Daily Archives

June 17, 2024

ଆହାର କେନ୍ଦ୍ରରେ ଖାଇଲେ ବିଧାୟକ: ଲମ୍ବା ଧାଡ଼ିରେ ଛିଡ଼ାହୋଇ ଟୋକନ୍‌ନେଲେ

ରାଉରକେଲା: ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଥିବା ଦୁଇଟି ଆହାର କେନ୍ଦ୍ର ପରିଦର୍ଶନ କରିଛନ୍ତି ବିଧାୟକ ଦୁର୍ଗା ଚରଣ ତନ୍ତୀ। ଏହାସହ ଜନସାଧାରଣଙ୍କ ସହ ମିଶି ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କରିଛନ୍ତି। ଏହା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ରଘୁନାଥପାଲି ବିଧାନସଭା କ୍ଷେତ୍ର…
ଅଧିକ ଖବର ଦେଖନ୍ତୁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ କରୁଥିବା ବେଳେ ବିଜେପି ନେତାଙ୍କ ହେଲା ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ପୂର୍ବତନ ଏମଏଲସି ଏମବି ଭାନୁପ୍ରକାଶ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସୋମବାର ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ପୂର୍ବରୁ ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମା’ ପୁଅକୁ କାର ଶିଖାଇବାର ସୁନ୍ଦର ମୁହୂର୍ତ୍ତର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ନୂଆ କିଛି ଶିଖିବା ଆଉ ଅନ୍ୟକୁ କିଛି ନୂଆ ଶିଖେଇବା ପାଇଁ କୌଣସି ବୟସ ନଥାଏ । ଆଜିକାଲି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଖୁସି ଲାଗିବା ସହିତ ନୂଆ କିଛି ଶିଖିବାର ଉତ୍ସାହ ବଢ଼ିଯିବ। ଏହି ଭିଡିଓରେ ଜଣେ ବୟସ୍କ ମହିଳା କାର…
ଅଧିକ ଖବର ଦେଖନ୍ତୁ...

ବିଶ୍ବର ସର୍ବପୁରାତନ ମାରାଥନରେ ଚମକିଲେ ସୁମିତ

ରାଉରକେଲା: ରାଉରକେଲାର ଉଦୀୟମାନ ଅଲ୍‌ଟ୍ରାରନର୍‌ ସୁମିତ ସିଂହ ବିଶ୍ବର ସର୍ବପୁରାତନ ମାରଥାନଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ‘୯୭ତମ କମ୍ରେଡ୍‌ ମାରାଥନ୍‌’ରେ କୃତିତ୍ବ ଅର୍ଜନ କରିଛନ୍ତି। ସୁମିତ ୧୦ ଘଣ୍ଟା ୩୦ ମିନିଟ୍‌ରେ ୮୫.୯୧ କିଲୋମିଟର ଦୌଡ଼ି ଫିନିସ୍‌ ଲାଇନ୍‌ ଛୁଇଁଥିଲେ। ମାତ୍ରାଧିକ…
ଅଧିକ ଖବର ଦେଖନ୍ତୁ...

ବୀରଗୋବିନ୍ଦପୁରରେ ଗୋଷ୍ଠୀସଂଘର୍ଷ 

ଆନନ୍ଦପୁର: କେନ୍ଦୁଛର ଜିଲ୍ଲା ଘସିପୁରା ଥାନା ବୀରଗୋବିନ୍ଦପୁର ଗ୍ରାମରେ ରଜ ଅବସରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ଅଭିଯୋଗ ହୋଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଘସିପୁରା ଥାନା ପକ୍ଷରୁ ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ବିବାହର ୮ମାସ ପରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଅଭିନେତା ଅଜୟ  ଦେବଗନଙ୍କ ସହିତ ସିନେମା ‘ଭୋଲା’ରେ କାମ କରିଥିବା ଅଭିନେତ୍ରୀ ଅମାଲା ପାଲ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି। ନିକଟରେ ତାଙ୍କ ଡେଲିଭରି ହୋଇଛି। ସେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏ ଖୁସି ଖବର ପାଇଁ ତାଙ୍କ ଫ୍ୟାନ୍ସମାନେ ଉତ୍ସାହିତ ଯେତିକି ହୋଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା ରୁଟ୍‌ରେ ‘ଆଣ୍ଟି-କଲିସନ୍‌’ ସିଷ୍ଟମ ନିଖୋଜ

