Daily Archives

June 24, 2024

ମାଲକାନଗିରି ଜିଲ୍ଲାରେ ଜୁନରେ ନିଅଣ୍ଟିଆ ବର୍ଷା: ମୁଣ୍ଡରେ ହାତ ଦେଲା ଚାଷୀ

ମାଲକାନଗିରି: ମାଲକାନଗିରିକୁ ମୌସୁମୀ ଛୁଇଁଲା ବୋଲି ଯାହା କୁହାଯାଉଥିଲା, ତାହା କେବଳ ପାଣିର ଗାର ସଦୃଶ୍ୟ ହୋଇଛି। ଜୁନ ସରିବାକୁ ବସିଲାଣି ଦେଖାନାହିଁ ବର୍ଷାର ଧାରା। ଯେଉଁ ମାସରେ ଲୋକେ ରଝରଝ ବର୍ଷା ଯୋଗୁଁ ଘରୁ ଗୋଡ଼ କାଢ଼ିବାକୁ ସାହସ କରି ପାରୁନଥିଲେ ସେ ସମୟରେ ମୁଣ୍ଡ ଫଟା ଟାଣ ଖରାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ ଘଟଣା: ମୃତ ମହିଳାଙ୍କ ୩ ସନ୍ତାନକୁ ଯତ୍ନ ଓ ସୁରକ୍ଷା ନେଇ ପଦକ୍ଷେପ

ମାଲକାନଗିରି: ମାଲକାନଗିରିରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରିକ୍ଲାମେସନ କଲୋନୀର ପାର୍ବତୀ ପାଣିଗ୍ରାହୀ ଓ ତାର ୧୨ ବର୍ଷର ପୁଅ ସାଗର ଆହତ ହେବା ଖବର ପ୍ରସାରଣ ହେବା ସାଙ୍ଗେ ସାଙ୍ଗେ ଆଇନସେବା ପ୍ରାଧିକରଣର ସଚିବ ରାକେଶ କୁମାର ମୁଦୁଲି ପ୍ରାଧିକରଣର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା : ବିଭିନ୍ନ ରାଜ୍ୟରେ ରୁଜ୍ଜୁ ମାମଲାଗୁଡ଼ିକୁ ନିଜ ହାତକୁ ନେଲା ସିବିଆଇ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ଏଫଆଇଆର ରୁଜୁ କରିବା ପରେ ସିବିଆଇ ତଦନ୍ତକୁ ଜୋରଦାର କରିଛି। ସିବିଆଇ ବିହାର, ଗୁଜରାଟର ଗୋଧ୍ରା ଏବଂ ରାଜସ୍ଥାନରେ ୩ଟି ଏବଂ ଅନ୍ୟ ୫ଟି ରାଜ୍ୟରେ ନିଟ୍ ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ମାମଲାକୁ ନିଜ ହାତକୁ ନେଇଛି। ଏବେ ଏହି କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ହରିୟାଣା କଂଗ୍ରେସରେ ଫାଟ ବଢ଼ିଲା: କୁମାରୀ ଶୈଲଜା-ହୁଡାଙ୍କର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଚଣ୍ଡିଗଡ଼: ଆସନ୍ତା କିଛି ମାସ ମଧ୍ୟରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ନିର୍ବାଚନରେ ​​ଦଳ ରାଜ୍ୟରେ ମାତ୍ର ୫ ଟି ଆସନ ଜିତିଥିବାବେଳେ ଦଳର ଆଶା ଅତି କମରେ ୭ କିମ୍ବା ୮ଟି ସିଟ୍ ଥିଲା। ବର୍ତ୍ତମାନ ଏ ସମ୍ପର୍କରେ ବହୁ ଆରୋପ ଏବଂ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ନିଜ ହୃତପିଣ୍ଡକୁ ହାତରେ ଧରି ବୁଲନ୍ତି ମହିଳା

ନୂଆଦିଲ୍ଲୀ: ଦୁନିଆରେ କିଛିଲୋକ ଏପରି  ଅବସ୍ଥାରେ ଜନ୍ମ ହୁଅନ୍ତି, ଯାହାକୁ ଦେଖି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥାଆନ୍ତି। ନିକଟରେ ଜଣେ ଯୁବତୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ଯୁବତୀ ଜଣକ ନିଜର ହୃତପିଣ୍ଡକୁ କେତେବେଳେ ହାତରେ ଧରି ବୁଲନ୍ତି ତ ହାଉ କେତେବେଳେ ତାହାକୁ…
ଅଧିକ ଖବର ଦେଖନ୍ତୁ...

