Daily Archives

June 28, 2024

ମର୍ମନ୍ତୁଦ ଦୁର୍ଘଟଣା: ସ୍କୁଟିକୁ ଚାପିଦେଲା ଟ୍ରାକ୍ଟର, ଉଦ୍ୟାନ ବିଭାଗ ମହିଳା ପରିଦର୍ଶିକା ସମେତ ୨ ମୃତ 

ସୁନ୍ଦରଗଡ଼: ଶୁକ୍ରବାର ଅପରାହ୍ନ ସାଢ଼େ ୩ଟାରେ ସଦରଥାନା ଅନ୍ତର୍ଗତ ଡୁମେରବାହାଲ ପୂର୍ତ୍ତ ରାସ୍ତାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ୨ ମହିଳାଙ୍କ ପ୍ରାଣ ନେଇଛି। ଦ୍ରୁତଗତିର ଡ୍ରିଲିଂ ମେସିନ ଟ୍ରାକ୍ଟର ମାଡ଼ି ଆସି ଏକ ସ୍କୁଟିକୁ ଚାପି ଦେଇଥିଲା। ଘଟଣାସ୍ଥଳରେ ସୁବଲୟାର ମହିଳା ସ୍ବେଚ୍ଛାସେବୀ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଅମ୍ବାନିଙ୍କ ଘରେ ପହଞ୍ଚିଲେ ଆରଏସଏସ ପ୍ରମୁଖ ମୋହନ ଭାଗବତ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍) ମୁଖ୍ୟ ମୋହନ ଭାଗବତ ଶୁକ୍ରବାର ଦେଶର ନ୧ ଧନୀ ତଥା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ପରିଦର୍ଶନ କରିଛନ୍ତି। ମୋହନ ଭାଗବତଙ୍କୁ ସ୍ୱାଗତ କରିବା ପାଇଁ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଗେଟ୍ ରେ ଉପସ୍ଥିତ ଥିଲେ ଏବଂ ମୋହନ…
ଅଧିକ ଖବର ଦେଖନ୍ତୁ...

ଦେଶର ପରବର୍ତ୍ତୀ ବୈଦେଶିକ ସଚିବ ହେବେ ବିକ୍ରମ ମିଶ୍ରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପରବର୍ତ୍ତୀ ବୈଦେଶିକ ସଚିବ ଭାବେ ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା (ଡେପୁଟି ଏନଏସଏ) ବିକ୍ରମ ମିଶ୍ରିଙ୍କୁ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ବୈଦେଶିକ ସଚିବ ବିନୟ କ୍ୱାଟ୍ରାଙ୍କ ସ୍ଥାନ ନେବେ | କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ମୁତାବକ…
ଅଧିକ ଖବର ଦେଖନ୍ତୁ...

ବର୍ଷାରେ ଭୁଶୁଡ଼ିଲା ଘର

ହାଟଡିହି: ଲଘୁଚାପ ପ୍ରଭାବରେ ଆଜି ସକାଳୁ କେନ୍ଦୁଝର ଜିଲ୍ଲା ହାଟଡିହି ଅଞ୍ଚଳରେ ବର୍ଷା ଲାଗି ରହିଛି। ଅପରାହ୍‌ଣ ୪ଟାବେଳେ ଖୁବ ଜୋରରେ ବର୍ଷା ହେବା ଯୋଗୁଁ ସମଣା ଗ୍ରାମରେ ଏକ ଚାଳଘର ଭୁଶୁଡ଼ି ପଡ଼ିଛି। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଗ୍ରାମର ରମେଶ…
ଅଧିକ ଖବର ଦେଖନ୍ତୁ...

ଏରେଣ୍ଡେଇରେ ୨୪ ହାତୀ: କାଦୁଅରେ ଗଡ଼ିଲେ, ଧାନ ଫସଲ ନଷ୍ଟ କଲେ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏରେଣ୍ଡେଇ ଗ୍ରାମରେ ଏକ ୨୪ ଟିକିଆ ହାତୀପଲ ଦୁଇଦିନ ହେଲା ଡେରା ପକାଇଛନ୍ତି। ଏହି ହାତୀପଲ ଝାଡ଼ଖଣ୍ଡରୁ ଆସିଥିବା କୁହାଯାଉଛି। ହାତୀପଲ ୬ ପାଟଣା ରେଞ୍ଜ ଅନ୍ତର୍ଗତ ଗୟଳକୁଣ୍ଡ, ବ୍ରହ୍ମଣୀବେଡ଼ା, ରେଙ୍ଗାଳବେଡ଼ା ଗ୍ରାମରେ ଉପଦ୍ରବ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ବନ୍ୟା ଭ୍ରମ

