Daily Archives

June 16, 2024

ବୀରଚକ୍ର ଯବାନ ସହିଦ ନୁଦୁରାମଙ୍କ ସହିଦ ଦିବସ ପାଳିତ

ରାଇରଙ୍ଗପୁର: ସହିଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ମୋଚିରାମ ମାଝୀଙ୍କ ସଭାପତିତ୍ଵରେ ଓ ଟ୍ରଷ୍ଟର ପ୍ରତିଷ୍ଠାତା ମନରଂଜନ ହାଁସଦାଃଙ୍କ ଆବାହକତ୍ଵରେ ସହିଦ ନୁଦୁରାମଙ୍କ ପୈତୃକ ଗ୍ରାମ ବଡ ଚମ୍ପାଉଦାଠାରେ ଚତୁର୍ଥ ବାର୍ଷିକ ସହିଦ ଦିବସ ପାଳିତ ହୋଇଯାଇଛି। ସହିଦଙ୍କ ବଂଶଜବୃଦ୍ଧା…
ଅଧିକ ଖବର ଦେଖନ୍ତୁ...

ଏହା ଆରଏସଏସର କାମ ନୁହେଁ, ଅଯୋଧ୍ୟାରେ ବିଜେପିର ପରାଜୟ ସଂପର୍କରେ କହିଲେ ଚମ୍ପତ ରାୟ

ରାୟବରେଲି : ଅଯୋଧ୍ୟାରେ ବିଜେପିର ପରାଜୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଅଯୋଧ୍ୟା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ । ରାୟବରେଲିରେ ଅନୁଷ୍ଠିତ ବିଶ୍ୱ ହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣର ସମାପନୀ…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥ ଅଛନ୍ତି ଶାହରୁଖଙ୍କ ଶିକ୍ଷକ, ଥରେ ଭେଟିବାକୁ ଅନୁରୋଧ କଲେ କଂଗ୍ରେସ ନେତ୍ରୀ

ମୁମ୍ବାଇ: ବଲିଉଡ ବାଦଶାହ ଅଭିନେତା ଶାହାରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଜୀବନରେ ଥରେ ତାଙ୍କୁ ଭେଟିବାକୁ ଚାହାଁନ୍ତି | ତେବେ ଆଜି କଂଗ୍ରେସ ନେତ୍ରୀ ଜରିତା ଲେତଫ୍ଲାଙ୍ଗ ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କୁ ଏକ ନିବେଦନ କରିଛନ୍ତି। ସେ ଶାହରୁଖଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ ନିଜର…
ଅଧିକ ଖବର ଦେଖନ୍ତୁ...

ବ୍ୟକ୍ତିଗତ କାରଣ ପାଇଁ କାହାକୁ ନଜଣାଇ ବିବାହ କରିବାକୁ ପଡ଼ିଥିଲା

ନୂଆଦିଲ୍ଲୀ: ତାପସୀ ପନ୍ନୁ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଫିର ଆଇ ହସିନ୍ ଦିଲରୁବା' ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଥିସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବି ଚର୍ଚ୍ଚା ଜୋର ଧରିଛି। ଚଳିତ ବର୍ଷ ଏପ୍ରିଲରେ ତାପସୀ ପନ୍ନୁଙ୍କ ଗୁପ୍ତ ବିବାହର ଭିଡିଓ ଏବଂ ଫଟୋ ଇଣ୍ଟରନେଟରେ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ: ମରଶରୀର ଆଣିବା ପାଇଁ ସାଂସଦଙ୍କ ଉଦ୍ୟମ

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ମୃତ ଓଡ଼ିଆ ଯୁବକ ରଜତ କୁମାର ଜେନାଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ପୁରୀ…
ଅଧିକ ଖବର ଦେଖନ୍ତୁ...

ମାନବୀୟ ସହାୟତା ଯୋଗାଣ ପାଇଁ ଗାଜାରେ ଅସ୍ତ୍ରବିରତି ଘୋଷଣା କଲା ଇସ୍ରାଏଲ୍

ଜେରୁଜେଲମ୍: ରବିବାର ଦକ୍ଷିଣ ଗାଜା ଉପତ୍ୟକାରେ ଇସ୍ରାଏଲ ସେନା ହଠାତ୍ ଅସ୍ତ୍ରବିରତି ଘୋଷଣା କରିଛି। ହାମାସର ଏକ ବଡ଼ ଓ ମାରାତ୍ମକ ଆକ୍ରମଣରେ ଇସ୍ରାଏଲ ର ୮ ଜଣ ସୈନିକ ନିହତ ହୋଇଥିବା ବେଳେ ଇସ୍ରାଏଲର ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୌଣସି ଭୟରେ ନୁହେଁ ବରଂ ମାନବୀୟ ସହାୟତା…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗ ଷ୍ଟାଡିୟମ୍‌ରେ ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ସାମ୍ବାଦିକ

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି। ନୂଆ ସରକାର ଗୋଟିଏ ପରେ ଗୋଟିଏ ବଡ଼ବଡ଼ ନିଷ୍ପତ୍ତି ନେଉଛନ୍ତି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ଓ ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ପରେ ମୋହନ ସରକାର ଆଉ ଏକ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଏଥିପାଇଁ ଏନଡିଏ କମ ଆସନ ପାଇଲା, କାରଣ କହିଲେ ରାମଦାସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ପରେ କେନ୍ଦ୍ରରେ ଏନଡିଏ ସରକାର ଗଠନ କରାଯାଇଛି। କିନ୍ତୁ ନିର୍ବାଚନରେ ​​ଏନଡିଏର ପ୍ରଦର୍ଶନକୁ ନେଇ ରାଜନୈତିକ ବିତର୍କ ଜାରି ରହିଛି। ମହାରାଷ୍ଟ୍ରରେ ମହାଯୁତିର ଖରାପ ପ୍ରଦର୍ଶନକୁ ନେଇ ଆଲୋଚନା ଚାଲିଥିବାବେଳେ କେନ୍ଦ୍ର ମନ୍ତ୍ରୀ ତଥା ରିପବ୍ଲିକାନ୍…
ଅଧିକ ଖବର ଦେଖନ୍ତୁ...

ଅନିୟନ୍ତ୍ରିତ ହୋଇ ମାଡ଼ି ଆସୁଥିବା ବସ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ଦୁଇମହିଳା

ନୂଆଦିଲ୍ଲୀ: ଯାହାକୁ ରଖିବେ ଅନନ୍ତ କି କରି ପାରିବ ବଳବନ୍ତ  ବୋଲି କଥାରେ ଅଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦ୍ରୁତଗତିରେ ମାଡ଼ି ଆସୁଥିବା ଏକ ବସ ଧକ୍କାରୁ ଦୁଇଜଣ ମହିଳା ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ତାମିଲନାଡୁର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଛି ଆୟର୍ଲାଣ୍ଡ

ଫ୍ଲୋରିଡା : ଆମେରିକାର ଫ୍ଲୋରିଡାଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ଲିଗ୍ ମ୍ୟାଚରେ ପାକିସ୍ତାନ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଛି ଆୟର୍ଲାଣ୍ଡ । ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ପ୍ରଥମେ ବ୍ୟାଟିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...