Daily Archives

March 12, 2023

ଅହମଦାବାଦ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ, ଭାରତର ସ୍କୋର ପ୍ରଥମ ପାଳିରେ ୫୭୧ ରନ୍‌

ଅହମଦାବାଦ: ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ୪ର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ରବିବାର ଶେଷ ହୋଇଛି। ଅଷ୍ଟ୍ରେଲିଆ ନିଜର ଦ୍ବିତୀୟ ପାଳିରେ ବିନା କୌଣସି ୱିକେଟରେ ୩ ରନ୍‌ ସଂଗ୍ରହ କରି ୮୮ ରନ୍‌ ପଛରେ ରହିଛି। ପୂର୍ବରୁ କଙ୍ଗାରୁ ଦଳ ନିଜର ପ୍ରଥମ ପାଳିରେ ୪୮୦ ରନ୍‌ ସଂଗ୍ରହ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧା ୟୁଟ୍ୟୁବ‌ରୁ ଟଙ୍କା ରୋଜଗାର କରିବା ପରେ ପ୍ରଥମଥର ବିମାନ ଯାତ୍ରା କରିବାର ଅନୁଭବ ବଖାଣିଲେ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ତେଲେଙ୍ଗାନାରେ ରହୁଥିବା ମିଲକୁରୀ ଗଙ୍ଗାଭାଙ୍କୁ ଦେଖିବାକୁ ମିଳୁଛି। ମିଲକୁରୀଙ୍କ ବୟସ ୬୨ବର୍ଷ। ମିଲକୁରୀ ଗ୍ରାମରେ ଚାଷ କାମ କରନ୍ତି। ତାଙ୍କ ପାଖରେ ଚଳିବାକୁ ବିଶେଷ କିଛି ଅର୍ଥ ନଥିଲା। ଦୁଃଖ କଷ୍ଟରେ ଦିନପରେ ଦିନ…
ଅଧିକ ଖବର ଦେଖନ୍ତୁ...

‘ଟ୍ରେନ୍‌ ଶୌଚାଳୟରେ ପାଣି ନାହିଁ, ମୁଁ ସିଟ୍‌କୁ ଆସି ରୋକିକି ବସିଛି’

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ କେତେବେଳେ କ’ଣ ଭାଇରାଲ୍‌ ହେବ ତାହା କେହି କେବେ ବି କହିପାରିବେନି। ନିକଟରେ ଅରୁଣ ନାମକ ଜଣେ ବ୍ୟକ୍ତିଙ୍କ ଟ୍ବିଟ୍‌ ଭାଇରାଲ୍‌ ହୋଇ ଚାଲିଛି। ଟ୍ରେନ୍‌ ଶୌଚାଳୟରେ ପାଣି ଆସୁନି ବୋଲି ଟ୍ବିଟ୍‌ କରି ଏବେ ଭାଇରାଲ୍‌ ହୋଇ ଚାଲିଛନ୍ତି ଅରୁଣ। ଅରୁଣ…
ଅଧିକ ଖବର ଦେଖନ୍ତୁ...

୫୫ ନମ୍ବର ଜାତୀୟ ରାଜପଥରେ ୪ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌; ୩ ମୃତ, ଜଣେ ଗୁରୁତର

ଛେଣ୍ଡିପଦା/ବଡ଼କେରା(ଅନୁଗୁଳ): ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ଜଣେ ବାଇକ୍‌ ଆରୋହୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍‌ଣ ସମୟରେ ୫୫ ନମ୍ବର ଜାତୀୟ ରାଜପଥର ଅନୁଗୁଳ…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶରେ ଉତ୍ପାତ, କଥା ନମାନିବାରୁ ଯାତ୍ରୀଙ୍କୁ ଦିଆଗଲା ଇଞ୍ଜେକ୍ସନ

ମୁମ୍ବାଇ: ମଝି ଆକାଶରେ ଯାତ୍ରୀଙ୍କ ଉତ୍ପାତ। ଧୂମପାନ କରିବାକୁ ରୋକିବାରୁ ସହଯାତ୍ରୀଙ୍କୁ ମାଡ ମାରି‌ଲେ ଅଭିଯୁକ୍ତ। ପରିସ୍ଥିତି ‌ଏଭଳି ହୋଇଥିଲା ଯେ, ଉତ୍ପାତ କରୁଥିବା ଯାତ୍ରୀଙ୍କୁ ଶାନ୍ତ କରିବା ପାଇଁ ତାଙ୍କୁ ତାଙ୍କ ସିଟରେ ବାନ୍ଧି ଇଞ୍ଜେକ୍ସନ ଦିଆଯାଇଥିଲା। ଏଭଳି ଅଜବ ଘଟଣା ଘଟିଛି…
ଅଧିକ ଖବର ଦେଖନ୍ତୁ...

