Daily Archives

June 9, 2024

ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ ଉଦଯାପିତ: ୧୫ଟି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ, ଦର୍ଶକ ଉତ୍ସାହିତ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଶେଷ ଦିନରେ ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ଅମିତ ରାଏଙ୍କ ମାଷ୍ଟର କ୍ଲାସ ପ୍ରମୁଖ ଆକର୍ଷଣ ଥିଲା। ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଉଦଯାପନୀ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ: କାର୍‌ ଭିତରେ ଫସିଗଲା ଓଟ

ହନୁମାନଗଡ଼: ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାରେ ଶନିବାର ରାତିରେ ଅନ୍ଧାରରେ ଏକ କାର୍‌ ଧକ୍କା ଦେବାରୁ ଏକ ଓଟ ଘଣ୍ଟା ଘଣ୍ଟା ଧରି କାର୍‌ ଭିତରେ ଫସି ରହିଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାର ଏକ ଭିଡିଓରେ ଓଟଟି ଗାଡିର ସମ୍ମୁଖ ପାର୍ଶ୍ୱରେ ଅଟକି ରହିଥିବା ଯନ୍ତ୍ରଣାରେ ଛଟପଟ…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାରରେ ସବୁଠାରୁ ଧନୀ ମନ୍ତ୍ରୀ

ନୂଆଦିଲ୍ଲୀ : ଚନ୍ଦ୍ରଶେଖର ପେମସାନି ଗୁଣ୍ଟୁରରୁ ନବନିର୍ବାଚିତ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦ ଏବଂ ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ଜଣେ ରାଷ୍ଟ୍ରମନ୍ତ୍ରୀଭାବେ ଶପଥଗ୍ରହଣ କରିଛନ୍ତି । ବୃତ୍ତିରେ ଡାକ୍ତର ଥିବା ୪୮ ବର୍ଷୀୟ ଚନ୍ଦ୍ରଶେଖରଙ୍କୁ ୧୮ତମ ଲୋକସଭା…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍‌-୨୦୨୪: ପାକିସ୍ତାନ ଆଗରେ ୧୨୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ନ୍ୟୁୟର୍କ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ବକପ୍‌ରେ ରବିବାର ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛି। ନ୍ୟୁୟର୍କର କାଉଣ୍ଟି ଷ୍ଟାଡିୟମରେ ଜାରି ଥିବା ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...

ଘରେ ବସି ଫୋନ ମାଧ୍ୟମରେ ଦେଇହେବ ଜୀବନ ପ୍ରମାଣପତ୍ର

ନୂଆଦିଲ୍ଲୀ: ନିରବଚ୍ଛିନ୍ନ ଭାବେ ପେନସନ ସୁବିଧା ଜାରି ରଖିବାକୁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥା (ଇପିଏଫଓ) ର ୭୮ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ବା ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ । ପୂର୍ବରୁ ପେନସନଧାରୀମାନଙ୍କୁ ବ୍ୟକ୍ତିଗତ ଭାବେ ବ୍ୟାଙ୍କକୁ…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ ୪ରେ ଷ୍ଟକ ବଜାର ହ୍ରାସ ନେଇ ସୁପ୍ରିମ୍‌କୋର୍ଟରେ ପିଟିସନ୍‌

ନୂଆଦିଲ୍ଲୀ: ଜୁନ୍‌ ୪ ତାରିଖରେ ନିର୍ବାଚନ ଫଳାଫଳ ଦିନ ନିବେଶକମାନେ କୋଟି କୋଟି ଟଙ୍କା ହରାଇଥିବା ବେଳେ ସେୟାର ମାର୍କେଟ କ୍ରାସ୍‌ ର ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କେନ୍ଦ୍ର ସରକାର ଏବଂ ଭାରତୀୟ ନିରାପତ୍ତା ଓ ବିନିମୟ ବୋର୍ଡ (ସେବି)କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଏକ…
ଅଧିକ ଖବର ଦେଖନ୍ତୁ...

ମୋଦୀ କ୍ୟାବିନେଟରେ ଜାତି ସମୀକରଣ ଉପରେ ଗୁରୁତ୍ବ, ଜାଣନ୍ତୁ କେଉଁ ବର୍ଗରୁ କେତେଜଣ ମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ୭୧ ଜଣ ମନ୍ତ୍ରୀଙ୍କ ସହ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏମାନଙ୍କ ମଧ୍ୟରେ ୨୧ ଜଣ ଉଚ୍ଚ ଜାତି, ୨୭ ଜଣ ଓବିସି, ୧୦ ଜଣ ଦଳିତ, ୫ ଜଣ ଆଦିବାସୀ ଓ ୫ ଜଣ ସଂଖ୍ୟାଲଘୁ ଜାତିର ରହିଛନ୍ତି। ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ବିଜେପି…
ଅଧିକ ଖବର ଦେଖନ୍ତୁ...

ପାନ ମସଲା ଓ ଗୋରା ହେବା କ୍ରିମର ବିଜ୍ଞାପନ କରିବାକୁ ଚାଁହୁନାହାନ୍ତି କାର୍ତ୍ତିକ

ନୂଆଦିଲ୍ଲୀ: ପାନ ମସଲା ଏବଂ ଫେୟାରନେସ୍ କ୍ରିମର ବିଜ୍ଞାପନକୁ ନେଇ ତାରକାମାନେ ଅନେକ ଥର ବିବାଦର ସମ୍ମୁଖୀନ ହୋଇଛନ୍ତି | ସମ୍ପ୍ରତି ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ମଧ୍ୟ ଫେୟାର କ୍ରିମ୍ ଏବଂ ପାନ ମସଲାର ବିଜ୍ଞାପନ ପାଇଁ ଅଫର ପାଇଛନ୍ତି କିନ୍ତୁ ସେ ମନା…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସରେ ହୋଇପାରେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ନେଇ ଘୋଷଣା

ଶ୍ରୀନଗର: ଚଳିତ ମାସରେ ଜମ୍ମୁ-କଶ୍ମୀର ବିଧାନସଭା ପାଇଁ ନିର୍ବାଚନ ଘୋଷଣା ହୋଇପାରେ। ନିର୍ବାଚନ କମିଶନ ଏହି ଅଞ୍ଚଳରେ ସକାରାତ୍ମକ ବାତାବରଣର ଫାଇଦା ଉଠାଇ ଖୁବଶୀଘ୍ର ନିର୍ବାଚନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ନିର୍ବାଚନ ଶେଷ ହେବ। ଯଦିଓ…
ଅଧିକ ଖବର ଦେଖନ୍ତୁ...

ଅଂଶୁଘାତରେ ବୃଦ୍ଧାଙ୍କ ମୃତ୍ୟୁ ଅଭି‌ଯୋଗ

ରାଇରଙ୍ଗପୁର: ଦୁଇଦିନ ହେବ ଗ୍ରୀଷ୍ମର ଉତ୍ତାପ ବଢିବାରେ ଲାଗିଛି। ଫଳରେ ମନୁଷ୍ୟଠାରୁ ଆରମ୍ଭ କରି ପଶୁପକ୍ଷୀ ସମେତ ଅନ୍ୟ ଜୀବଜନ୍ତୁ ଡହଳବିକଳ ହେଉଛନ୍ତି। ତେବେ ଅଥ୍ୟଧିକ ଖରାର ଉତତାପ ଯୋଗୁଁ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଶ୍ୟାମସୁନ୍ଦର ଗ୍ରାମରେ ଜଣେ ବୃଦ୍ଧାଙ୍କ ଅଂଶୁଘାତରେ…
ଅଧିକ ଖବର ଦେଖନ୍ତୁ...