯ର ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ଉତ୍ତରପ୍ରଦେଶ ଚନ୍ଦୌଲିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।  ମତାଦାତା ଆଙ୍ଗୁଳିରେ ଜୋରଜବରଦସ୍ତ କାଳୀ ଲଗାଇ ଦେଇଥିବା ଜଣାପଡ଼ିଛି। କାରଣ ସେମାନେ ଯେପରି ଅନ୍ୟକୁ ଭୋଟ ଦେଇ ପାରିବେ ନାହିଁ। ଏଭଳି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଫଳାଫଳ ବାହାରିବା ପୂର୍ବରୁ ଜଣାପଡ଼ିବ କି କେଉଁ ଦଳ ଗଢ଼ିବ ସରକାର! ଆଉ ମାତ୍ର ଘଣ୍ଟା କେଇଟାକୁ ଅପେକ୍ଷା

ନୂଆଦିଲ୍ଲୀ: ଆଉ ମାତ୍ର କେତେ ଘଣ୍ଟା ପରେ ସରିବ ମତଦାନ। ଏବେ ଏକ୍‌ଜିଟ୍‌ ପୋଲ୍‌ ଉପରେ ରହିଛି ସାରା ଦେଶର ନଜର। ତେବେ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ଯେ ସଂଧ୍ୟା ୬.୩୦ ପୂର୍ବରୁ କୌଣସି ବି ସଂସ୍ଥା ଏକ୍‌ଜିଟ୍‌ ପୋଲ୍‌ କରିପାରିବେ ନାହିଁ। ଆପଣଙ୍କ ସୂଚନା ସକାଶେ ଜଣାଇ…
ଅଧିକ ଖବର ଦେଖନ୍ତୁ...

ତେଜପ୍ରତାପ ଯାଦବଙ୍କ ଗାଡ଼ି ଚକା ତଳେ କ୍ୟାମେରାମ୍ୟାନଙ୍କ ଗୋଡ଼ ଫସିବାରୁ ପିଟିଲେ ତେଜପ୍ରତାପଙ୍କ ସୁରକ୍ଷାକର୍ମୀ

ପଟନା : ଆଜି ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଥିବା ବେଳେ ବିଭିନ୍ନ ବୁଥ୍‌ରେ ହିଂସାକାଣ୍ଡ ଘଟିଥିବାର ସୂଚନା ମିଳିଛି । ବିହାରର ରାଜଧାନୀ ପଟନାରେ ମଧ୍ୟ ହିଂସାକାଣ୍ଡ ଘଟିଥିବାର ସୂଚନା ରହିଛି । ଆର୍‌ଜେଡିର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ଯାଦବ ମତଦାନ…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ: ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା

କୋଲକାତା: ଆଜି ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇ ସାରିିଛି। ୫୯ଟି ସଂସଦୀୟ କ୍ଷେତ୍ରରେ ହେଉଥିବା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ମଧ୍ୟ ରହିଛି। ଏହି ନିର୍ବାଚନ ଚାଲିଥିବା ବେଳେ ଅନେକ ସମୟରେ ନିର୍ବାଚନୀ ହିଂସା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...