ଅନୁସନ୍ଧାନ କରୁଥିବା ବର୍ଗ

କେନ୍ଦୁଝର

ବଡଘାଗରା ଗଣ ଦୁର୍ଷ୍କମ ଘଟଣା: ଆଉ ତିନି ଅଭିଯୁକ୍ତ ଗିରଫ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବିଶ୍ୱ ପର୍ଯ୍ୟଟନ ଦିବସ(ସେପ୍ଟେମ୍ବର ୨୭)ରେ ଜଣେ ନାଁବାଳିକା ସହିତ ଘଟିଥିବା ଗଣ ଦୁର୍ଷ୍କମ ଘଟଣାରେ ପୁଲିସ ସୋମବାର ଆଉ ୩ଜଣଙ୍କୁ ଗିରଫ କରିଛି। ଏହାକୁ ନେଇ ମୋଟ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏହା…
ଅଧିକ ଖବର ଦେଖନ୍ତୁ...

କୋହ୍ଲରୋଇଡ଼ାରେ ତେଜିଲା ମଦ ମୁକ୍ତି ଆନ୍ଦୋଳନ

ଯୋଡା: ଯୋଡା ବ୍ଲକ ଅନ୍ତର୍ଗତ ଭୂୟାଁ ରୋଇଡା ପଞ୍ଚାୟତର କୋହ୍ଲ ରୋଇଡା ଗ୍ରାମରେ ମହିଳା ମାନଙ୍କ ଦ୍ଵାରା ତେଜୁଛି ମଦ ମୁକ୍ତି ଆନ୍ଦୋଳନ। ଆଜି ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକତ୍ରିତ ହୋଇ ମଦ ମୁକ୍ତି ଆନ୍ଦୋଳନ ନେଇ ଗ୍ରାମ ପରିକ୍ରମା କରିବା ସହିତ ବିଦେଶୀ ମଦ ଦୋକାନ ଏଠାରେ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ଜେଲ୍‌ରେ କଏଦୀର ଆତ୍ମହତ୍ୟା ଉଦ୍ୟମ : ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

କେନ୍ଦୁଝର : କେନ୍ଦୁଝର ଜେଲ୍‌ରେ ଜଣେ କଏଦୀ ଜୁଡିଆ ପ୍ରଧାନ (୩୩) ଆଜି ବ୍ଲେଡରେ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଉପର ଧାଙ୍ଗରପଡା ଗାଁ’ର…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟନ କ୍ଷେତ୍ର ‘ବଡଘାଗରା’ରେ ନାବାଳିକାଙ୍କୁ ଗଣ ଦୁର୍ଷ୍କମ

କେନ୍ଦୁଝର: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ। କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳି ବଡଘାଗରାରେ ବୁଧବାର ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳିକା ରେଖା (ଛଦ୍ମନାମ)ଙ୍କୁ ଉଠାଇ ନେଇ ଗଣ ଦୁର୍ଷ୍କମ କରାଯାଇଥିବାର କେନ୍ଦୁଝର ସଦର ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଦିଅର-ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତଳଚମ୍ପେଇ ପଞ୍ଚାୟତ ସିରିସଖୁଣ୍ଟା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଡବଲ ମର୍ଡର। ସଂପର୍କୀୟ ଦିଅର-ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡ଼ୋଶୀ ଗାଁ’ର ଜଣେ ମାତାଲ ଯୁବକ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...

କେନ୍ଦୁୁଝର: ଦିଅର, ଭାଉଜଙ୍କୁ ହତ୍ୟା କଲା ସମ୍ପର୍କୀୟ ଜ୍ୱାଇଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ୍‌ ଶୋରିଶଖୁଣ୍ଟି ଗ୍ରାମରେ ଘଟିଛି ଡବଲ ମର୍ଡର। ଘର ଭିତରେ ଶୋଇଥିବା ବେଳେ ଦିଅର ଓ ଭାଉଜଙ୍କୁ ହତ୍ୟା କରାଯାଇଛି। ମୃତକମାନଙ୍କ ସମ୍ପର୍କୀୟ ଜ୍ୱାଇଁ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ହାତୀପଲ; ଲୋକେ ଆତଙ୍କିତ

କେନ୍ଦୁଝର/ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ପଞ୍ଚାୟତ ଖୁଦପଶିି, ଅଲଣାପଦା, ହାତୀନୋଟା ଗ୍ରାମ ନିକଟରେ ୮ଟି ହାତୀ ରହିଥିବା ନେଇ ପ୍ରଚାର ହୋଇଥିଲା। ଗତରାତିରେ ହାତୀପଲ ଏହି ଗ୍ରାମଗୁଡିକର ଚାଷ ଜମିରେ ପଶି ମାଡିଦଳି ଫସଲ ନଷ୍ଟ କରିଥିଲେ। ତେବେ ଖବର ପାଇ ବନ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...