Daily Archives

June 6, 2024

ରାହୁଲ କଂଗ୍ରେସର ତାରକା, ସେ ସଂସଦରେ ବିରୋଧୀ ଦଳର ନେତା ହେବା ଉଚିତ୍: ଶଶି ଥରୁର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଫଳରେ ୧୦ ବର୍ଷ ପରେ ସଂସଦରେ ବିରୋଧୀ ଦଳର ନେତା କଂଗ୍ରେସ ପକ୍ଷରୁ ଚୟନ କରାଯିବ। ସଂସଦରେ ଦ୍ୱିତୀୟ ବୃହତ୍ତମ ଦଳ ହୋଇ ୧୦ ପ୍ରତିଶତରୁ ଅଧିକ ଆସନ ପାଇଥିବାରୁ କଂଗ୍ରେସ ଏହି ପଦବୀ ପାଇବ। ସଂସଦରେ ବିରୋଧୀ ଦଳର ନେତା…
ଅଧିକ ଖବର ଦେଖନ୍ତୁ...

ଟିକା ନେବା ପରେ ଶିଶୁକନ୍ୟାର ମୃତ୍ୟୁ: ମୃତଦେହ ଧରି ଧାରଣା ଦେଲେ ପରିବାର ଲୋକେ

ତେନ୍ତୁଳିଖୁଣ୍ଟି:  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦେଢ଼ ମାସର ଶିଶୁକନ୍ୟା ପ୍ରଥମ ଡୋଜ ଟିକା ନେବାର ୨୦ଘଣ୍ଟା ପରେ ମୃତ୍ୟବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାପରେ ସମ୍ପୃକ୍ତ ପରିବାର ଶିଶୁକନ୍ୟାର…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ ସିଗନାଲ ଡେଇଁବାର ଭୁଲ କଲେ ଚାଳକ, ଭିଡିଓରେ ଦେଖନ୍ତୁ ତା’ ପରର ଦୃଶ୍ୟ

ହାଇଦ୍ରାବାଦ: ଟ୍ରାଫିକ ସିଗନାଲ ଡେଇଁବାର ଭୁଲ କଲେ ଚାଳକ | ତା'ପରେ ଘଟିଥିବା ଘଟଣାର ଦୃଶ୍ୟ ହେଲା ଭାଇରାଲ| ସୋସିଆଲ ମିଡିଆ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ଏକ କାର ଧକ୍କା ଖାଇ ଓଲଟି ପଡୁଥିବା ଦେଖାଯାଇଛି | ସିଗନାଲ ନାଲି ଥିବା ଜାଣି ବି ଚାଳକ ରାସ୍ତା ପାର ହେବାକୁ ଚେଷ୍ଟା କରୁଥିଲେ,…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀ ନିବେଶକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି : ପିୟୁଷ ଗୋଏଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି ଯେ ବିଜେପିର ଶୀର୍ଷ ନେତାମାନେ ଷ୍ଟକ ବଜାର ଦୁର୍ନୀତି ଘଟାଇଛନ୍ତି ଏବଂ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହା ସିଧାସଳଖ ସମ୍ପୃକ୍ତ ଅଛନ୍ତି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେପି…
ଅଧିକ ଖବର ଦେଖନ୍ତୁ...

ମୋଦୀ ନୁହେଁ ଶିବରାଜଙ୍କୁ କରାଯାଉ ପ୍ରଧାନମନ୍ତ୍ରୀ: କଂଗ୍ରେସ ନେତାଙ୍କ ଦାବି

ଭୋପାଳ: ଲୋକସଭା ନିର୍ବାଚନର ଫଳାଫଳ ପରେ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ପକ୍ଷରୁ ସରକାର ଗଠନ ପାଇଁ ଯୋଜନା ଜାରି ରହିଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ସମସ୍ତ ନବ ନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡକାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ହଟିଲା ନିର୍ବାଚନୀ ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଗୁରୁବାର ପ୍ରତ୍ୟାହୃତ ହୋଇଛି। ନିର୍ବାଚନ ଆୟୋଗ ଆଜି ଓଡ଼ିଶାର ମୁଖ୍ୟ ସଚିବ ଓ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରାଇଛନ୍ତି।  ଅନ୍ୟପଟରେ ରାଜ୍ୟ ମୁଖ୍ୟ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କିମ୍ବା ପରାମର୍ଶରେ ଲାଭ ହୋଇପାରେ। ଅନ୍ୟମାନଙ୍କର ଆବଶ୍ୟକତା ଓ ଭାବନାକୁ ନେଇ ସମ୍ବେଦନଶୀଳ ହୋଇପାରନ୍ତି। କାମରେ ମନ ଲାଗିବ। ବୃଷ: ଶାନ୍ତିରେ କାମଧନ୍ଦା ପୂରା କରିବାକୁ ଚେଷ୍ଟା କରନ୍ତୁ। ଜୀବନସାଥୀର ଭାବନାକୁ ବୁଝିବାରେ ବହୁ ପରିଣାମରେ ସଫଳତା…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀର ପ୍ରବଳ ବର୍ଷା: ବାଲିସାଗର ପାର୍ଶ୍ବରେ ଥିବା ୨୦ ଘର ପାଣିରେ ବୁଡ଼ିଲା

ମାଲକାନଗିରି: ମାଲକାନଗିରିସ୍ଥିତ ବାଲିସାଗରକୁ ଏବେ ଉନ୍ନତିକରଣ କରାଯାଉଛି। କୋଟି0କୋଟି ଟଂକା ବ୍ୟୟରେ ଏହି ବାଲି ସାଗରକୁ ପୁନଃ ମରାମତି ସହ ଏହାର ଉନ୍ନତୀକରଣ କରାଯାଉଥିବା ବେଳେ ସାଗର ପାର୍ଶ୍ବରେ ଥିବା ଘରଗୁଡିକ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ସାଗରର ହୁଡ଼ାଗୁଡିକ ବହୁ ଉଚ୍ଚା ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଟସ୍ ଜିତିଲା ଆମେରିକା: ପ୍ରଥମେ ବୋଲିଂ ନିଷ୍ପତ୍ତି

ଡଲାସ୍‌:ଆଇସିସି ଟି-୨୦ ବିଶ୍ବକପର ୧୧ତମ ମ୍ୟାଚ୍‌ରେ ଆମେରିକା ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଡଲାସ୍‌ର ଗ୍ରାଣ୍ଡ୍ ପ୍ରେରି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଆମେରିକା ଅଧିନାୟକ ମୋନାଙ୍କ ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରୁଷର ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ

କିଭ୍: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୨ ବର୍ଷରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ସୁଦ୍ଧା ଅସ୍ତ୍ରଶସ୍ତ୍ର ଅଭାବରୁ ରୁଷ୍ ସହ ଯୁଦ୍ଧରେ ୟୁକ୍ରେନ୍ ପଛରେ ପଡ଼ିଥିଲା। କିନ୍ତୁ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ମିଳିବା ପରେ ୟୁକ୍ରେନ ପୁଣି ଥରେ ଯୁଦ୍ଧରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ୟୁକ୍ରେନ…
ଅଧିକ ଖବର ଦେଖନ୍ତୁ...