Daily Archives

June 18, 2024

ଲୋକସଭା-ବିଧାନସଭା ନିର୍ବାଚନରେ ​​ପରାଜୟ: ଇଭିଏମ୍ ଉପରେ ଦୋଷ ଲଦିଲେ ଜଗନ୍ ମୋହନ

ଗୁଣ୍ଟୁର: ୱାଇଏସଆରସିପି ସୁପ୍ରିମୋ ୱାଇଏସ ଜଗନ୍ ମୋହନ ରେଡ୍ଡୀ ମଙ୍ଗଳବାର ନିର୍ବାଚନରେ ​​ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ବାଲଟ୍ ପେପର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ସମ୍ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

କାରରେ ବସି ରିଲ୍ସ କରୁଥିବା ବେଳେ ଖାଇକୁ ଖସିପଡ଼ିଲା କାର: ଘଟଣାସ୍ଥଳରେ ଯୁବତୀଙ୍କ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ଆଜିକାଲି ରିଲ୍ସ ନିଶାରେ ପିଲାଠାରୁ ବୃଦ୍ଧ ସମସ୍ତେ ବାୟା। ଯିଏ ଯେଉଁଠାରେ ପାଉଛନ୍ତି ରିଲ୍ସ କରିବା ଆରମ୍ଭ କରି ଦେଉଛନ୍ତି। ଏଥିପାଇଁ ଅନେକ ଅଘଟଣ ବି ଘଟି ଯାଉଛି। କାହାର ଜୀବନ ବି ଚାଲି ଯାଉଛି। ଏମିତି ଘଟଣା କ୍ରମ‌ାଗତ ସାମ୍ନାକୁ ଆସିବା ପରେ ଏଥିପାଇଁ ଅନେକ ନିୟମ କାନୁନ ବି…
ଅଧିକ ଖବର ଦେଖନ୍ତୁ...

ଡ୍ରେନ୍‌ରେ ବୁଡ଼ି ଶିଶୁର ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ ମଙ୍ଗଳବାର ଅପରାହ୍‌ଣରେ ନାଳରେ ଭାସିଯାଇ ୮ ବର୍ଷ ବୟସର ନାବାଳକ ଶିଶୁର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିଗ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି…
ଅଧିକ ଖବର ଦେଖନ୍ତୁ...

୧୭,୪୭୧ ପଦବୀ ପାଇଁ ମହାରାଷ୍ଟ୍ର ପୁଲିସକୁ ମିଳିଲା ୧୭.୭୬ ଲକ୍ଷ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସରେ ଜୁନ୍‌ ୧୯ରୁ ଆରମ୍ଭ ହେବାକୁ ଥିବା ୧୭,୪୭୧ କନଷ୍ଟେବୁଲାରି ପଦବୀ ପୂରଣ ପାଇଁ ନିଯୁକ୍ତି ଅଭିଯାନରେ ୧୭.୭୬ ଲକ୍ଷ ଆବେଦନ ଆସିଛି। କନଷ୍ଟେବଳ, ଡ୍ରାଇଭର, ବ୍ୟାଣ୍ଡମ୍ୟାନ, ଏସଆରପିଏଫ କର୍ମଚାରୀ ଏବଂ ଜେଲ କର୍ମଚାରୀ ପଦବୀ ପାଇଁ ଏହି ନିଯୁକ୍ତି ଅଭିଯାନ ଚାଲିଛି।…
ଅଧିକ ଖବର ଦେଖନ୍ତୁ...

ବିଜେପି ସାଂସଦ ଅନନ୍ତ ମହାରାଜଙ୍କୁ ଭେଟିଲେ ମମତା: ଅଧଘଣ୍ଟା ଧରି ବୈଠକ, ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜାରି

କୋଲକାତା: ମଙ୍ଗଳବାର ଅପରାହ୍ନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଅନନ୍ତ ମହାରାଜ ଓରଫ ନଗେନ ରାୟଙ୍କୁ ତାଙ୍କ କୁଚବିହାର ସ୍ଥିତ ବାସଭବନରେ ଭେଟିଛନ୍ତି। ନଗେନ ପାରମ୍ପରିକ ଉତ୍ତରୀୟ ଏବଂ ପାନପତ୍ର ସହିତ ଚକଚକା ପ୍ୟାଲେସରେ ମମତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ ପାଇଁ ପ୍ରଥମେ ଆଗେଇ ଆସିଥିବା ଲୋକଙ୍କୁ ମିଳିବ ସରକାରୀ ଚାକିରି!

ନୂଆଦିଲ୍ଲୀ: ଗତସୋମବାର ଦିନ ଅଗରତାଲାରୁ ସିୟାଲଦହ ଆସୁଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସ୍‌କୁ ପଛପଟୁ ଏକ ମାଲ୍‌ବାହୀ ଟ୍ରେନ୍‌ ଧକ୍କା ଦେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଏବେ ଟ୍ରେନକୁ ବାତିଲ ଓ ମାର୍ଗଚ୍ୟୁତ କରାଯାଇଛି। ଦୁର୍ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ ସୁଦ୍ଧା ଜାତୀୟ ମହିଳା କମିଶନକୁ ଆସିଛି ୧୨,୬୦୦ ଅଭିଯୋଗ; ସର୍ବାଧିକ ୟୁପିରୁ

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ନିକଟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୨,୬୦୦ ଅଭିଯୋଗ ଆସିଛି ଏବଂ ଉତ୍ତରପ୍ରଦେଶ ସର୍ବାଧିକ ଅଭିଯୋଗ ପଞ୍ଜୀକରଣ କରିବାର ସନ୍ଦେହଜନକ ଗୌରବ ହାସଲ କରିଛି ବୋଲି ସରକାରୀ ତଥ୍ୟରୁ ଜଣା ପଡ଼ିଛି। ଘରୋଇ ହିଂସା ବ୍ୟତୀତ ଅନ୍ୟ ନାରୀ ନିର୍ଯାତନା ସହ…
ଅଧିକ ଖବର ଦେଖନ୍ତୁ...

ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି ଜାରି କ‌ଲେ ପ୍ରଧାନମନ୍ତ୍ରୀ: ପ୍ରତି ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିଲା ଦୁଇ…

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି ବାରାଣସୀରେ ଜାରି କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ସଖି ଭାବରେ ତାଲିମ ପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ପିଏମ୍ କିଷାନ ନିଧି ଯୋଜନାର…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଣାମ ଜଣାଇବା ପରେ ଦୁଇମନ୍ତ୍ରୀଙ୍କ ମୁଣ୍ଡକୁ ପରସ୍ପର ସହିତ ବାଡ଼େଇ ଦେଲେ ନୀତିଶ

ନୂଆଦିଲ୍ଲୀ: ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ନୀତିଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ଦେଖିବାକୁ ମିଳୁଛି ବିହାର ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ସମୟରେ ସେ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗାଘାଟିରେ ହଳଦୀ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, ଦୁଇ ଆହତ

ଘୁ.ଉଦୟଗିରି:  ଏକ ହଳଦୀ ବୋଝେଇ ଟ୍ରକ୍‌ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିର ଏକ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନାନୁସାରେ ଆନ୍ଧ୍ରର ଏକ ଟ୍ରକ୍‌ (ଏପି ୩୯ ଟିଏସ୍‌-୧୨୯୯)…
ଅଧିକ ଖବର ଦେଖନ୍ତୁ...