Daily Archives

March 12, 2023

ଧର୍ମପୀଠ ଉପରେ ଆକ୍ରମଣକୁ ବରଦାସ୍ତ କରିବ ନାହିଁ ଅଷ୍ଟ୍ରେଲିଆ: ଆନ୍ଥୋନି ଆଲ୍‌ବନିଜ୍‌

ନୂଆଦିଲ୍ଲୀ: ଧର୍ମପୀଠ ଉପରେ ହେଉଥିବା ଆକ୍ରମଣକୁ ଅଷ୍ଟ୍ରେଲିଆ ବରଦାସ୍ତ କରିବ ନାହିଁ ଏବଂ ଏଥିପାଇଁ ଯିଏ ଦାୟୀ ସେମାନଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା ଶନିବାର ଦିନ ଅଷ୍ଟ୍ରେଲିଆର…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳରେ ପୁଣି ଏକ ହାତୀର ମୃତ୍ୟୁ: ବିଷାକ୍ତ ଖାଦ୍ୟ ଖାଇ ପ୍ରାଣହାନି ହୋଇଥିବା ସନ୍ଦେହ

ଢେଙ୍କାନାଳ: ଢେଙ୍କାନାଳରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗାଁ ନିକଟରେ ଦନ୍ତାହାତୀର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ। ସକାଳୁ ଦନ୍ତାହାତୀର ମୃତଦେହ ପଡ଼ିଥିବା ଦେଖି ଓସ୍ତପାଳ ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...

ସେ ଚାଣକ୍ୟଙ୍କ କଥାକୁ ସତ୍ୟ ପ୍ରମାଣିତ କରିଛନ୍ତି: ରାହୁଲ୍‌ ଗାନ୍ଧୀଙ୍କୁ ସମାଲୋଚନା କରି କହିଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରି ଶନିବାର ଦିନ ‘ବିଜେପି’ ସାଂସଦ ପ୍ରଜ୍ଞା ଠାକୁର କହିଛନ୍ତି ଯେ, ସେ ଚାଣକ୍ୟଙ୍କ ବାକ୍ୟକୁ ସତ୍ୟ ପ୍ରମାଣିତ କରିଛନ୍ତି। ଜଣେ ବିଦେଶିନୀଙ୍କଠାରୁ ଜାତ ପୁତ୍ର କଦାପି ଦେଶପ୍ରେମୀ ହୋଇପାରେ ନାହିଁ ବୋଲି ଚାଣକ୍ୟ…
ଅଧିକ ଖବର ଦେଖନ୍ତୁ...

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ, ୨ ଦିନରେ ଅଣ୍ଡା ଦେଲେଣି ୩ ଲକ୍ଷ ୨ହଜାର କଇଁଛ

ରାଜନଗର : ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା…
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନ ହେଇଯିବ ମଧୁର ପାଣି! ଉଦ୍‌ବେଗଜନକ ହାରରେ ହ୍ରାସ ପାଉଛି ଭୂତଳ ଜଳସ୍ତର

ଜଗତସିଂହପୁର,(ସନ୍ଦୀପ ଲେଙ୍କା): ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ପିଇବା ପାଣି ସମସ୍ୟା। ବିଶେଷ କରି ବନ୍ଦର ନଗରୀ ପାରାଦୀପ ଓ ବାଲିକୁଦା ଆଉ ଏରସମା ବ୍ଲକ୍‌ର ୨୨ରୁ ଅଧିକ ପଞ୍ଚା‌ୟତରେ ଏବେ ପିଇବା ପାଣି ସମସ୍ୟା ସୃଷ୍ଟି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସମସ୍ତଙ୍କ ପାଇଁ କିଡ୍‌ନି ସ୍ବାସ୍ଥ୍ୟ

ସାରା ବିଶ୍ବରେ ମାର୍ଚ୍ଚ ମାସକୁ କିଡ୍‌ନି ମାସ କୁହାଯାଏ। କିନ୍ତୁ ମାର୍ଚ୍ଚ ମାସ ଦ୍ବିତୀୟ ଗୁରୁବାରଟିକୁ ବିଶ୍ବ କିଡ୍‌ନି ଦିବସ ଭାବରେ ସାରା ବିଶ୍ବରେ ପାଳନ କରାଯାଏ। ବିଶ୍ବ କିଡ୍‌ନି ଦିବସ ବା ମାସ ପାଳନର ମୂଳ ଲକ୍ଷ୍ୟ ହେଉଛି କିଡ୍‌ନି (ବୃକ୍କ) ରୋଗ, ତା’ର କାରଣ ଓ ନିରାକରଣ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ୟରୁ ବିଚ୍ୟୁତ ଦକ୍ଷତା ତାଲିମ, ୧୫ ଲକ୍ଷଙ୍କୁ ଦକ୍ଷତା ତାଲିମ ଘୋଷଣା ପ୍ରହସନ