ମୁଁ ରାସ୍ତାରେ ଝାଡୁ ଲଗାଇବି କି? ଖରାପ ଜନ ସୁବିଧା ନେଇ ଅଧିକାରୀଙ୍କୁ ତାଗିଦ୍ କଲେ ମମତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଜନସାଧାରଣଙ୍କ ସୁବିଧାରେ ଅଭାବ ନେଇ ବିଧାୟକ, ଅମଲାତନ୍ତ୍ର ଏବଂ ପୋଲିସ କର୍ମଚାରୀଙ୍କୁ ତାଗିଦ୍ କରିଛନ୍ତି। ପଶ୍ଚିମବଙ୍ଗର ପ୍ରାୟ ସବୁ ସ୍ଥାନରେ ନାଗରିକ ସୁବିଧା ଖରାପ ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

‘ଭଗବାନ ବିଷ୍ଣୁଙ୍କ ଚତୁର୍ମୁଖୀ ମୂର୍ତ୍ତି ମିଳିଛି’, ଭୋଜଶାଳା ସର୍ଭେକୁ ନେଇ ହିନ୍ଦୁ ପକ୍ଷର ବଡ଼ ଦାବି

ଭୋପାଳ : ମଧ୍ୟପ୍ରଦେଶର ଧାରରେ ମାର୍ଚ୍ଚ ୨୨ତାରିଖରୁ ଆରମ୍ଭ ହୋଇଥିବା ଭୋଜଶାଳା ସର୍ଭେକୁ ନେଇ ସୋମବାର ହିନ୍ଦୁ ପକ୍ଷ ଏକ ବଡ଼ ଦାବି କରିଛି। ହିନ୍ଦୁ ଧର୍ମଗୁରୁ ଗୋପାଳ ଶର୍ମା କହିଛନ୍ତି ଯେ ସେଠାରୁ ଭଗବାନ ବିଷ୍ଣୁଙ୍କ ଏକ ଚତୁର୍ମୁଖୀ ମୂର୍ତ୍ତି ମିଳିଥିବା ବେଳେ ନିକଟରେ ସେଠାରୁ ଶିବମୂର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଡିଜିଟାଲ୍ ଆଫ୍ଟରଲାଇଫ୍: ମୃତ୍ୟୁ ପରେ ମଧ୍ୟ ଟେକ୍ନୋଲୋଜି ଲୋକଙ୍କୁ ଜୀବନ୍ତ ରଖିବ

ୱାଶଂଟନ: ଭବିଷ୍ୟତ‌ରେ ଲୋକେ ନିଜ ଫୋନକୁ ଏକ ବାର୍ତ୍ତା ଆସିବ ଯାହା ତାଙ୍କୁ ଜଣାଇଦେବ ଯେ ତାଙ୍କର ମୃତ ସମ୍ପର୍କୀୟ କିମ୍ବା ପ୍ରିୟଜନଙ୍କ ଏକ ଡିଜିଟାଲ୍ ବଟ୍ ସୃଷ୍ଟି ହୋଇଛି। ସେ ମୃତ ପ୍ରିୟଜନଙ୍କ ଭର୍ଚୁଆଲ୍ ସଂସ୍କରଣ ସହିତ ଯୋଗାଯୋଗ କରିପାରିବେ। ଏହା କ‌ୌଣସି ଚଳଚ୍ଚିତ୍ର ପରି ଲାଗୁଥିଲେ…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ଝଟ୍‌କା: ପ୍ରସଙ୍ଗ ଉପରେ ଆଧାର କରି ବିଜେଡି ସମର୍ଥନ ଦେବ ନାହିଁ

ଭୁବନେଶ୍ବର: ଓଡିଶା ବିଧାନସଭା ନିର୍ବାଚନରେ ​​ବିଜେପି ସରକାର ଗଠନ ହୋଇଛି। ଦୀର୍ଘ ଦିନ ଧରି ବିଜେଡିର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। ଏହି ନିର୍ବାଚନରେ ​​ବିଜେଡ଼ିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ବିଜେଡି ରାଜ୍ୟରେ ବିରୋଧୀ ଭୂମିକାରେ ରହିଛି। ଏକଦା ବିଜେପିର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତାଙ୍କ ପାଣିବୋତଲରୁ ବାହାରିଲା ମଲା ଝିଟିପିଟି

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଆଇସକ୍ରିମରୁ ମଣିଷର କଟା ଆଙ୍ଗୁଳି ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଘଟଣା ପରେପରେ କେଉଁଠାରୁ ଚିପ୍ସରେ ମଲା ବେଙ୍ଗ ବାହାରିଲାଣି ତ ଆଉ କେଉଁଠାରେ ଚକୋଲେଟରେ ପୋକ। ଏହି କ୍ରମରେ ଝାଡ଼ଖଣ୍ଡରୁ ଏମିତି ଏକ ଘଟଣା ସମ୍ନାକୁ ଆସିଛି। ଝାଡ଼ଖଣ୍ଡରେ…
ଅଧିକ ଖବର ଦେଖନ୍ତୁ...