ନୂଆଦିଲ୍ଲୀ: ଗୁଆହାଟୀ-ଦିଲ୍ଲୀ ରୁଟ୍‌ରେ ରେଳବାଇର ’କବଚ’ ବା ଟ୍ରେନ୍‌ ଧକ୍କା ବିରୋଧୀ ବ୍ୟବସ୍ଥା ନଥିବା ବେଳେ ସୋମବାର ସିଆଲଦା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ ସହ ମାଲବାହୀ ଟ୍ରେନ୍‌ର ଧକ୍କା ହୋଇଥିଲା। ରେଳବାଇ ବୋର୍ଡର ଅଧ୍ୟକ୍ଷା ଜୟା ବର୍ମା ସିହ୍ନା କହିଛନ୍ତି ଯେ ଏହି ରୁଟ୍‌ ପାଇଁ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଭିଡିଓରେ ’ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ଗ୍ରାହକଙ୍କୁ ମିଳିଲା ଉଭୟ ଦୁଃଖ ଓ ଖୁସି ଖବର

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ସୋ’ ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ସିଜନ ୧ ବନ୍ଦ ହେବାକୁ ଯାଉଛି। ସୋ’ ବନ୍ଦ ହେବାର ଘୋଷଣା ସୁନୀଲ ଗ୍ରୋଭର ନିକଟ‌ରେ ଏକ ଭିଡିଓ ସେୟାର କରି ଦେଇଛନ୍ତି। ତେବେ ଭିଡିଓ ଦେଖି କିଛି ସମୟ ପାଇଁ ଦୁଃଖୀ ହୋଇଯାଉଥିବା ଗ୍ରାହକ ପୁଣି ଖୁସି ହୋଇଯାଉଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମରୁଭୂମିରେ ଛାଇ ହୋଇ  ଅଚେତ ପ୍ରେମିକାଙ୍କୁ ବଞ୍ଚାଇଲେ ପ୍ରେମିକ

ନୂଆଦିଲ୍ଲୀ: କାଲିଫର୍ଣ୍ଣିଆର ମରୁଭୂମିରୁ ଏକ ପ୍ରେମୀଯୁଗଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ। ଚିକିତ୍ସା ପରେ ଉଭୟ ସୁସ୍ଥ ଅଛନ୍ତି। ଦକ୍ଷିଣ କାଲିଫର୍ଣ୍ଣିଆର ଜୋସୁଆ ଟ୍ରି ନ୍ୟାସନାଲ ପାର୍କ ମରୁଭୂମିକୁ ଟ୍ରାକିଂ ପାଇଁ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମିସନ ଶକ୍ତିରେ ବ୍ୟାପକ ହେରଫେର ଅଭିଯୋଗ: ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା

ବେତନଟୀସଦର: ଆଜି ବେତନଟୀ ବ୍ଲକ ଅଁଳା ପଂଚାୟତ ଅଧୀନରେ ଥିବା ଖଡ଼ିକାପଦା ମିସନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ମୁତାବକ ଅଁଳା ପଂଚାୟତ ମିସନ ଶକ୍ତି ପକ୍ଷରୁ ଆସିଥିବା ଅର୍ଥ ରାଶିକୁ ଚଞ୍ଚକତା ପୂର୍ବକ ସେହି ପଂଚାୟତର ବିଏଲଏଫର ପ୍ରେସିଡେଣ୍ଟ…
ଅଧିକ ଖବର ଦେଖନ୍ତୁ...