Daily Archives

June 14, 2024

ମଝି ଆକାଶରେ ଖରାପ ହୋଇଗଲା ବିମାନ ଏସି; ଅସହ୍ୟ ଗରମରେ ଆଉଟପାଉଟ ହୋଇ ଅଚେତ ହୋଇପଡ଼ିଲେ ଯାତ୍ରୀ

ନୂଆଦିଲ୍ଲୀ: ସମୟସମୟ ବିମାନ ଭିତରେ ‌ଯାତ୍ରୀଙ୍କ ଅଦ୍ଭୁତ କାରନାମା ସବୁ ସାମ୍ନାକୁ ଆସିଥାଏ। କେତେବେଳେ ଯାତ୍ରୀ ମଦ ପିଇ ହଙ୍ଗାମା କଲେଣି ତ ଆଉ କେତେବେଳେ ବସି ଥିବା ସିଟରେ ପରିସ୍ରା କଲେଣି ତ ପୁଣି କେତେବେଳେ ସହଯାତ୍ରୀଙ୍କୁ ଅସଦାଚଣ କରିବା ନେଇ ଅଭିଯୋଗ ହୋଇଥାଏ। ନିକଟ‌ରେ  ଗ୍ରୀସର…
ଅଧିକ ଖବର ଦେଖନ୍ତୁ...

ଆରଏସ୍ଏସ୍-ବିଜେପି ମତଭେଦ ଚର୍ଚ୍ଚା ମଧ୍ୟରେ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବେ ମୋହନ ଭାଗବତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅସନ୍ତୋଷ ମଧ୍ୟରେ ଆସନ୍ତାକାଲି ( ଶନିବାର) ଉତ୍ତରପ୍ରଦେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ…
ଅଧିକ ଖବର ଦେଖନ୍ତୁ...

ଜେଲରେ ରହି ସରକାର ଚଳାଇ ହେବନାହିଁ: କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖାଯାଇଥିବା ଜଳ ସଙ୍କଟକୁ ନେଇ ଅଲ ଇଣ୍ଡିଆ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଜେଲରୁ ଚାଲିପାରିବ ନାହିଁ। ଅରବିନ୍ଦ କେଜ୍ରିୱାଲ ଜେଲ ଭିତରେ ଅଛନ୍ତି। ସର୍ବଦଳୀୟ ବୈଠକ ଡାକି ଜଳ ସଙ୍କଟର…
ଅଧିକ ଖବର ଦେଖନ୍ତୁ...

ଚାଉଳ ମିଲରେ କାମ ପରେ କ୍ଳାନ୍ତ ହୋଇ ଶୋଇପଡ଼ିଥିବା ମା’ ପାଖରୁ ଶିଶୁକୁ ଉଠାଇ ନେଇ ଦୁଷ୍କର୍ମ କଲା ଟ୍ରକ ଚାଳକ

ନୂଆଦିଲ୍ଲୀ: ତେଲାଙ୍ଗାନର ପେଡ୍ଡାପାଲ୍ଲି ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗତକାଲି ବିଳମ୍ବିତ ରାତିରେ ଜଣେ  ଯୁବକ ମା’ ପାଖରେ ‌ଶୋଇଥିବା ଶିଶୁକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ…
ଅଧିକ ଖବର ଦେଖନ୍ତୁ...

ଚୀନା ମୋବାଇଲ କମ୍ପାନି ଭିଭୋର ଭାରତୀୟ ବ୍ୟବସାୟକୁ କିଣିବ ଟାଟା !

ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ କମ୍ପାନୀ ଟାଟା ଏବେ ମୋବାଇଲ ତିଆରି ବ୍ୟବସାୟରେ ପ୍ରବେଶ କରିବାକୁ ଯାଉଛି । ତେବେ ପ୍ରାୟ ଏକ ଦଶନ୍ଧି ତଳେ ଟାଟା ଗ୍ରୁପ୍ ଉଭୟ ମୋବାଇଲ ନେଟୱାର୍କ ଓ ହ୍ୟାଣ୍ଡସେଟ୍ ତିଆରି କରୁଥିଲା। କିନ୍ତୁ ପରେ ସେଥିରୁ ଓହରି ଯାଇଥିଲା ।  ଏବେ ପୁଣି ସ୍ମାର୍ଟଫୋନ୍ ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ବିଶ୍ବ ରକ୍ତଦାତା ଦିବସ ପାଳିତ: ରକ୍ତଦାତା ରକ୍ତଦାନ କରି ପୂଣ୍ୟ ଅର୍ଜନ କରେ

