Daily Archives

June 4, 2024

ନିମାପଡ଼ାରେ ହାରିଲେ ସୁରଙ୍କ ପୁଅ ସହ ବିଜେଡି ପ୍ରାର୍ଥୀ: ଜିତିଲେ ପ୍ରଭାତୀ ପରିଡା

ନିମାପଡା: ଶେଷରେ ବିଜେଡି ସୁପ୍ରିମୋଙ୍କ ସବୁ ରଣନୀତି ନିମାପଡ଼ାରେ ଫେଲ ମାରିଲା | ମୋଦୀଙ୍କ ହାୱା ସହ ସମୀର ଦାଶଙ୍କୁ ଅଣଦେଖା ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇଛି | ସେହିପରି ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ବି ପରାଜୟର ସମ୍ମୁଖୀନ ହେବାକୁ ପଡିଛି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବଡଚଣାରେ ବର୍ଷା ପରାସ୍ତ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଂଜାମର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି। ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଛନ୍ତି। ବିଜୟୀ…
ଅଧିକ ଖବର ଦେଖନ୍ତୁ...

ଏ ଲଢେଇ ସମ୍ବିଧାନ ବଞ୍ଚାଇବା ପାଇଁ ଥିଲା, ଦେଶ ମୋଦୀଙ୍କୁ ପ୍ରତ୍ୟାଖ୍ୟାନ କରିଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଉପରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ଏହି ଲଢେଇ ସମ୍ବିଧାନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା ଓ ଲୋକମାନେ ଏ ଦିଗରେ ନିଜର ପ୍ରଥମ ପାହୁଣ୍ଡ ପକାଇସାରିଛନ୍ତି । ସେ କହିଛନ୍ତି, ଜନତା…
ଅଧିକ ଖବର ଦେଖନ୍ତୁ...

କରଣ ଭୂଷଣ, ରୋହିଣୀ ଆଚାର୍ଯ୍ୟ, ବାଂସୁରୀ ସ୍ବରାଜ୍; ଜାଣନ୍ତୁ ଆଗରେ କେଉଁ ନେତାଙ୍କ ପୁଅ-ଝିଅ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ‌ଶେଷ ହେବା ପରେ ଆଜି ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଏନଡିଏ ଆଗରେ ରହିଥିବା ଦେଖାଯାଇଛି। ହେଲେ ଏଥର ଏନଡିଏର ବିଜୟ ଯାତ୍ରାରେ କଣ୍ଟା ସାଜିଛି ଇଣ୍ଡିଆ ମେଣ୍ଟ। ବିଜେପି ୪୦୦ ଆସନ ଜିତିବ ବୋଲି ଦାବି…
ଅଧିକ ଖବର ଦେଖନ୍ତୁ...

ବାରବାଟୀ-କଟକରେ ପୁଣି କଂଗ୍ରେସ ବଡ଼ବଡ଼ ଚେହେରାଙ୍କୁ ହରାଇଲେ ଯୁବନେତ୍ରୀ ସୋଫିଆ ଫିର୍ଦ୍ଦୋସ୍

ଭୁବନେଶ୍ବର: ବାରବାଟୀ-କଟକରେ ପୁଣି କମାଲ୍ କଲା କଂଗ୍ରେସ। ନିଜ ଗଡ ବଞ୍ଚାଇ ରଖିଲା କଂଗ୍ରେସ। ୨୦୨୪ ବାଜିରେ ବିଜୟୀ ହେଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍। କଟକବାସୀ ଯୁବନେତ୍ରୀ ସୋଫିଆଙ୍କୁ ସମର୍ଥନ ଦେଇଛନ୍ତି। ତେବେ ବିଜେପିର ପ୍ରତିଦ୍ୱନ୍ଦୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବିଜେଡିର…
ଅଧିକ ଖବର ଦେଖନ୍ତୁ...

ମଣ୍ଡି ଆସନରୁ ଜିତିଲେ କଙ୍ଗନା; ଭୋଟରଙ୍କୁ କହିଲେ, ‘ହୃଦୟରୁ କୃତଜ୍ଞତା’…

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତ ମଙ୍ଗଳବାର ହିମାଚଳ ପ୍ରଦେଶର ମଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ବିଜେପି ସାଂସଦ ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ପାଇଁ ମଞ୍ଚ ପ୍ରସ୍ତୁତ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ୱେବସାଇଟ ଅନୁଯାୟୀ, ପ୍ରଥମ ଥର ପାଇଁ ବିଜେପି ପାଇଁ…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ହେବ ଜେଲରେ ଥାଇ ନିର୍ବାଚନ ଜିତିଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ୨୦୨୪ ଲୋକସଭ‌ା ନିର୍ବାଚନର ଫଳାଫଳ ଘୋଷଣା ହେବାରେ ଲାଗିଛି। ଏହି କ୍ରମରେ ଜମ୍ମୁ-କଶ୍ମୀରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ବାରମୁଲ୍ଲା ଆସନରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ସେ ପ୍ରାୟ ୧ ଲକ୍ଷରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ବାରାଣାସୀରୁ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାରାଣାସୀ : ବାରାଣାସୀରୁ ବିପୁଳ ବିଜୟ ହାସଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କଂଗ୍ରେସର ଅଜୟ ରାୟଙ୍କ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨ ହଜାର ଭୋଟ ମିଳିନଥିବାବେଳେ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ଭୋଟ ମଳିଛି । ୩ୟ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର: ପରାଜୟ ସ୍ୱୀକାର କଲେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଓ ମେହବୁବା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ଲୋକସଭା ନିର୍ବାଚନ ଫଳାଫଳ କିଛି ଆଶ୍ଚର୍ଯ୍ୟ ଚକିତ କରିଛି କାରଣ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ଅଳ୍ପ ଜଣାଶୁଣା ପ୍ରାର୍ଥୀମାନେ ପରାସ୍ତ କରିଛନ୍ତି। ମୁଫତି ଅନନ୍ତନାଗ-ରାଜୌରୀ ଆସନରେ ଗୁଜ୍ଜର ନେତା ତଥା ନ୍ୟାସନାଲ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଟାଣୁଆ ନେତା ବିକ୍ରମ ଆରୁଖ ଓ ଅଶୋକ ପଣ୍ଡା ପରାସ୍ତ

ଭଞ୍ଜନଗର/ ଭୁବନେଶ୍ୱର: ଓଡ଼ିଶାରେ ଏଥର ବିଜେଡି ଯାହା ଆଶା କରିଥିଲା ତାହା ଧୂଳିସାତ ହୋଇଯାଇଛି | ବିଜେଡିର ଟାଣୁଆ ନେତା ତଥା ଭଞ୍ଜନଗରରୁ ବିଧାୟକ ଥିବା ବିକ୍ରମ ଆରୁଖ ପରାସ୍ତ ହୋଇଛନ୍ତି | କେବଳ ଏତିକି ନୁହେଁ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଭୁବନେଶ୍ୱର ଏକାମ୍ରରୁ ପରାସ୍ତ ହୋଇଛନ୍ତି |…
ଅଧିକ ଖବର ଦେଖନ୍ତୁ...