ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ଯୁବକଙ୍କ ମାଡ଼ରେ ସବୁଜବାହିନୀ କର୍ମଚାରୀ ଆହତ

ନୀଳଗିରି: କୁଲଡ଼ିହା ଅଭୟାରଣ୍ୟ ଖମକୁଟ ଅଞ୍ଚଳରେ ଜଣେ ଯୁବକଙ୍କ ମାଡ଼ରେ ସନ୍ତରାଗଡିଆ ବିଟ୍‌ର ସବୁଜ ବାହିନୀ କର୍ମଚାରୀ ବୁଦ୍ଧିରାମ ସିଂ ଗୁରୁତର ଆହତ ହୋଇଛନ୍ତି। ଜଙ୍ଗଲରେ ଲୁଚାଇଥିବା ବନ୍ଧୁକ ଓ ହାତୀଦାନ୍ତ କୁଆଡେ ଗଲା ବୋଲି ପ୍ରଶ୍ନ କରି ବୁଦ୍ଧିରାମଙ୍କୁ ଆକ୍ରମଣ ହୋଇଥିବା ଈଶ୍ୱରପୁର…
ଅଧିକ ଖବର ଦେଖନ୍ତୁ...

ସୋର ପୁଲିସ ହାତରେ ହାଇୱେ ଲୁଟେରା ଗ୍ୟାଙ୍ଗ

ସୋର : ୧୬ ନମ୍ବର ଜାତୀୟ ରାଜପଥରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଥିବା ଏକ ଡକାୟତି ଗ୍ୟାଙ୍ଗ୍‌ର ୭ ଜଣ ଯୁବକଙ୍କ ସହିତ ୨ ଜଣ ନାବାଳକଙ୍କୁ ଧରିବାରେ ସକ୍ଷମ ହୋଇଛି ସୋର ପୁଲିସ। ଅଭିଯୁକ୍ତମାନଙ୍କ ନିକଟରୁ ବନ୍ଧୁକ, ଭୁଜାଲି, ଚାପଡ୍‌, ଲୁହାରଡ୍, ଛୁରି, ୧୮ଟି ଚୋରା ମୋବାଇଲ, ଗୋଟିଏ…
ଅଧିକ ଖବର ଦେଖନ୍ତୁ...

୨୦ ଲକ୍ଷ ଟଙ୍କାର ଧଳାଜହର ଜବତ

ବାହାନଗା: ବାହାନଗା ବ୍ଲକ୍‌ ଖନ୍ତାପଡ଼ା ଥାନା ପଣପଣା ଅଞ୍ଚଳର ଜଣେ ଯୁବକଙ୍କଠାରୁ ୨ ଶହ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି। ଜିଲ୍ଲା ଅବକାରୀ ବିଭାଗ ପୂର୍ବ ସୂଚନା ପାଇ ଗତକାଲି ସଂଧ୍ୟାରେ ଚଢ଼ାଉ କରିବା ସହ ବ୍ରାଉନ୍‌ସୁଗାର ରଖିଥିବା ଅନୁଜ କୁମାର ମହାନ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଭଙ୍ଗା କୁଡ଼ିଆରେ ବିଧବା ସୁମତୀ

ଚନ୍ଦନେଶ୍ୱର: ଭୋଗରାଇ ବ୍ଲକ୍‌ ହୁଗୁଳି ପଞ୍ଚାୟତ ବିନ୍ଧାପଦ୍ମପୁର ଗ୍ରାମର ସନାତନ ଗଙ୍ଗାଇଙ୍କ ବିଧବା ଝିଅ ସୁମତୀ ଦୀର୍ଘଦିନ ଧରି ବହୁ କଷ୍ଟରେ କାଳତିପାତ କରୁଛନ୍ତି। ସ୍ବାମୀ ଚାଲିଯିବା ପରେ ସେ ବେସାହାରା ହୋଇପଡ଼ିଛନ୍ତି। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଘରଖଣ୍ଡେ ନଥିବା ବେଳେ ଭଙ୍ଗା କୁଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ବିଡ଼ମ୍ବିତ ଶୈଶବ, ହାତରେ କଲମ ବଦଳରେ କୋଳି

ବାହାନଗା: ପେଟକୁ ଦାନା ଯୋଗାଡ଼ କରିବାର ବୋଝ ପଡ଼ିଛି କୁନି କାନ୍ଧରେ। ତେଣୁ ପୁଙ୍ଗୁଳା ଦେହରେ ରାସ୍ତାକଡ଼ରେ ଛିଡ଼ା ହୋଇ ଲୋକଙ୍କୁ ଜାମୁକୋଳି ବିକ୍ରି କରିବା ପାଇଁ ଅପେକ୍ଷା କରନ୍ତି। ଯାହା ମିଳୁ, ସେତିକିରେ ଖୁସି। ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି…
ଅଧିକ ଖବର ଦେଖନ୍ତୁ...

