Daily Archives

May 25, 2024

ଗାଜିଆବାଦରେ ମହିଳା ଚେଞ୍ଜିଂ ରୁମରୁ ମିଳିଲା ଲୁକ୍କାୟିତ କ୍ୟାମେରା, ପୂଜକଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଗାଜିଆବାଦର ମୁରାଦନଗରର ଗଙ୍ଗା କେନାଲ ନିକଟରେ ଥିବା ମହିଳା ଚେଞ୍ଜିଂ ରୁମ୍‌ରୁ ଏକ ଲୁକ୍କାୟିତ କ୍ୟାମେରା ମିଳିଛି। ନିଜ ଫୋନରେ ଏହି ଲୁକ୍କାୟିତ କ୍ୟାମେରାର ସିସିଟିଭି ଫୁଟେଜ୍‌ ଦେଖୁଥିବା ଜଣେ ପୂଜକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଷାକ ବଦଳାଇବା ସମୟରେ…
ଅଧିକ ଖବର ଦେଖନ୍ତୁ...

ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଷଷ୍ଠ ପର୍ଯ୍ୟାୟରେ ତଥା ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ କଟକ, ସମ୍ବଲପୁର, କେଉଁଝର, ଢେଙ୍କାନାଳ, ପୁରୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଏବଂ ଉକ୍ତ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ଅନୁଷ୍ଠିତ ହୋଇଛିା…
ଅଧିକ ଖବର ଦେଖନ୍ତୁ...

ଅଗ୍ନିବୀରକୁ ନେଇ ଲୋକଙ୍କୁ ମିଛ କହୁଛନ୍ତି ରାହୁଲ ଗାନ୍ଧୀ: ଶାହା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିମାଚଳର କାଙ୍ଗ୍ରାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଥିଲେ। ଅଗ୍ନିବୀର ଯୋଜନା ସମ୍ବନ୍ଧରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଅମିତ ଶାହା…
ଅଧିକ ଖବର ଦେଖନ୍ତୁ...

କର୍ତ୍ତବ୍ୟରତ ପୋଲିଂ ଅଧିକାରୀଙ୍କ ମୃତ୍ୟୁ: ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର: କଟକ ଜିଲ୍ଲାରେ କାର୍ଯ୍ୟରତ ପୋଲିଂ ଅଧିକାରୀ ସୁଜାତା ମିତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛିା ସ୍ୱର୍ଗତା ମିତ୍ର ବିଧାନସଭା କ୍ଷେତ୍ର ୯୦-ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନଂ ୧୧୪ (ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲ)ରେ ନିୟୋଜିତ ଥିଲୋ ମୁଖ୍ୟ ନିର୍ବାଚନ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ସପ୍ତାହଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେ‌ବେ। କାରବାର ଦ୍ରୁତ ବେଗରେ ବୃଦ୍ଧି ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ। ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ୟୁପି ପ୍ରାର୍ଥୀଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ଆଣିଲା ‘ଇଣ୍ଡିଆ’ ମେଣ୍ଟ

ଲକ୍ଷ୍ନୌ: ଆମ୍ବେଦକର ନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସପା ପ୍ରାର୍ଥୀ ଲାଲଜୀ ବର୍ମାଙ୍କୁ ଶାସକ ଭାରତୀୟ ଜନତା ପାର୍ଟିର ନିର୍ଦ୍ଦେଶରେ ଗୃହବନ୍ଦୀ କରାଯାଇଛି ବୋଲି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଶନିବାର ଅଭିଯୋଗ କରିଛନ୍ତି। ଆମ୍ବେଦକର ନଗରରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ…
ଅଧିକ ଖବର ଦେଖନ୍ତୁ...

