Daily Archives

June 22, 2024

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୯୭ ରନ୍

ଆଣ୍ଟିଗୁଆ: ଟି-୨୦ ବିଶ୍ୱକପର ୪୭ତମ ମ୍ୟ‌ାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ଶନିବାର ଦକ୍ଷିଣ ଆଫ୍ରିକାର ନର୍ଥ ସାଉଣ୍ଡର ଆଣ୍ଟିଗୁଆସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ସାନ୍ତୋ ଟସ୍ ଜିତି…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ପ୍ରଭାବ: ଖବର ପ୍ରକାଶ ପରେ କାଣିକୁଟି ସାହିକୁ ବସୁଧା ଯୋଜନାରେ ହେଲା ପାଣି ଯୋଗାଣ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ୬ନଂ ୱାର୍ଡର କାଣିକୁଟି ସାହି ଲୋକ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ବସୁଧା ଯୋଜନାରେ ପାଣି ପାଇଵାରୁ ବଞ୍ଚିତ ହୋଇ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହି ଖବର ୧୭ ତାରିଖ ଦିନ ସମ୍ବାଦରେ ବସୁଧା…
ଅଧିକ ଖବର ଦେଖନ୍ତୁ...

ପିଆଜ ଆଉ କନ୍ଦାଇବ ନାହିଁ: ବଫର୍ ଷ୍ଟକ୍ ପାଇଁ ସରକାର ୭୧,୦୦୦ ଟନ୍ କ୍ରୟ କଲେ

ନୂଆଦିଲ୍ଲୀ: ପିଆଜ ଆଉ କନ୍ଦାଇବ ନାହିଁ। ମୂଲ୍ୟ ନିୟନ୍ତ୍ରଣ ପାଇଁ ପାଞ୍ଚ ଲକ୍ଷ ଟନ୍ ପିଆଜ କ୍ରୟ କରିବାର ମୋଟ ଲକ୍ଷ୍ୟରୁ ବଫର ଷ୍ଟକ୍ ପାଇଁ ସରକାର ଚଳିତ ବର୍ଷ ପ୍ରାୟ ୭୧,୦୦୦ ଟନ୍ ପିଆଜ କିଣିଛନ୍ତି। ଏଥିସହ ଦେଶର ଅଧିକାଂଶ ଭାଗରେ ମୌସୁମୀ ଅଗ୍ରଗତି ଯୋଗୁ ଖୁଚୁରା ମୂଲ୍ୟ ହ୍ରାସ ପାଇବ ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ପାଇଁ ପ୍ରଚାର କରିବେ ମମତା: ରାଜନୈତିକ ମହଲରେ ଚର୍ଚ୍ଚା

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ କଂଗ୍ରେସ ଦଳ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ଲାଗିଲା। ନିର୍ବାଚନ ଫଳାଫଳ ପରେ ଯେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମିଳିତ ମଞ୍ଚର…
ଅଧିକ ଖବର ଦେଖନ୍ତୁ...

ଗାଈ ପଶି କାର ଦୁର୍ଘଟଣାରେ ସାମ୍ବାଦିକଙ୍କ ସମେତ ୪ ଆହତ

ଘୁ ଉଦୟଗିରି: ଶନିବାର ଭୋରରେ ରାଇକିଆ ଥାନା ମଣ୍ଡାକିଆ ଛକ ନିକଟରେ ଏକ କାର ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ସାମ୍ବାଦିକ ଆଶୁତୋଷ ସାହୁ ନିଜ କାର ନମ୍ବର ଓଡି ୦୨ ବିଏକ୍ସ ୧୬୦୮ ଯୋଗେ ନିଜ ବନ୍ଧୁମାନଙ୍କ ସହ ଭୁବନେଶ୍ବରରୁ ରାଇକିଆ ଫେରିବା ସମୟରେ ମଣ୍ଡାକିଆ ଛକ ନିକଟରେ ହଠାତ୍ ଏକ ଗାଈ କାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ସମୟ ଆପଣଙ୍କ ଲାଗି ବହୁତ ଭଲ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବ୍ୟବସାୟରେ ଉନ୍ନତି ଲାଗି ଦିଗୁଣା ପରିଶ୍ରମ କରି ସଫଳ ହେବେ। ଚାକିରିରେ ପଦୋନ୍ନତି ମିଳିପାରେ। ଆପଣଙ୍କ ଚୟନ ସରକାରୀ ଚାକିରି ପାଇଁ ହୋଇପାରେ। ରାଜନୀତି କାର୍ଯ୍ୟରେ ସଫଳତା ପାଇବେ। ସରକାରୀ ଦେବା…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁରେ ବିଷାକ୍ତ ମଦ ପିଇ ୫୩ ମୃତ, ରାଜ୍ୟର ଡିଏମକେ ସରକାରଙ୍କୁ ଦାୟୀ କଲା ବିଜେପି

