ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ପ୍ରତିବାଦରେ ତୁଷରା ବନ୍ଦ

ଗୁଡ଼ଭେଲା: ଗତ ବର୍ଷ ଅଗଷ୍ଟ ମାସରେ ‘ରୁର୍ବାନ ମିସନ’ରେ ତୁଷରାକୁ ସାମିଲ କରାଯାଇଥିଲା। ମାତ୍ର ପରବର୍ତ୍ତି ସମୟରେ ତୁଷରାକୁ ତାଲିକାରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି। ତୁଷରା ପରିବର୍ତ୍ତେ ବଲାଙ୍ଗୀର ନିକଟବର୍ତ୍ତୀ ଶବତଲାକୁ ତାଲିକାଭୁକ୍ତ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ୧୨ ଘଣ୍ଟିଆ…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ପରେ ଆଖିବୁଜିଲେ ସ୍ତ୍ରୀ

ବଡ଼ସାହି: ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣେ ମହିଳା ଶ୍ରମିକଙ୍କର ଗତକାଲି ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଊର୍ମିଳା ମହାଳିକ। ଗତ ଅଗଷ୍ଟ ୧୩ରେ ସେ ପିକ୍‌ଅପ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ସେଦିନ ଦୁର୍ଘଟଣାରେ ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ଜଡ଼ିଦା ଗ୍ରାମର ୫…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ତାଲା ପକାଇଲେ ମହିଳା

ବାଦାମପାହାଡ଼: କୁସୁମୀ ବ୍ଲକ ହାଟବାଦଡ଼ା ପ୍ରାଥମିକ ସ୍କୁଲରେ ଆଜି ସକାଳେ ସ୍ଥାନୀୟ ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ତାଲା ପକାଇ ଥିଲେ। ଫଳରେ ସ୍କୁଲ କାର୍ଯ୍ୟରେ ବାଧା ଉପୁଜିଥିଲା। ବିଭାଗୀୟ ଅଧିକାରୀମାନେ ଯେତେ ବୁଝାସୁଝା କରିଥିଲେ ମଧ୍ୟ କିଛି ଫଳ ମିଳି ନଥିଲା। ସୂଚନା…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ଯୋଗୁ କୂଳମୁହାଁ ମାଛଧରା ବୋଟ୍‌

ଧାମରା: ଗତ କିଛି ଦିନ ଧରି ମାଛ ମାରିବା ପରେ ଲଘୁଚାପ ଯୋଗୁ ପୁଣି କୂଳମୁହାଁ ହୋଇଛି ଧାମରାରେ ମାଛ ଧରା ବୋଟ। ବର୍ଷକରେ ମାତ୍ର ୫ମାସ ଜୁନ ୧୫ରୁ ନଭେମ୍ବର ୧୫ ପଯ୍ୟର୍ନ୍ତ ବହୁ କଟକଣା ମଧ୍ୟରେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିବା ଏହି ମାଛ ଧରା ବୋଟଗୁଡିକ ପ୍ରାକୃତିକ ଦୁର୍ବିପାକ, ଝଡବର୍ଷା,…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ପୁଲିସ ଇନ୍‌ଫରମର ସନ୍ଦେହରେ ଜଣଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁରୁବ ଗାଁରେ ଡମ୍ବରୁ ନାୟକଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ପୁଲିସ ଇନ୍‌ଫରମର ସନ୍ଦେହରେ ମାଓବାଦୀମାନେ ଡମ୍ବରୁଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା କହିଛନ୍ତି। ଗତକାଲି ରାତିରେ ପ୍ରାୟ ୨୦ ଜଣ ସଶସ୍ତ୍ର ମାଓବାଦୀ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର: ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ୍‌ ଅନ୍ତର୍ଗତ ଦହିମାଳ ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇ ଅବକାରୀ ବିଭାଗକୁ ହଟହଟା ହେବାକୁ ପଡ଼ିଛି। ଅବକାରୀ ବିଭାଗ ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିଥିବା ବେଳେ ଗାଁ ଲୋକେ ଅବକାରୀ ବିଭାଗର କର୍ମଚାରୀଙ୍କୁ ଗାଁରେ…
ଅଧିକ ଖବର ଦେଖନ୍ତୁ...

କଟକରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ

କଟକ : ରାଜାବଗିଚା ରଣକ୍ଷେତ୍ର ପାଲଟିବାର ଦିନକ ପରେ ବାଦାମବାଡ଼ି ଥାନା ଅନ୍ତର୍ଗତ ହରିପୁର ଦାସ ସାହିରେ ସୃଷ୍ଟି ହୋଇଛି ଲଙ୍କାକାଣ୍ଡ। ଘର ତିଆରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି। ଇଟା ଓ ସେଣ୍ଟ୍ରିଂ ହେଇଥିବା ବାଉଁଶରେ ପରସ୍ପରକୁ ଆକ୍ରମଣ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବସ୍‌ ଧକ୍କାରେ ବଲେରୋ ଚୂର୍‌ମାର୍‌, ୩ ମୃତ

କିଶୋରନଗର/ବଇଣ୍ଡା : ଜଗନ୍ନାଥଙ୍କ ଦର୍ଶନ ପାଇଁ ଛତିଶଗଡ଼ରୁ ଏକ ବୋଲେରୋ ଗାଡ଼ିରେ ଆସୁଥିବା ଗୋଟିଏ ପରିବାରର କିଛି ସଦସ୍ୟଙ୍କ ପାଇଁ ତୀର୍ଥଯାତ୍ରା ଶେଷଯାତ୍ରାରେ ପରିଣତ ହୋଇଛି। ସମ୍ବଲପୁର-ଅନୁଗୁଳ ଜାତୀୟ ରାଜପଥର କିଶୋରନଗର ଥାନା ଚମ୍ପାପୁରଠାରେ ଗତକାଲି ବିଳମ୍ବିତ ରାତିରେ ବୋଲେରୋ ଓ ଏକ…
ଅଧିକ ଖବର ଦେଖନ୍ତୁ...

୯ରୁ ଟ୍ରକ୍‌ ମାଲିକ ସଂଘର ଦୁଇଦିନିଆ ଧର୍ମଘଟ

ବ୍ରହ୍ମପୁର : ଅଖିଳ ଭାରତ ମୋଟର ପରିବହନ କଂଗ୍ରେସର ଆହ୍ଵାନ କ୍ରମେ ଆସନ୍ତା ୯ ଓ ୧୦ତାରିଖ ଦୁଇଦିନ ଧରି ଟ୍ରକ ମାଲିକ ସଂଘ ତରଫରୁ ଧର୍ମଘଟ କରାଯିବ ବୋଲି ବରିଷ୍ଠ ପରିବହନ ନେତା ଗୋବିନ୍ଦ ଚନ୍ଦ୍ର ବିଷୋୟୀ ଏକ ବିବୃତ୍ତିରେ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଲାଗୁ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବଦଳିବେ ମାଓ ମୁଖିଆ, ବଦଳିବ ରଣନୀତି

ମାଲକାନଗିରି : ବଦଳିବ ମାଓବାଦୀଙ୍କ ରଣନୀତି। ବଦଳିବେ ମାଓ ମୁଖିଆ। ମାଓ ନେତୃତ୍ୱ ବଦଳାଇବାକୁ ସଂଗଠନରେ ଚାଲିଛି ମାନସ ମନ୍ଥନ।ଏଥିସହିତ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ଟାର୍ଗେଟରେ ଓଡ଼ିଶା ରହିଥିବା ସୂଚନା ମିଳିଛି। ମାଓ ସଂଗଠନର କେନ୍ଦ୍ରୀୟ କମିଟିର ମୁଖ୍ୟ ମୁଲାପା ଲକ୍ଷ୍ମଣ ରାଓ ଓରଫ ଗଣପତି…
ଅଧିକ ଖବର ଦେଖନ୍ତୁ...