ଫାସଟ୍ୟାଗକୁ କଡା ଭାଷାରେ ସମାଲୋଚନା କଲେ ଶାର୍ଦ୍ଦୁଲ ଠାକୁର

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଶାର୍ଦ୍ଦୁଲ ଠାକୁରଙ୍କ ପାଇଁ ଆଇପିଏଲ୍ ୨୦୨୪ ସେତେ ଖାସ ସାବ୍ୟସ୍ତ ହୋଇନାହିଁ | ସେ ଏହି ସିଜିନରେ ୯ଟି ମ୍ୟାଚ୍ ଖେଳିଥିଲେ ଏବଂ ଏହି ସମୟ ମଧ୍ୟରେ ୫ଟି ୱିକେଟ୍ ନେଇଥିଲେ | ନିକଟରେ ଶାର୍ଦ୍ଦୁଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ଥିବା ଗେମିଂ ଜୋନରେ ନିଆଁ ଲାଗିବାରୁ ଚାଲିଗଲା ୪ଜଣକ ଜୀବନ

ରାଜକୋଟ: ଗୁଜୁରାଟର ରାଜକୋଟରେ ଥିବା ଗେମିଂ ଜୋନରେ ଲାଗିଲା ନିଆଁ। ଚାଲିଗଲା ୪ଜଣଙ୍କର ଜୀବନ। ଏହି ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିବା ବ‌େଳେ ରାଜକୋଟ ପୁଲିସ କମିଶନର ଅଗ୍ନିକାଣ୍ଡର କାରଣ ଖୋଜୁଥିବା କହିଛନ୍ତି। ଏହି ଘଟଣା ପରେ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ଏକ ବାର୍ତ୍ତା ଜାରି…
ଅଧିକ ଖବର ଦେଖନ୍ତୁ...

କବିତାରେ ଯେତିକି କୋମଳ, ସମ୍ପାଦନାରେ ସେତିକି କଠୋର ଥିଲେ ସୁନୀଲ୍ କୁମାର ପୃଷ୍ଟି

ବାଲେଶ୍ଵର: କବି ସୁନୀଲ କୁମାର ପୃଷ୍ଟି ସମ୍ପାଦନା କ୍ଷେତ୍ରରେ ଥିଲେ ବେଶ୍ କଠୋର। କିନ୍ତୁ କବିତା ଓ ବ୍ୟକ୍ତିସତ୍ତାରେ ସେ ଆଦୌ ଆଗ୍ରେସିଭ୍ ନଥିଲେ, ଥିଲେ ଉଦାର, କୋମଳ ଓ ଭାବପ୍ରବଣ। ନୂଆ କବିଙ୍କ ପାଇଁ ସେ ଜଣେ ପ୍ରଖର ପ୍ରେରଣାଦାୟୀ କବି ଥିଲେ। ନିଜ କବିତାରେ ରୋମାଣ୍ଟିକ ଚେତନାକୁ ଧରି…
ଅଧିକ ଖବର ଦେଖନ୍ତୁ...

ବିବାହର ୧୦ ମାସ ପରେ ତୁମ ପତ୍ନୀ ତୁମକୁ ଛାଡ଼ି ଚାଲିଗଲା, ଟିକେ ତ ଲାଜ କର: ଦ୍ବିତୀୟ ସ୍ବାମୀଙ୍କୁ କହିଲେ ଅଭିନେତ୍ରୀ

ମୁମ୍ବାଇ: ନିର୍ଯାତନା ଦେଉଥିବା ଶାଲିନଙ୍କଠାରୁ ଅଲଗା‌ ହୋଇ ନୂଆ ଜୀବନସାଥୀ ପାଇଥିଲେ ଅଭିନେତ୍ରୀ ଦଲଜିତ କୌର। ହେଲେ ତାଙ୍କର ଦ୍ବିତୀୟ ବିବାହ ବି ତିଷ୍ଠି ପାରିଲା ନାହିଁ। ଆପଣ ଜାଣିଥିବେ ଯେ ବିବାହର ୧୦ ମାସ ପରେ ତାଙ୍କ ସ୍ବାମୀଙ୍କୁ ଛାଡ଼ି ନିଜ ପୁଅ ସହ ଭାରତ ଫେରି ଆସିଛନ୍ତି ଦଲଜିତ୍‌।…
ଅଧିକ ଖବର ଦେଖନ୍ତୁ...