ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ବାହାନଗା ରେଳ ଦୁର୍ଘଟଣା ମାମଲା: ଚନ୍ଦକା ଥାନାରେ ସିବିଆଇ ଟିମ୍, ୩ ଅଭିଯୁକ୍ତଙ୍କୁ ଜେରା

ଭୁବନେଶ୍ବର / ବାଲେଶ୍ବର : ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣା ମାମଲାରେ ଭୁବନେଶ୍ବର ଚନ୍ଦକା ଥାନାରେ ଆଜି ସିବିଆଇ ଟିମ୍ ପହଞ୍ଚିଥିବା ଜଣାଯାଇଛି। ୫ଜଣିଆ ଟିମ୍ ଗିରଫ ୩ ରେଳ ଅଧିକାରୀଙ୍କୁ ପଚରାଉଚରା କରିବ। ଏହାଛଡ଼ା ଆଉ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ସମନ୍ କରିଥିବାର ବି ସୂଚନା…
ଅଧିକ ଖବର ଦେଖନ୍ତୁ...

ଗାନ୍ଧିଛକ-ବାଲିଆପାଳ ରାସ୍ତାରେ ସିରିଜ ଦୁର୍ଘଟଣା: ଚାରି ଆହତ, ତିନି ଗୁରୁତର

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗାନ୍ଧୀ ଛକ-ବାଲିଆପାଳ ରାସ୍ତା ପେଜଗଳା ପୋଲ ନିକଟରେ ଆଜି ସକାଳ ସମୟରେ ସିରିଜ ଦୁର୍ଘଟଣା ଘଟି ଚାରି ଆହତ ଓ ତିନି ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଓଡି ୦୧କ୍ୟୁ ୭୦୨୦ ନମ୍ୱର୍ ବିଶିଷ୍ଟ ଏକ କାର କଟକରୁ ଜଣେ ରୋଗୀ ଓ…
ଅଧିକ ଖବର ଦେଖନ୍ତୁ...

ସୋର ରେଳ ଷ୍ଟେସନ ନିକଟ ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସୋର: ବା‌ଲେଶ୍ବର ଜିଲ୍ଲା ସୋର ରେଳ ଷ୍ଟେସନର ଅନତି ଦୂରରେ ଦୁଇଜଣ ଯୁବକ ପୃଥକ ଭାବେ ଟ୍ରେନରେ କଟି ମୃତ୍ୟୁବରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ବାଲେଶ୍ୱର ଜିଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ନୂଆସହିର ହରେକୃଷ୍ଣ ପାଣ୍ଡବ (୨୨)। ସେ ସୋରର ଏକ ଘରୋଇ ହୋଟେଲରେ କାମ କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ୩ ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ବର / ବାଲେଶ୍ବର : ବିଶାଖାପାଟଣାରେ ଆଜି ଫଲକନୁମା ଏକ୍ସପ୍ରେସ ଅଗ୍ନିକାଣ୍ଡ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ହଠାତ୍ ସିବିଆଇ ରେଳ ବିଭାଗ ପାଇଁ ଆଶ୍ବସ୍ତି ଆଣିବାକୁ ଚେଷ୍ଟା କରିଛି। ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଜି ଏହି କେନ୍ଦ୍ରୀୟ…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ ଟ୍ରାଜେଡି: ୩ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ। ମିଳିଥିବା ସୂଚନା ମୁତାବକ ସିନିୟର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରାଯାଇଛି |…
ଅଧିକ ଖବର ଦେଖନ୍ତୁ...

୬ଟି ଜିଲ୍ଲା ପାଇଁ ନୂତନ ସଭାପତିଙ୍କୁ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଜି ୬ଟି ଜିଲ୍ଲା ପାଇଁ ବିଜେଡିର ନୂତନ ସଭାପତିଙ୍କ ନାମ ବିଜେଡି ସୁପ୍ରିମୋ ନିଯୁକ୍ତ କରିଛନ୍ତି | ଢେ଼ଙ୍କାନାଳ ଜିଲ୍ଲା ପାଇଁ ସଭାପତି ଭାବେ ଡ଼.ନୃସିଂହ ଚରଣ ସାହୁ, ବାଲେଶ୍ୱର ପାଇଁ ଅଶ୍ୱିନୀ କୁମାର ପାତ୍ର, କୋରାପୁଟ ପାଇଁ ଝିନ ହିକକା, ବରଗଡ଼ ପାଇଁ ପ୍ରଭାସ କୁମାର ସିଂହ,…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପରିବାର ଆଣିଲେ ହତ୍ୟା ଅଭିଯୋଗ

