Daily Archives

May 11, 2024

ମିଶ୍ରଣ ପର୍ବ ଓ ଲକ୍ଷ୍ମୀପ୍ରିୟାଙ୍କ ପାଇଁ ପ୍ରଚାର କଲେ ସିନେଷ୍ଟାର ବାବୁସାନ

ମାଲକାନଗିରି: ମତଦାନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା। କିନ୍ତୁ ଲଗାତାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀ ପ୍ରତିଦିନ ଲକ୍ଷ୍ମୀପ୍ରିୟାଙ୍କ ନେତୃତ୍ବକୁ ନେଇ ବିଜେଡିରେ ଯୋଗ ଦେଉଛନ୍ତି। ଆଜି ମଧ୍ୟ ମାଥିଲି ବ୍ଲକର ବିଭିନ୍ନ ଅଂଚଳରୁ ଶତାଧିକ କଂଗ୍ରେସ କର୍ମୀ…
ଅଧିକ ଖବର ଦେଖନ୍ତୁ...

ଜିଓର ନୂଆ ‘ଓଟିଟି ଷ୍ଟ୍ରିମିଂ ପ୍ଲାନ’:୮୮୮ ଟଙ୍କାରେ ୧୫ ପ୍ରମୁଖ ଓଟିଟି ଆପ୍, ଫାଇଦାରେ ଜିଓ ଫାଇବର-ଜିଓ ଏୟାରଫାଇବର…

ନୂଆଦିଲ୍ଲୀ/ଭୁବନେଶ୍ବର: ରିଲାଏନ୍ସ ଜିଓ ଷ୍ଟ୍ରିମିଂ ପ୍ରେମୀଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ ଓଟିଟି ବଣ୍ଡଲ ପ୍ଲାନ ଆଣିଛି । ଏହି ପ୍ଲାନ୍ ଜରିଆରେ ଗ୍ରାହକଙ୍କୁ ୧୫ଟି ପ୍ରମୁଖ ପ୍ରିମିୟମ୍ ଓଟିଟି ଆପ୍ ସହ ଅସୀମିତ ଡାଟା ମିଳୁଛି ଯାହାଦ୍ୱାରା ସେମାନେ ଯେତେବେଳେ ଚାହିଁବେ ନିଜ ପସନ୍ଦର ଆପ୍‌‌ରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳ ରାଜଭବନ ଡାକିଲେ ଯିବିନି : ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଚାହିଁଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ରାସ୍ତାରେ ଭେଟିବେ, କିନ୍ତୁ ରାଜଭବନ ଯିବେ ନାହିଁ, କାରଣ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର ପୌରପରିଷଦର ଅଧିକାଂଶ ୱାର୍ଡରେ ଡ୍ରେନେଜ୍ ସୁବିଧା ନଥିବାରୁ ରାସ୍ତାରେ ଆଣ୍ଠୁଏ ପାଣି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର । ରାଇରଙ୍ଗପୁର ସହରକୁ ନେଇ ପୌରପରିଷଦ ଗଠନ କରାଯାଇଛି । ତେବେ ସହରର ବିଭିନ୍ନ ସ୍ଥାନରେ ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ଅଧିକାଂଶ ସମୟରେ ସହର ବାସିନ୍ଦା ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେବେ ଡ୍ରେନେଜ୍…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ ତଲେ ତୁଳା ବେହେରା: ମୁଁ ଓଡ଼ିଶାବାସୀଙ୍କ ଋଣୀ ବୋଲି ଭାବବିହ୍ବଳ ହୋଇ କହିଲେ ମୋଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ବିଜୟ ସଙ୍କଳ୍ପ ରାଲିରେ ପହଞ୍ଚିବା ମାତ୍ରେ ସମଗ୍ର ଅଞ୍ଚଳ ମୋଦୀ-ମୋଦିଙ୍କ ସ୍ଲୋଗାନ ଗୁଞ୍ଜି ଉଠିଥିଲା। ପ୍ରଧାନମନ୍ତ୍ରୀ ଓଡିଆରେ ନିଜର ଭାଷଣ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ମାତା…
ଅଧିକ ଖବର ଦେଖନ୍ତୁ...

