Daily Archives

June 22, 2024

ଝରିଗାଁ ବ୍ଳକରେ ଥମୁନି ଜନନୀ ଯନ୍ତ୍ରଣା: ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ପକ୍କା ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇପାରୁନାହିଁ। ଫଳରେ ବ୍ଳକରେ ଜନନୀ ଯନ୍ତ୍ରଣା ଥମିବାର ନା ନେଉ ନାହିଁ। ଆଜି ମଧ୍ୟ ରାସ୍ତା ଖରାପ ଯୋଗୁଁ ଗାଁକୁ ଆମ୍ବୁଲାନ୍ସ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରୁନି ନାଗଭଣ ଗ୍ରାମବାସୀଙ୍କ ଜଳ ଦୁର୍ଦ୍ଦଶା

ରାଇରଙ୍ଗପୁର: ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସରୁନି ଜଳ ଦୁର୍ଦ୍ଦଶା ,ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ରାଇରଙ୍ଗପୁର ବ୍ଲକବାସୀ। ଉପକୂଳରୁ ଉପାନ୍ତ ସବୁଠି ଜଳ କଷ୍ଟ ,କେବଳ ପ୍ରଚାରରେ ସେମିତି ହୋଇ ରହିଗଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ। ଫେଲ ମାରିଛି ବୃହତ୍ ଜଳ ଯୋଗାଣ ପ୍ରକଳ୍ପ |…
ଅଧିକ ଖବର ଦେଖନ୍ତୁ...

ଭାରତ ମହାସାଗରରେ ଥିବା କୋବାଲ୍ଟ ପାହାଡ଼ ଉପରେ ଭାରତ-ଶ୍ରୀଲଙ୍କା-ଚୀନ୍‌ର ନଜର

କଲମ୍ବୋ: ଭାରତ ମହାସାଗରରେ କୋବାଲ୍ଟର ବଡ଼ ଭଣ୍ଡାର ଥିବାର ସମ୍ଭାବନା ନେଇ ଭାରତ ଏହାର କାର୍ଯ୍ୟକଳାପକୁ ଜୋରଦାର୍ କରିଛି। କୋବାଲ୍ଟ ଅନୁସନ୍ଧାନ ପାଇଁ ଭାରତ ଜାମାଇକା ସ୍ଥିତ ଅନ୍ତର୍ଜାତୀୟ ସାମୁଦ୍ରିକ ପ୍ରାଧିକରଣ (ଆଇସଏ) ରେ କିଛି ସମୟ ପୂର୍ବରୁ ଆବେଦନ କରିଥିଲା, କିନ୍ତୁ ପଡୋଶୀ ଦେଶ…
ଅଧିକ ଖବର ଦେଖନ୍ତୁ...

ଆମେରିକାରୁ ଖେଳନାରେ ଡ୍ରଗ୍ସ ଚୋରା ଚାଲାଣ: କୋରିଅର୍ ରାକେଟର ପର୍ଦ୍ଦାଫାଶ୍

ଅହମଦାବାଦ: କ୍ରାଇମ ବ୍ରାଞ୍ଚ ଏବଂ କଷ୍ଟମ ବିଭାଗ ଅହମଦାବାଦର ଅନ୍ତର୍ଜାତୀୟ ଡାକ କାର୍ଯ୍ୟାଳୟରୁ କୋରିଅର ମାଧ୍ୟମରେ ପଠାଯାଇଥିବା ୩ କୋଟି ୫୦ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛି। କ୍ରାଇମ ବ୍ରାଞ୍ଚ ଏନଡିପିଏସ ଆକ୍ଟ-୮ (ଗ), ୨୦(ଖ), ୨୩,୨୯ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସଲମାନ-ଅକ୍ଷୟଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି ସୁପରଷ୍ଟାର

ନୂଆଦିଲ୍ଲୀ: ସାଉଥ ସିନେମାରେ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ଚଳଚ୍ଚିତ୍ର ନିର୍ମାଣ ହୁଏ ଏବଂ ସବୁ ଭାଷାର ଫିଲ୍ମରେ ଭିନ୍ନ ଭିନ୍ନ ସୁପରଷ୍ଟାର ଅଛନ୍ତି | କିନ୍ତୁ ଆମେ ଯେଉଁ ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ତାମିଲ ସିନେମାର ସୁପରଷ୍ଟାର | ତାଙ୍କ ନାମ ଜୋସେଫ…
ଅଧିକ ଖବର ଦେଖନ୍ତୁ...