ଭୁବନେଶ୍ୱର : ଦକ୍ଷତା ବିକାଶ ମାଧ୍ୟମରେ ଓଡ଼ିଶାର ବେକାର ଯୁବବର୍ଗଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ପ୍ରଦାନ କରିବା ଲାଗି ଆରମ୍ଭ ହୋଇଥିଲା ‘ମୁଖ୍ୟମନ୍ତ୍ରୀ ରୋଜଗାର ସୃଷ୍ଟି କାର୍ଯ୍ୟକ୍ରମ’। ଲକ୍ଷ୍ୟ ଥିଲା, ପ୍ରତିବର୍ଷ ଓଡ଼ିଶାର ଦୁଇ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବା। ୨୦୧୪-୧୫ ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ମେହେନ୍ତରଙ୍କ କ୍ବାର୍ଟର୍ସ ବାଣ୍ଟି ବିବାଦରେ ବିଏମ୍‌ସି

ଭୁବନେଶ୍ବର: ମେହେନ୍ତରଙ୍କ ପାଇଁ ଘର ନିର୍ମାଣ କଲେ କେନ୍ଦ୍ର ସରକାର। ଜାଗା ଦେଲା ସାଧାରଣ ପ୍ରଶାସନ ବିଭାଗ। କେବଳ ରକ୍ଷଣାବେକ୍ଷଣ ଦାୟିତ୍ବ ନେଲା ବିଏମ୍‌ସି। କିନ୍ତୁ ରକ୍ଷଣାବେକ୍ଷଣ କରୁକରୁ ପୂରା କୋଠାର ଅଘୋଷିତ ମାଲିକ ହୋଇଗଲା ବିଏମ୍‌ସି। ଯେତିକି ଘର ନିର୍ମାଣ ହେଲା, ସେତିକି…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଭଲପାଏ, ଭାରତ ବିଚିତ୍ର ଦେଶ: ହୋଲିରେ ଅସଦାଚରଣ ସରବ୍ୟ ହୋଇଥିବା ଜାପାନୀ ଝିଅ

ନୂଆଦିଲ୍ଲୀ: ରଙ୍ଗ ମହୋତ୍ସବ ସମୟରେ ତାଙ୍କର ଯାହା ହୋଇଥାଉ ପଛେ ସେ ଭାରତକୁ ଭଲ ପାଆନ୍ତି ଏବଂ ସେଦିନର ଭିଡିଓ ‌‌ଯୋଗୁଁ ଅପମାନ ବୋଧ କରୁଥିବା ବ୍ୟକ୍ତିଙ୍କୁ ସେ କ୍ଷମା ମାଗୁଛନ୍ତି ବୋଲି ଶନିବାର ଦିନ ଟୁଇଟ୍‌ କରି ହୋଲି ଦିନ ଦିଲ୍ଲୀର ପହାଡ଼ଗଞ୍ଜରେ ଅସଦାଚରଣର ସରବ୍ୟ ହୋଇଥିବା ଜାପାନୀ…
ଅଧିକ ଖବର ଦେଖନ୍ତୁ...

ଏକ ଅବହେଳିତ ବିଦ୍ୟାଳୟର ଚିତ୍ର: ୫ ଶ୍ରେଣୀ, ୨୦୦ ପିଲା, ୨ ଶିକ୍ଷକ

ଭୁବନେଶ୍ୱର: ରାଜଧାନୀର କେନ୍ଦ୍ରସ୍ଥଳ ଭାବେ ଜଣାଶୁଣା ୟୁନିଟ୍‌-୩ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ। ୫୦ ବର୍ଷର ଏହି ବିଦ୍ୟାଳୟର ପରିବେଶ, ପାଠପଢ଼ା ଆଦିକୁ ଦେଖିଲେ, କେହି ବି ସହଜରେ ବିଶ୍ବାସ କରିପାରିବ ନାହିଁ ଯେ ଏହା ରାଜଧାନୀର ଏକ ସରକାରୀ ବିଦ୍ୟାଳୟ। ଅପହଞ୍ଚ ଗ୍ରାମାଞ୍ଚଳର ସ୍କୁଲ ବି…
ଅଧିକ ଖବର ଦେଖନ୍ତୁ...