Daily Archives

March 24, 2023

ଆଇପିଏଲ-୨୦୨୩ ଆରମ୍ଭ ପୂର୍ବରୁ ଅଡୁଆରେ ପଡିଲା କେକେଆର, ଆହତ ହେଲେ ରାଣା

କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ସିଜନ୍ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ଅଡୁଆ କମିବାର ନାମ ନେଉନାହିଁ | ପିଠିରେ ଆଘାତ ହେତୁ ଦଳର ଅଧିନାୟକ ଶ୍ରେୟସ ଆୟର ଏହି ସିଜିନରୁ ବାଦ ପଡିଥିବାବେଳେ ଦ୍ରୁତ ବୋଲର ଲକି ଫର୍ଗୁସନ ମଧ୍ୟ ଆହତ…
ଅଧିକ ଖବର ଦେଖନ୍ତୁ...

ଆଶ୍ଚର୍ଯ୍ୟ! ଭୂମିକମ୍ପର ଝଟକାରେ ଜୀବନ ବଞ୍ଚାଇବା ବଦଳରେ ଘରେ ରହି ମଦ ବୋତଲଗୁଡ଼ିକୁ ସମ୍ଭାଳିଥିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଦିଲ୍ଲୀରେ ଗତ ବୁଧବାର ଅପରାହ୍ନ ୪ଟା ୪୨ରେ ଆସିଥିବା ଭୂକମ୍ପର ତୀବ୍ରତା ୨.୭ ରହିଥିବା ବେଳେ ଏହାର କେନ୍ଦ୍ର ପଶ୍ଚିମ ଦିଲ୍ଲୀରେ ୫ କିମି ଗଭୀରତାରେ ରହିଥିଲା। ସେହିପରି ମଙ୍ଗଳବାର ରାତି ୧୦ଟା ୨୦ରେ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଧକ୍କାରେ ଜଣେ ମୃତ: କ୍ଷତିପୂରଣ ଦାବିରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ଅବରୋଧ

କାମାକ୍ଷାନଗର: କାମାକ୍ଷାନଗରରେ ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ତୁମୁସିଙ୍ଗା ଥାନା ସୋଗର ପଞ୍ଚାୟତ କରବର ଗ୍ରାମର ଗେଡୁ ନାଏକ। ସୂଚନା ମୁତାବକ ଗତକାଲି ସଂଧ୍ୟାରେ ଗେଡୁ କାମ ସାରି ସାଇକେଲରେ ପଣ୍ଡୁଆ ବଜାରରୁ ଗାଁକୁ ଫେରୁଥିବା ସମୟରେ ପଣ୍ଡୁଆ ବଜାରରେ ନିର୍ମାଣାଧୀନ…
ଅଧିକ ଖବର ଦେଖନ୍ତୁ...

ସଂସଦ ସଦସ୍ୟତା ହରାଇଲେ ରାହୁଲ ଗାନ୍ଧୀ, ବିଜ୍ଞପ୍ତି ଜାରି କଲା ଲୋକସଭା ସଚିବାଳୟ

ନୂଆଦିଲ୍ଲୀ:  ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି। ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତହେବା ଯୋଗୁ  ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ପାଇଁ ପ୍ରଥମ ଥର ରାତିରେ ଅଦାଲତ ଚଳାଇଲେ କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‌: ବନ୍ୟପ୍ରାଣୀ ଅଧିକାର ସୁରକ୍ଷିତ କରିବା ଏବଂ ଗୋଠଖଣ୍ଡିଆ ଦୁଷ୍ଟ ଦନ୍ତାହାତୀ ‘ଅରିକୋମ୍ବନ୍‌’କୁ ଧରିବା ଅଭିଯାନ ମାର୍ଚ ୨୦ ତାରିଖ ପର୍ଯ୍ୟନ୍ତ ବାତିଲ କରିବା ନିମନ୍ତେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରିବା ଲାଗି ପ୍ରଥମ ଥର ପାଇଁ କେରଳ ହାଇକୋର୍ଟ ରାତିରେ ଏକ ବିଶେଷ…
ଅଧିକ ଖବର ଦେଖନ୍ତୁ...