ବାଲେଶ୍ବର: ବାଲେଶ୍ବର ସହର ରାଜାବଗିଚାରେ ଥିବା ଏକ ଗେଷ୍ଟ ହାଉସ୍‌ର ହାଉସ୍‌କିପରଙ୍କ ଝୁଲନ୍ତା ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ; ମୁଖୁରା ପଞ୍ଚାୟତ ରହଣି ଗାଁ’ର ରାମଗୋପାଳ ଦାଶ। ସେ ୨ ବର୍ଷ ଧରି ଉକ୍ତ ଗେଷ୍ଟ ହାଉସ୍‌ରେ କାମ କରୁଥିଲେ। ତେବେ ଏହା ଆତ୍ମହତ୍ୟା ନୁହେଁ,…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଜବରଦଖଲକାରୀଙ୍କୁ ତଡ଼ିଲା ବାଲେଶ୍ବର ପ୍ରଶାସନ

ଭୋଗରାଇ/ଚନ୍ଦନେଶ୍ୱର/ଉଦୟପୁର : ସୀମାନ୍ତ ଭୋଗରାଇ ବ୍ଲକ୍‌ ଉଦୟପୁର ବେଳାଭୂମିରେ ବେଆଇନ କାରବାର ଚଳାଇଥିବା ଜବରଦଖଲକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବାଲେଶ୍ବର ଜିଲ୍ଲା ପ୍ରଶାସନ। ଏଠାରେ ନିର୍ମିତ ଶତାଧିକ ଦୋକାନ, ନିଶା ବ୍ୟବସାୟୀ ଓ ରୂପଜୀବୀଙ୍କ ଅସ୍ଥାୟୀ ଘରଗୁଡ଼ିକୁ ଆଜି…
ଅଧିକ ଖବର ଦେଖନ୍ତୁ...

ବାହାନଗା ପାଇଁ ସାଂସଦ ପାଣ୍ଠିରୁ ୧ କୋଟି ୫୫ ଲକ୍ଷ ଟଙ୍କା ମଂଜୁର କଲେ ରେଳମନ୍ତ୍ରୀ

ବାଲେଶ୍ୱର: ରେଳ ଦୁର୍ଘଟଣାରେ ଚର୍ଚ୍ଚାକୁ ଆସିଥିବା ବାହାନଗା ଅଞ୍ଚଳର ବିକାଶ ପାଇଁ ୧ କୋଟି ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ | କେବଡ଼ର ରେଳମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ସାଂସଦ ପାଣ୍ଠିରୁ ଏହି ଅନୁଦାନ ଯୋଗାଇଦେବେ | ମିଳିଥିବା ସୂଚନା ମୁତାବକ ରେଳ ଦୁର୍ଘଟଣା ପରେ ଗତ ମାସରେ…
ଅଧିକ ଖବର ଦେଖନ୍ତୁ...

ବିଷାକ୍ତ ଖାଦ୍ୟ ଖାଇ ପରିବାର ସଦସ୍ୟଙ୍କ ସହ ୩୫ ସଂପର୍କୀୟ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସଦର ବ୍ଲକ୍‌ ବୁଆଁଳ ପଞ୍ଚାୟତ ଅଧୀନ ନୂଆପୁର ସିନ୍ଧିଆ ଗ୍ରାମରେ ବିଷାକ୍ତ ଭୋଜନ ଖାଇ ପରିବାର ସଦସ୍ୟଙ୍କ ସହ ଏକାଧିକ ସଂପର୍କୀୟ ଗୁରୁତର ଅସୁସ୍ଥ ହୋଇଛନ୍ତି। ସୂଚନା ଅନୁସାରେ; ରବିବାର ଦିନ ଗ୍ରାମର ଆଦିତ୍ୟ ପ୍ରଧାନଙ୍କ ଦେହାନ୍ତ ହୋଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...