ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ପ୍ରଭାତ ଆଦିତ୍ୟ ମିଶ୍ର ବରଗଡ ବିଜେଡି କାର୍ଯ୍ୟକାରୀ ସଭାପତି ନିଯୁକ୍ତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜୁ ଜନତା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ ଇସ୍ତାହାରରେ ଏକଥା ଜଣାଇଛନ୍ତି। ଉପନିର୍ବାଚନରେ ରୀତା ସାହୁଙ୍କୁ ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ରାଜେଶ ପ୍ରଭାକର ପାଟିଲ୍‌ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ

ଭୁବନେଶ୍ୱର : ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲ୍‌ଙ୍କୁ ରାଜ୍ୟସଭା ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଫିସର ଭାବେ ନିର୍ବାଚନ ଆୟୋଗ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ  ହରି ବଲ୍ଲଭ ମିଶ୍ରଙ୍କ ନାମ ଉପରେ ଆୟୋଗ ଚୂଡାନ୍ତ ମୋହର ଦେଇଥିଲେ। ମାତ୍ର ତାଙ୍କର…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ: ଉତ୍ତର-ପୂର୍ବ ରାଜ୍ୟରେ ବିଜେପିକୁ ବଡ଼ ସଫଳତା, କ୍ଷତିରେ କଂଗ୍ରେସ୍‌ ଓ କମ୍ୟୁନିଷ୍ଟ 

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟ ତ୍ରୁିପୁରା, ମେଘାଳୟ ଓ ନାଗାଲ୍ୟାଣ୍ଡରେ ବିଧାନସଭା ନର୍ବାଚନ ଭାରତୀୟ ଜନତା ପାର୍ଟି ଲାଗି ସୁଖବର ଆଣିଛି। ଏକଦା ଏହି ତିନି ରାଜ୍ୟରେ ସ୍ଥିତି ନ ଥିବା ବିଜେପି ଚଳିତ ନିର୍ବାଚନରେ ଏକ ପ୍ରମୁଖ ରାଜନୈତିକ ଶକ୍ତିଭାବେ ଉଭା ହୋଇଛି। ତ୍ରିପୁରାରେ ୨୫ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ନିର୍ବାଚନ: ମେଘାଳୟରେ କଂଗ୍ରେସ, ନାଗାଲ୍ୟାଣ୍ଡରେ ଓ ତ୍ରିପୁରାରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ହେବ

ତିନି ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମେଘାଳୟରେ କଂଗ୍ରେସ ୬୦ରୁ ୨୩ଟି ଆସନରେ ଆଗୁଆ ରହିଛି। ସେହିଭଳି ୬୦ ଆସନ ବିଶିଷ୍ଟ ନାଗାଲ୍ୟାଣ୍ଡ ଓ ତ୍ରିପୁରା ବିଧାନସଭାରେ ବିଜେପି ଯଥାକ୍ରମେ…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ବିଜେଡି ସଂସଦୀୟ ଦଳର ବୈଠକ

ଭୁବନେଶ୍ୱର: ଶନିବାର ପୂର୍ବାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳର ଅଧିବେଶନ ଅନୁଷ୍ଠିତ ହୋଇ ଯାଇଛି। ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ପାଇଁ ରଣକୌଶଳ ସମ୍ବନ୍ଧରେ ଆଲୋଚନା କରିବାକୁ ଏଥିରେ ବିଜେଡିର…
ଅଧିକ ଖବର ଦେଖନ୍ତୁ...

ଭୁଲ ପ୍ରାର୍ଥୀ ଯୋଗୁଁ କଂଗ୍ରେସ ଅମାନତ ହାରିଲା: ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଅମାନତ ଭାବରେ ହାରିଛି। ବିପର୍ଯ୍ୟୟ ନେଇ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ବିଜେପୁରରେ ଭୁଲ ପ୍ରାର୍ଥୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୩ ସାଂସଦଙ୍କ ସମେତ ୧୬ ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ପାଇଁ ନିର୍ବାଚନ ମାର୍ଚ୍ଚ ୨୩ରେ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ କାର୍ଯ୍ୟକାଳ ଶେଷ ହେଉଥିବା ଦେଶର ୧୬ଟି ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ସ୍ଥାନରେ ନୂତନ ସାଂସଦଙ୍କୁ ନିର୍ବାଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଲିଥିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ନେତାଙ୍କ ଅସ୍ୱାଭାବିକ ମୃତ୍ୟୁ , ଶ୍ମଶାନ ରାସ୍ତାରୁ ଶବ ଜବତ କଲା ପୁଲିସ

ଟିକିରି: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂଗ୍ରେସ ଉପସଭାପତି ତ୍ରିପତି ପୂଜାରୀ(୫୨)ଙ୍କ ପରଲୋକ ହୋଇଯାଇଛି। ଟିକିରି ନିବାସୀ ତ୍ରିପତି ପୂଜାରୀ ଆଜି ଅପରାହ୍ନ ପ୍ରାୟ ୨ଟାରେ ନିଜ ଘର ସମ୍ମୁଖରେ ହଠାତ୍‌ ତଳେ ପଡି ଯାଇ ଗୁରୁତର ହୋଇଥିଲେ। ପରେ ପରିବାର ଲୋକ ତାଙ୍କୁ ଟିକିରି ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...

କାମ ଦେଲା ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌

ଭୁବନେଶ୍ୱର : ୧୦ମାସ ତଳେ ପଞ୍ଚାୟତ ନିର୍ବାଚନରେ ଝଟ୍‌କା ଲାଗିଥିଲା ବିଜେଡିକୁ। ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସରକାର ଓ ଦଳର ମୁଖିଆ ନବୀନ ପଟ୍ଟନାୟକ। ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବି ନିଲମ୍ବନ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଉତ୍ସବ, ବିଜେପି ଓ କଂଗ୍ରେସରେ ନିରାଶା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ରାଜଧାନୀରେ ଆଜି ତାହାର ପ୍ରଭାବ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ବିଜେଡି କାର୍ଯ୍ୟାଳୟରେ ବାଣ ଫୁଟିବା ସହ ନାଚ, ଗୀତ ଚାଲିଥିଲା। ଅନ୍ୟ ପଟେ ସବୁଦିନେ ଚଳଚଞ୍ଚଳ ଥିବା ବିଜେପି କାର୍ଯ୍ୟାଳୟ ଆଜି ଶୂନ୍‌ଶାନ୍‌ ଲାଗୁଥିଲା।…
ଅଧିକ ଖବର ଦେଖନ୍ତୁ...