ମାଲକାନଗିରି: ଜିଲ୍ଲା ରକ୍ତ ଭଣ୍ଡାର କେନ୍ଦ୍ର ତରଫରୁ ବିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ସୋମନାଥ ପ୍ରଧାନ ସ୍ଥାନୀୟ ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟଠାରେ ସବୁଜ ପତାକା ଦେଖାଇ ସଚେତନତା ଶୋଭାଯାତ୍ରାକୁ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମୃତ୍ୟୁର ଜାଲ ଖଞ୍ଜିଥିଲେ ନକ୍ସଲ: ୩୩୫୦ଟି ସ୍ପାଇକ କାଠି ଉଦ୍ଧାର

ମାଲକାନଗିରି: ମାଓବାଦୀଙ୍କ କାର୍ଯ୍ୟକଳାପ ଯୋଗୁଁ ଛତିଶଗଡ଼ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଂଚଳର ଆଦିବାସୀ ଲୋକମାନେ ଭୟଭୀତ ହେଉଛନ୍ତି। ତେଲେଙ୍ଗାନା-ଛତିଶଗଡ଼ର ଜଙ୍ଗଲରେ ରହୁଥିବା ଆଦିବାସୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି ଯେ ସେମାନେ ଜଂଗଲକୁ ଗଲେ ମାଓବାଦୀର ଆଖ୍ୟା ଦିଆଯାଉଛି। ଜଂଗଲରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କେହି ମୁସଲିମ ବ୍ୟକ୍ତି ନଥିବାରୁ ପ୍ରଶ୍ନ ଉଠାଇଲେ ସପା ନେତା

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ନେତା ଏସଟି ହାସନ ମୋଦୀଙ୍କ କ୍ୟାବିନେଟରେ ଜଣେ ବି ମୁସଲମାନ ଚେହେରାକୁ ସ୍ଥାନ ନଦେବା ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ସ୍ୱାଧୀନତା ପରଠାରୁ ଏହା ପ୍ରଥମ ଥର ପାଇଁ ଘଟିଛି ଯେ କେନ୍ଦ୍ର କ୍ୟାବିନେଟରେ କୌଣସି ମୁସଲମାନ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

ସ୍କୁଟି-ବାଇକ ମୁଁହାମୁହିଁ ଧକ୍କା: ଜଣେ ମୃତ, ତିନି ଗୁରୁତର

ରାଉରକେଲା: ରଜ ମଉଜ କରିବାକୁ ମାଂସ ଆଣିବାକୁ ବାଇକରେ ଯାଉଥିଲେ ତିନି ସାଙ୍ଗ। କୁକୁଡ଼ା କିଣି ଫେରିବା ବେଳେ ବାଟରେ ଆଉ ଜଣେ ସାଙ୍ଗ ସମ୍ବାରୁ ନାଏକ ଦେଖା ହୋଇଗଲା। ୪ ଜଣ ସାଙ୍ଗ ବାଇକରେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ସ୍କୁଟି ସହ ପିଟି ହୋଇ ଯାଇଥିଲା। ଫଳରେ ମାନ ଦେହୁରୀ ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ‘ଦୋ ଓର ଦୋ ପ୍ୟାର୍’

ନୂଆଦିଲ୍ଲୀ: କିଛି ଦିନ ତଳେ ପ୍ରେକ୍ଷାଳୟରେ ବିଦ୍ୟା ବାଲାନ୍, ପ୍ରତୀକ ଗାନ୍ଧୀ, ଇଲିଆନା ଡି’କ୍ରୁଜ୍ ଏବଂ ସେଣ୍ଟିଲ୍ ରାମମୂର୍ତ୍ତିଙ୍କ ଅଭିନୀତ 'ଦୋ ଓର ଦୋ ପ୍ୟାର୍' ମୁକ୍ତିଲାଭ କରିଥିଲା। ପୁରସ୍କାର ପ୍ରାପ୍ତ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ଶ୍ରୀଶା ଗୁହା ଠାକୁରତାଙ୍କ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...