ଅଚିହ୍ନା ବୃଦ୍ଧାଙ୍କ ଶବ ସତ୍କାର କଲେ ଜିଲ୍ଲା ପରିଷଦ ସଭ୍ୟ ଏବଂ ସରପଞ୍ଚ

ବୈପାରିଗୁଡ଼ା: ଜିଲ୍ଲା ପରିଷଦ ଓ ସରପଞ୍ଚ ମହାନତାର ପରିଚୟ ଦେଇଛନ୍ତି। ସ୍ଥାନୀୟ ଲୋକଙ୍କର ସହାୟତାରେ ସେମାନେ ଜଣେ ଅଚିହ୍ନା ବୃଦ୍ଧାଙ୍କର ମୃତଦେହକୁ ଅନ୍ତିମ ସତ୍କାର କରିଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତ ଅଞ୍ଚଳରେ ଏହି ବିରଳ କାର୍ଯ୍ୟ ସଂପାଦନ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ସିରିଜ ଦୁର୍ଘଟଣା ଘଟାଇଲା କାର୍‌; ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି, ୩ ଅଭିଯୁକ୍ତଙ୍କୁ ଧରିଲେ ଲୋକେ

ଭୁବନେଶ୍ବର: ଦୃତ ଗତି ମହାବିପତ୍ତି। ଦୃତଗତିରେ ଗାଡ଼ି ଚଳାଉଥିବା ଚାଳକ ନିଜର କ୍ଷତି କରୁଥିବା ବେଳେ ଅନ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ସଡ଼କ ସୁରକ୍ଷା ନିୟମକୁ ଖାତିର ନକରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଦରକାର ପଡ଼ିଲେ ଲୋକେ ମାଡ଼ ମଧ୍ୟ ମାରି ଶେଷରେ ପୁଲିସ ହାତରେ ଜିମା ଦେଇଥାନ୍ତି। ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ଦୁଇହାତ ହରାଇଥିବା ଯୁବକଙ୍କ ଫଟୋଗ୍ରାଫି ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ: ପ୍ରାୟତଃ ସୋସିଆଲ ମିଡିଆରେ ଏମିତି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖି‌ଲେ ପ୍ରେରଣା ମିଳିଥାଏ। ଦୁଃଖ, କଷ୍ଟ, ଅସୁବିଧା ଅଛି କହି ଯେଉଁ ଲୋକମାନେ ଆଗକୁ ବଢ଼ି ନପାରି ରହି ଯାଇଥାଆନ୍ତି ସେମାନଙ୍କ ପାଇଁ ଏଭଳି ଭିଡିଓ ଖୁବ ପ୍ରେରଣା ଯୋଗାଇଥ‌ାଏ। ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ମୋତେ ବଂଶୀକା ପାଇଁ ବଞ୍ଚିବାକୁ ହେବ: ମୃତ୍ୟୁ ପୂର୍ବରୁ ଏମିତି କହୁଥିଲେ ସତୀଶ

ମୁମ୍ବାଇ: ସମସ୍ତଙ୍କୁ ହସାଇ ଚାଲିଥିବା କଳାକାର ସତୀଶ କୌଶିକଙ୍କ ମୃତ୍ୟୁ ସିନେମାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏକଥା ଜାଣିବାକୁ ସମସ୍ତେ ଉତ୍ସୁକ ଯେ ସେଦିନ ହୋଲି ପାର୍ଟିରେ ଏପରି କ’ଣ  ହେଲା କି ତାହା ସତୀଶଙ୍କ ପାଇଁ ଶେଷ ହୋଲି ପାଲଟିଗଲା। ଏ ସବୁ ପ୍ରଶ୍ନର ଉତ୍ତର ଦିବଂଗତ ଅଭିନେତାଙ୍କ…
ଅଧିକ ଖବର ଦେଖନ୍ତୁ...

୯୧ ବର୍ଷ ବୟସରେ ସଂସାର ଛାଡ଼ିଲେ ମାଧୁରୀ ଦୀକ୍ଷିତଙ୍କ ମାଆ ସ୍ନେହଲତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି। କାହିଁକି ନା ଦୁନିଆର ସବୁଠାରୁ ବଡ଼ ସଂପର୍କ ଅର୍ଥାତ, ମାଧୁରୀଙ୍କ ମାଆ ଆଉ ନାହାନ୍ତି। ଅଭିନେତ୍ରୀଙ୍କ ମାଆଙ୍କର ଆଜି ସକାଳ ୮.୪୦ରେ ପରଲୋକ ଘଟିଛି। ମାଆଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି…
ଅଧିକ ଖବର ଦେଖନ୍ତୁ...