ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଦୁଇ ଦେଶୀ ବନ୍ଧୁକ, ବଜ୍ରକାପ୍ତା କାତି ଜବତ: ବାପଝିଅ ସମେତ ୫ ଗିରଫ

ବୌଦ୍ଧ: ଦୁଇ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି ଜବତ । ଆଉ ଏହି ଘଟଣାରେ ବାପଝିଅଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ବନ ବିଭାଗ | ବୌଦ୍ଧ ଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୨ଟି ସ୍ଥାନରେ ଚଢ଼ାଉବେଳେ ଏମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବୋମା, ତାର, ଫାସ ମଧ୍ୟ ଜବତ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଖରାପ ଯୋଗୁ ଗାଁକୁ ଠିକ୍‌ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ରୋଗୀ ମୃତ୍ୟୁ ଅଭି‌ଯୋଗ

ଲକ୍ଷ୍ମୀପ୍ରସାଦ: ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ନିଜ ବୌଦ୍ଧ ନିର୍ବାଚନ ମଣ୍ଡଳୀକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନାହିଁ। ଫଳରେ ରାସ୍ତା ଖରାପ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଫସିଛି। ଗାଁକୁ ଠିକ ସମୟରେ ଆମ୍ବୁଲାନ୍ସ ପହଂଚି ପାରି ନାହିଁ। ଫଳରେ ରୋଗୀର ମୃତ୍ୟୁ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ବର୍ଷାରେ ବୌଦ୍ଧ ଅଞ୍ଚଳ ବେହାଲ: ବିଦ୍ୟୁତ ସେବା ବନ୍ଦ, ଭାଙ୍ଗିଲା ବହୁ ଘର

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲାରେ ଦୁଇଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟ କ୍ଷତି ହେବା ସହ ଲୋକଙ୍କ ବହୁ ସମସ୍ୟା ଉପୁଜିଛି। ଜିଲ୍ଲାରେ ୩୯୦ମିମି ବର୍ଷା ହେବା ଯୋଗୁଁ ଲକ୍ଷ୍ମୀପ୍ରସାଦ, ତେଲିବନ୍ଧ, ଖୁଣ୍ଟବନ୍ଧ, ପଦ୍ମନପୁର, ମୁଣ୍ଡାପଡା, ବ୍ରହ୍ମଣିପାଲି,…
ଅଧିକ ଖବର ଦେଖନ୍ତୁ...

ମତ୍ସ୍ୟ ବିଭାଗର ଭାସିଗଲା ଯାଆଁଳ: ରାସ୍ତାରେ ମାଛ ଧରିଲେ ଲୋକେ

ବୌଦ୍ଧ: ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୫୭ ନମ୍ବର ଜାତୀୟ ରାଜପଥରେ ବନ୍ୟାଜଳ ପ୍ରବାହିତ ହେଉଛି। ମତ୍ସ୍ୟ ବିଭାଗର ଭାସିଗଲା ଯାଆଁଳା । ଗତକାଲି ଠାରୁ ବୌଦ୍ଧ ଜିଲ୍ଲା ବ୍ୟାପି ପ୍ରବଳ ବର୍ଷା ହେଉଛି। ଲଘୁଚାପଜନିତ ୨ ଦିନର ବର୍ଷରେ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି…
ଅଧିକ ଖବର ଦେଖନ୍ତୁ...

ସମ୍ପର୍କୀୟ ପିଉସୀକୁ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ 

କଣ୍ଟାମାଳ: ଜଣେ ବିବାହିତ ନିଜ ସଂପର୍କୀୟ ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ  କରି ବିଫଳ ହେବା ପରେ ତଣ୍ଟି କାଟି ହତ୍ୟା କରିବା ମାମଲାର ରାୟ ଶୁଣାଇଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅତିରିକ୍ତ ଦୌରାଜଜ୍‌ ଶିବ ପ୍ରସାଦ ମହାପାତ୍ର। ଶୁକ୍ରବାର ୧୯ ଜଣଙ୍କ ସାକ୍ଷ୍ୟ ଓ ୧୫ଟି ପ୍ରମାଣସିଦ୍ଧ…
ଅଧିକ ଖବର ଦେଖନ୍ତୁ...