ଆବାସ ହିତାଧିକାରୀ ଚୟନରେ ଜାଲିଆତି

ଜଳେଶ୍ବର: ଜଳେଶ୍ବର ବ୍ଲକ୍‌ ସୁଗୋ ପଞ୍ଚାୟତ ବାଣିଦା ଗ୍ରାମ୍ୟ ଶରତ ମହାନ୍ତିଙ୍କ ସମ୍ପତ୍ତି କହିଲେ ଘରଡ଼ିହକୁ ମିଶାଇ ମାତ୍ର ମାଣେ ଜମି। ପ୍ରଳୟଙ୍କରୀ ଫନି ବାତ୍ୟାରେ ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ପୁଅ ଓ ଝିଅକୁ ମିଶାଇ ୪ ଜଣିଆ ପରିବାର ପ୍ରତିପୋଷଣ ପରେ ନୂଆଘର କରିବା ଶରତଙ୍କ…
ଅଧିକ ଖବର ଦେଖନ୍ତୁ...

ସାମାଜିକ ଦାୟିତ୍ବବୋଧ ଫାଙ୍କୁଛନ୍ତି ଶିଳ୍ପସଂସ୍ଥା

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଶିଳ୍ପସଂସ୍ଥା ପକ୍ଷରୁ କର୍ପୋରେଟ୍‌ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ସିଏସ୍‌ଆର୍‌ ପାଣ୍ଠିର ବିନିଯୋଗ ନୈରାଶ୍ୟଜନକ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଶିଳ୍ପ ସଂସ୍ଥାମାନଙ୍କୁ ତାଗିଦ୍‌…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ସୋର: ସୋର ରେଳ ଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସୋର ବ୍ଲକ୍‌ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସାହିର ହରେକୃଷ୍ଣ ପାଣ୍ଡବ (୨୨) ଓ ଅନ୍ୟ ଜଣକ ବିହାର ରାଜ୍ୟ ହରିନଗର ଝରମହୁଇ ଗ୍ରାମର ଅବଦୁଲ୍‌ କାଦିର (୨୪)। ସୂଚନା…
ଅଧିକ ଖବର ଦେଖନ୍ତୁ...

‘ଆସ ଦେଖିବ କେମିତି ଚାଲିଛି ମଦ ବେପାର’

ସୋର: ଅବକାରୀ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଖୋଲାଖୋଲି ମଦ ବେପାର ଚାଲିଛି। ହେଲେ ଆପଣଙ୍କ ଆଖିକୁ ଦେଖାଯାଉନି। ଥାନା ପକ୍ଷରୁ ଖାଲି ଲୋକଦେଖାଣିଆ ଚଢଉ କରାଯାଉଛି। ମଦ ମାଫିଆ ସାବାଡ୍‌ ହେବା ପରିବର୍ତ୍ତେ ଦିନକୁ ଦିନ ସେମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଗାଁଠୁ ନେଇ ସହର…
ଅଧିକ ଖବର ଦେଖନ୍ତୁ...

ପାଚେରୀକୁ ଧକ୍କା ଦେଇ କାର ଚୂରମାର

ବସ୍ତା୨: ବାଲେଶ୍ବର ଜିଲ୍ଳା ବସ୍ତା ଥାନା ଅମର୍ଦ୍ଦାରୋଡ ଫାଣ୍ଡି ବାରିପଦା-ଜଳେଶ୍ଵର ରାସ୍ତାରେ ଶନିବାର ଅପରାହ୍‌ଣ ସମୟରେ ବସନ୍ତପୁରସ୍ଥିତ ଏକ ବାଇକ୍‌ ସୋ’ରୁମ୍‌ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ସୂଚନା…
ଅଧିକ ଖବର ଦେଖନ୍ତୁ...