ରବିବାର ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷା ସ୍ଥଗିତ, ଖୁବଶୀଘ୍ର ଘୋଷଣା ହେବ ନୂଆ ତାରିଖ

ନୂଆଦିଲ୍ଲୀ: ଜୁନ୍ ୨୩ (ରବିବାର) ହେବାକୁ ଥିବା ନିଟ୍-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏବେ ଏହି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯିବ। ଏହା ପୂର୍ବରୁ ୟୁଜିସି ନେଟ୍ ଓ ସିଏସଆଇଆର ନେଟ୍ ପରୀକ୍ଷାକୁ ବି ସ୍ଥଗିତ ରଖାଯାଇଥିଲା । ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ନିଟ୍ ବିବାଦ : ହଟିଲେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଡିଜି ସୁବୋଧ କୁମାର, ପ୍ରଦୀପ ସିଂ ଖରୋଲା ନୂଆ ଡିଜି

ନୂଆଦିଲ୍ଲୀ: ନିଟ୍-ୟୁଜି ଓ ୟୁଜିସି ନେଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ମହାନିର୍ଦ୍ଦେଶକ ସୁବୋଧ କୁମାରଙ୍କୁ ପଦରୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍ ପ୍ରଦୀପ ସିଂହ ଖରୋଲାଙ୍କୁ ଏନ୍ଟିଏର ମହାନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ରତ୍ନଭଣ୍ଡାରକୁ ନେଇ ବଡ ସୂଚନା ଦେଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନଭଣ୍ଡାର ଖୋଲିବା ନେଇ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ବଡ ସୂଚନା ଦେଇଛନ୍ତି । ଆଇନମନ୍ତ୍ରୀ କହିଛନ୍ତି କି, ଖୁବଶୀଘ୍ର ରତ୍ନ ଭଣ୍ଡାର ଖୋଲାଯିବ । ଏହା ପୂର୍ବରୁ ମଧ୍ୟ ବିଜେପି ସରକାର ରତ୍ନ ଭଣ୍ଡାର ଖୋଲିବା ନେଇ ଏକ ତାରିଖ ଧାର୍ଯ୍ୟ କରିଥିଲେ । ହେଲେ କୌଣସି କାରଣରୁ ବାତିଲ…
ଅଧିକ ଖବର ଦେଖନ୍ତୁ...

ବିବାହର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଲେନି ସୋନାକ୍ଷୀଙ୍କ ୨ଭାଇ !

ମୁମ୍ବାଇ: ନେଟଫ୍ଲିକ୍ସର ଚର୍ଚ୍ଚିତ ସିରିଜ୍ ‘ହୀରାମଣ୍ଡି’କୁ ନେଇ ଏବେ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଏହି ସିରିଜରେ ଫରିଦନ ଭୂମିକାରେ ନଜର ଆସି ଦର୍ଶକଙ୍କ ମନ କିଣିଥିଲେ ସୋନାକ୍ଷୀ। ତେବେ ସିରିଜ୍ ପାଇଁ ଚର୍ଚ୍ଚାରେ ଥିବା ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶର ତିସ୍ତା ନଦୀ ପ୍ରକଳ୍ପ : ଚୀନଠାରୁ ପ୍ରକଳ୍ପ ଛଡ଼େଇ ନେଲା ଭାରତ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟରେ ଶନିବାର କେତେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି ଯାହା ମଧ୍ୟରେ ରହିଛି ଗୁରୁତ୍ବପୂର୍ଣ୍ଣ ତିସ୍ତା ଜଳପ୍ରକଳ୍ପ । ଏହାଛଡ଼ା ଡିଜିଟାଲ କ୍ଷେତ୍ର, ସାମୁଦ୍ରିକ କ୍ଷେତ୍ର,…
ଅଧିକ ଖବର ଦେଖନ୍ତୁ...