ଗୃହ କମିଟି ବୋଡେନ ଯାଇ ରିପୋର୍ଟ ଦାଖଲ କରିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଦାବି

ଭୁବନେଶ୍ବର: ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଦିବାସୀଙ୍କ ଉପରେ ପୁଲିସର ଅତ୍ୟାଚାର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ବୋଡେନ ଗାଁରେ ଗୋଟେ ପଟେ ମାଓବାଦୀଙ୍କ ଭୟ, ଅନ୍ୟପଟେ ପୁଲିସର ଅତ୍ୟାଚାର ଭୟରେ ଗାଁ ଛାଡ଼ୁଛନ୍ତି ଲୋକେ। ଅଶିକ୍ଷିତ - ଗରିବ - ଆଦିବାସୀଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ଆଉ ଏକ ‘ବିଶ୍ବ କଲ୍ୟାଣ’ ପ୍ରତିଶ୍ରୁତି ପୂରଣ କରୁଛି: ପ୍ରଧାନମନ୍ତ୍ରୀ…

ବାରାଣସୀ: ‘ଏକ ବିଶ୍ବ ଟି.ବି. ଶିଖର’ ମାଧ୍ୟମରେ ଭାରତ ଆଉ ଏକ ‘ବିଶ୍ବ କଲ୍ୟାଣ’ ପ୍ରତିଶ୍ରୁତି ପୂରଣ କରୁଛି ବୋଲି ଆଜି ଉତ୍ତର ପ୍ରଦେଶର ବାରାଣସୀରେ ଅନୁଷ୍ଠିତ ‘ୱାନ୍‌ ୱାର୍ଲଡ୍‌ ଟିବି ସମିଟ୍’ରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲା ବିଜେଡି, ଜବାବ ରଖିଲା ବିଜେପି

ଭୁବନେଶ୍ବର: ଶୂନ୍ୟକାଳରେ କେନ୍ଦ୍ର  ଅବହେଳା କଥା ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ। ଗମନାଗମନ ପ୍ରସଙ୍ଗକୁ ନେଇ  ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ ସେ କହିଥିଲେ, ରେଳ ବଜେଟରେ କେନ୍ଦ୍ର ସରକାର ଯାହା ଅର୍ଥ  ଘୋଷଣା କରନ୍ତି,…
ଅଧିକ ଖବର ଦେଖନ୍ତୁ...

ସକାଳ ଜଳଖିଆ ଖାଇବା ପାଇଁ ୟେଦିୟୁରପ୍ପାଙ୍କ ବେଙ୍ଗାଲୁରୁ ବାସଭବନକୁ ଗଲେ ଅମିତ ଶାହ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଆଉ କିଛି ସପ୍ତାହ ବାକି ଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ତଥା ‘ବିଜେପି’ ନିର୍ବାଚନ ରଣନୀତିଜ୍ଞ ଅମିତ ଶାହ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପାଙ୍କ ବେଙ୍ଗାଲୁରୁସ୍ଥିତ ବାସଭବନକୁ ଯାଇ ସକାଳ ଜଳଖିଆ ଖାଇବା ସହିତ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ନଗଡ଼ାଠୁ କଳିଙ୍ଗନଗରର ଚିତ୍ର ଆହୁରି କଦର୍ଯ୍ୟ: ବିରୋଧୀ ଦଳ ନେତା

ଭୁବନେଶ୍ବର: ପୁଣି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟରେ ମୋ ସରକାର ଏବଂ ୫-ଟି। ଶୂନ୍ୟକାଳରେ ରାଜ୍ୟରେ ଅପପୁଷ୍ଟିଜନିତ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଛନ୍ତି, ନଗଡ଼ାଠୁ କଳିଙ୍ଗନଗରର ଚିତ୍ର ଆହୁରି କଦର୍ଯ୍ୟ ରହିଛି। କେବଳ ନଗଡ଼ା କି କଳିଙ୍ଗ ନଗର ନୁହେଁ ଓଡ଼ିଶାରେ ୧୯…
ଅଧିକ ଖବର ଦେଖନ୍ତୁ...