ଡାଲା ଗାଡ଼ିରୁ ୪୦୫ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ : ଦୁଇ ଜଣ ଯୁବକ ଏକ ଡାଲା ଗାଡ଼ିରେ ଗଞ୍ଜେଇ ନେଇ ବଢ଼ିଗାଁରୁ ମୁର୍ଷୁଣ୍ଡି ପଟକୁ ଯାଉଥିବା ପୁଲିସକୁ ସୂଚନା ମିଳିଥିଲା। ଏସ୍‌ଆଇ ତପନ ସ୍ବାଇଁଙ୍କ ନେତୃତ୍ବର ଏକ ସ୍ବତନ୍ତ୍ର ଦଳ ଡାଙ୍ଗପଡ଼ା ଗ୍ରାମ ନିକଟରେ ଛକି ରହିଥିଲେ। ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ଗାଡ଼ି (ଓଡି୧୭ଭି-୬୪୩୦)କୁ…
ଅଧିକ ଖବର ଦେଖନ୍ତୁ...

୮ ହଜାର ଟଙ୍କା ନେଉଥିଲେ, ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ

ବୌଦ୍ଧ: ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କିଆକଟା ଥାନା ଏଏସଆଇ ନବୀନ ଶତପଥୀ। ବୌଦ୍ଧ ସହର ବୁଟୁପଲ୍ଲୀସ୍ଥିତ ନବୀନଙ୍କ ବାସଗୃହ ଓ ଥାନାରେ ମଧ୍ୟ ଚଢ଼ଉ କରୁଛି ଭିଜିଲାନ୍ସ। ଅନୁଗୁଳ ଜିଲ୍ଲା କିଆକଟା ଥାନାରେ କାର୍ଯ୍ୟ କରୁଥିବା ଏଏସଆଇ ଶତପଥୀ ବୌଦ୍ଧ…
ଅଧିକ ଖବର ଦେଖନ୍ତୁ...

ବୁଢ଼ୀପଦର କ୍ଷେତ୍ରବାସୀ ସାହୁ ହତ୍ୟା ମାମଲା: ହତ୍ୟାକାରୀକୁ ଆଜୀବନ ଜେଲ୍‌

ବୌଦ୍ଧ: ବୌଦ୍ଧ ଜିଲ୍ଲା ଦୌରାଜଜ ବିକ୍ରମ ପ୍ରଧାନ ମଙ୍ଗଳବାର ବୁଢ଼ୀପଦରର କ୍ଷେତ୍ରବାସୀ ସାହୁ (୬୫) ହତ୍ୟା ମାମଲାର ବିଚାର କରି ତାଙ୍କ ରାୟ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ସୁଶୀଳ ସାହୁକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେବା ସହ ଅନ୍ୟ ଦୁଇ…
ଅଧିକ ଖବର ଦେଖନ୍ତୁ...

ଖରାପ ରାସ୍ତାରେ ଫସିଲା ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ବୌଦ୍ଧ: ଏବେ ବି ବୌଦ୍ଧ ଜିଲ୍ଲାର ୫୦ଟି ଗାଁ’କୁ ଆମ୍ବୁଲାନ୍ସ ଗଡ଼ିବା ଭଳି ରାସ୍ତା ନାହିଁ। ରାସ୍ତାରେ ଅଟକିଛି ଏହି ଗ୍ରାମଗୁଡ଼ିକର ବିକାଶ। ରାସ୍ତା ଦୁରବସ୍ଥା ଯୋଗୁଁ ଚିକିତ୍ସାରେ ବିଳମ୍ବ ହେଉଛି। ଯଦ୍ବାରା ଅକାଳରେ ଲୋକଙ୍କ ଜୀବନ ଯାଉଛି। ଏଭଳି ଏକ ଘଟଣା ଘଟିଛି ବୌଦ୍ଧ ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ଖରାପ ରାସ୍ତା ଯୋଗୁଁ ଜୀବନ ଗଲା! ୬ କିମି ଅତିକ୍ରମ କରିବାକୁ ଆମ୍ବୁଲାନ୍ସକୁ ଲାଗିଲା ୪ ଘଣ୍ଟା

ବୌଦ୍ଧ: ଏବେ ବି ବୌଦ୍ଧ ଜିଲ୍ଲାର ୫୦ଟି ଗାଁକୁ ଆମ୍ବୁଲାନ୍ସ ଗଡ଼ିବା ଭଳି ରାସ୍ତା ନାହିଁ। ରାସ୍ତାରେ ଅଟକିଛି ଏହି ଗ୍ରାମଗୁଡ଼ିକର ବିକାଶ। ରାସ୍ତା ଦୁରାବସ୍ଥା ଯୋଗୁଁ ଚିକିତ୍ସାରେ ବିଳମ୍ବ ହେଉଛି। ଯାହାଦ୍ବାରା ଅକାଳରେ ଲୋକଙ୍କ ଜୀବନ ଯାଉଛି। ଏଭଳି ଏକ ଘଟଣା ବୌଦ୍ଧ ବ୍ଲକ ଗୁନ୍ଦୁଲିଆ…
ଅଧିକ ଖବର ଦେଖନ୍ତୁ...