ତେଲକୋଇ: ଅସରାଏ ବର୍ଷାରେ ରାସ୍ତାରେ ଜମୁଛି ପାଣି। ରାସ୍ତା ବୁଡ଼ି ଯାଉଥିବାରୁ ଯାତାୟାତରେ ସମସ୍ୟା ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ଖୁଣ୍ଟାପଡ଼ା ବ୍ରହ୍ମେଶ୍ବର ମନ୍ଦିର ଛକରେ। ଖୁଣ୍ଟାପଡ଼ା-ପଡ଼ାଙ୍ଗ-କାଳିଆହତା ପୂର୍ତ୍ତ ବିଭାଗ ରାସ୍ତାର ଖୁଣ୍ଟାପଡ଼ଶ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ: ରାଜ୍ୟର ବିକାଶ ନେଇ ଆଲୋଚନା ସୂଚନା

ଭୁବନେଶ୍ବର: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଅବସରରେ…
ଅଧିକ ଖବର ଦେଖନ୍ତୁ...

ବୈଜ୍ଞାନିକ ନମ୍ବି ନାରାୟଣଙ୍କୁ ଫସାଇବା ମାମଲା : ୪ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ମହାକାଶ ବୈଜ୍ଞାନିକ ନମ୍ବି ନାରାୟଣନଙ୍କୁ ୧୯୯୪ ଇସ୍ରୋ ଗୁପ୍ତଚର ମାମଲାରେ ଫସାଇବା ଅଭିଯୋଗରେ କେରଳର ଦୁଇ ପୂର୍ବତନ ଡିଜିପି ସିବି ମାଥ୍ୟୁସ୍ ଓ ଗୁଜରାଟର ଆରବି ଶ୍ରୀକୁମାରଙ୍କ ସମେତ ଅନ୍ୟ ତିନି ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି।…
ଅଧିକ ଖବର ଦେଖନ୍ତୁ...

ଅମରନାଥ ଗୁମ୍ଫା ନାମ ପଛର ରହସ୍ୟ କଣ ଜାଣନ୍ତି କି?

ନୂଆଦିଲ୍ଲୀ: ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଯାତ୍ରାରେ ଯାଆନ୍ତି | ଏହି ବର୍ଷ ଅମରନାଥ ଯାତ୍ରା ଦୁଇ ମାସ ପର୍ଯ୍ୟନ୍ତ ଚାଲିବ | ଅମରନାଥ ଯାତ୍ରା ୨୯ ଜୁନ୍ ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି | ଏହି ଯାତ୍ରା ୧୯ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଚାଲିବ | ମହାଦେବଙ୍କ ଭକ୍ତମାନଙ୍କ ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

ବିଗବସ ଓଟିଟିରେ ଲୋକପ୍ରିୟ ୟୁଟ୍ୟୁବରଙ୍କ ସ୍ତ୍ରୀ କରିଥିବା ଦାବି ମିଥ୍ୟା: ସୋସିଆଲ ମିଡିଆ ବ୍ୟବହାରକାରୀ

ନୂଆଦିଲ୍ଲୀ: ବିଗବସ ଓଟିଟି ସିଜନ-୩ ଆରମ୍ଭ ହୋଇଯାଇଛି। ଚଳିତ ଥର ଏହି ସୋ’ର ଉପସ୍ଥାପକ ଅନିଲ କପୁର ଥିବା ବେଳେ ବିଭିନ୍ନ ରକମର ପ୍ରତିଯୋଗୀଙ୍କୁ ସୋ’ରେ ଦେଖିବାକୁ ମିଳୁଛି। ବିଶେଷ ଭାବେ ଲୋକପ୍ରିୟ ୟୁଟ୍ୟୁବ ଅରମାନ ମଲିକ ଓ ତାଙ୍କ ଦୁଇଜଣ ସ୍ତ୍ରୀ ପାୟଲ ଓ କ୍ରିତିକାଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...