କଲ୍ଲାକୁରିଚି: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାରେ ବେଆଇନ ଦେଶୀ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ପୁଲିସଠାରୁ ମିଳିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶୀ ମଦ ପିଇ ଅସୁସ୍ଥ ହୋଇଥିବା ୧୪୦ ଜଣଙ୍କ ଅବସ୍ଥା ଏବେ ବି ସ୍ଥିର ଥିବା ବେଳେ ମୃତ୍ୟୁ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ରେଲୱେ ପ୍ଲାଟଫର୍ମ ଟିକେଟ୍ ଜିଏସ୍‌ଟି ମୁକ୍ତ: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ରେଳବାଇ ଯୋଗାଉଥିବା ସେବା ଉପରେ ଜିଏସ୍‌ଟି ପରିଷଦ ଏକ ପ୍ରମୁଖ ନିଷ୍ପତ୍ତି ନେଇଛି। ରେଳ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ନେବା ସହିତ ଡରମେଟ୍ରି, ୱେଟିଂ ରୁମ୍, କ୍ଲକ୍ ରୁମ୍ ଏବଂ ବ୍ୟାଟେରୀ ଚାଳିତ ଯାନର ବ୍ୟବହାର ଜିଏସ୍‌ଟିରୁ ବାଦ ଦିଆଯାଇଛି। ବର୍ତ୍ତମାନ ଏଭଳି…
ଅଧିକ ଖବର ଦେଖନ୍ତୁ...

ପେପର ଲିକ୍ ଦ୍ୱାରା ହିନ୍ଦୁ ପିଲାମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି: ଆରଏସ୍ଏସ୍-ବଜରଙ୍ଗ ଦଳ-ଏବିଭିପି କାହିଁକି ନୀରବ…

ଭୋପାଳ: ଏନଇଇଟି ଏବଂ ଏନଇଟି ପରୀକ୍ଷାକୁ ନେଇ ସାରା ଦେଶରେ ଉତ୍ତେଜନା ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ସିଏମ ତଥା ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଏକ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଏହି ପରୀକ୍ଷାରେ ଅନିୟମିତତା ଯୋଗୁ ବହୁ ସଂଖ୍ୟକ ହିନ୍ଦୁ ପିଲା ମଧ୍ୟ ପ୍ରଭାବିତ…
ଅଧିକ ଖବର ଦେଖନ୍ତୁ...

ସୁଇମିଙ୍ଗ ପୁଲରୁ ବାହାରକୁ ଆସିବାର କିଛି ସମୟ ପରେ ଚାଲିଗଲା ୧୫ବର୍ଷିୟ ବାଳକର ଜୀବନ

ମିରଟ: ସୁଇମିଙ୍ଗ ପୁଲରୁ ବାହାରକୁ ଆସିବାର କିଛି ସମୟ ପରେ ଚାଲିଗଲା ୧୫ବର୍ଷିୟ ବାଳକର ଜୀବନ | ଉତ୍ତରପ୍ରଦେଶର ମିରଟରେ ଘଟିଛି ଏଭଳି ଘଟଣା | ସାଙ୍ଗମାନଙ୍କ ସହ ସୁଇମିଙ୍ଗ କରୁଥିବା ବେଳେ ବାଳକଜଣକ ସୁଇମିଙ୍ଗ ପୁଲରୁ ବାହାରି କିଛି ଦୂର ଚାଲି ଚାଲି ଯିବା ପରେ ଟଳି ପଡ଼ିଥିଲେ | ତାଙ୍କୁ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...