ବରୁଣଙ୍କ ଟିକେଟ କାହିଁକି କଟିଲା: କାରଣ କହିଲେ ମେନକା ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି ନେତା ତଥା ସୁଲତାନପୁର ସାଂସଦ ମେନକା ଗାନ୍ଧୀ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କ ଲୋକସଭା ଟିକେଟ୍ କଟିକାର କାରଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବରୁଣ ଗାନ୍ଧୀ ବେଳେବେଳେ ସରକାରଙ୍କୁ ସମାଲୋଚନା କରିଥିଲେ, ବୋଧହୁଏ ଏଥର ସେ ଟିକେଟ୍ ପାଇ ନ ଥିବାର କାରଣ ତାହା ହୋଇପାରେ।…
ଅଧିକ ଖବର ଦେଖନ୍ତୁ...

ଆଡଭାନୀ, ଯୋଶୀଙ୍କୁ କେଉଁ ନିୟମ ବଳରେ ଅବସର ଦିଆଯାଇଥିଲା  : ସଂଜୟ ସିଂ

ନୂଆଦିଲ୍ଲୀ: ତିହାର ଜେଲରୁ ଅନ୍ତରୀଣ ଜାମିନରେ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଏକ ନୂଆ ବିତର୍କ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ବର୍ଷ ପରେ ଅବସର ନେବେ ଏବଂ ତା'ପରେ ଅମିତ ଶାହା ନୂଆ ପ୍ରଧାନମନ୍ତ୍ରୀ ହେବେ। ଏହି…
ଅଧିକ ଖବର ଦେଖନ୍ତୁ...

ଦ୍ଵିତୀୟ ଥର ମା’ ହେବାକୁ ଯାଉଛନ୍ତି ଏକତା କପୁର !

ମୁମ୍ବାଇ : ବଲିଉଡ ଅଭିନେତା ଜିତେନ୍ଦ୍ର ଏବଂ ଶୋଭା କପୁରଙ୍କ ଝିଅ ଏକତା କପୁରଙ୍କୁ ଟେଲିଭିଜନର ରାଣୀ କୁହାଯାଏ। ଏକତା କପୁର ଟିଭି ଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରଯୋଜକ ଓ ନିର୍ଦେଶକ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ଅଭିନୟ ନ କରି ବି ସେ ଗତ ଦୁଇ ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ…
ଅଧିକ ଖବର ଦେଖନ୍ତୁ...

ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

କନ୍ଧମାଳ: ଓଡିଶାର କନ୍ଧମାଳଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ୮୦ ବର୍ଷୀୟ କବି ତଥା ସାମାଜିକ କାର୍ଯ୍ୟକର୍ତ୍ତା ପୂର୍ଣ୍ଣମାସୀ କୁଇ, ଓଡିଆ ଏବଂ ସଂସ୍କୃତରେ ୫୦,୦୦୦ରୁ ଅଧିକ ଭକ୍ତି ଗୀତ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ମେଣ୍ଟ ସରକାର ଗଠନ ହେଲେ ନେତାଙ୍କ ବିରୋଧରେ ଥିବା ଇଡି-ସିବିଆଇ ମାମଲା ପ୍ରତ୍ୟାହାର ହେବ: ମଲ୍ଲିକାର୍ଜୁନ

ପାଟନା: ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍ ୧୩ ମେ’ରେ ହେବ। ଏହି ପର୍ଯ୍ୟାୟରେ ବିହାରର ୫ ଟି ଲୋକସଭା ନିର୍ବାଚନମଣ୍ଡଳୀ ଦରଭଙ୍ଗା, ଉଜିଆରପୁର, ସାମସ୍ତିପୁରା ବେଗୁସରାଇ ଏବଂ ମୁଙ୍ଗେରରେ ମତଦାନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଇଣ୍ଡିଆ ମିଳିତ ମେଣ୍ଟର ନେତାମାନେ ପାଟନାରେ ଏକ…
ଅଧିକ ଖବର ଦେଖନ୍ତୁ...