ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ପାରାଦୀପ ମାଛଧରା ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା

ନଭେମ୍ବରରେ ମିଳିପାରେ ‘ଇୟୁ’ ସ୍ୱୀକୃତି ପାରାଦୀପ : ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପାରାଦୀପ ମାଛଧରା ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିଛି। ବନ୍ଦରରୁ ବିଦେଶକୁ ସିଧାସଳଖ ମାଛ ରପ୍ତାନୀ ପାଇଁ ସୁଯୋଗ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଆସନ୍ତା ନଭେମ୍ବରରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମଥର: ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍‌ ମେସିନ୍‌

ନୂଆଦିଲ୍ଲୀ: ଏଣିକି ନିର୍ବାଚନରେ ଇଭିଏମ ସହ ବ୍ୟବହାର ହେବ ଭିଭିପାଟ୍‌ ମେସିନ୍‌ ବୋଲି ଶୁକ୍ରବାର ସୂଚନା ମିଳିଛି। ଆଉ ଇଭିଏମ ମେସିନ ଟ୍ୟାମ୍ପରିଂ ହୋଇପାରିବ ନାହିଁ। ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍‌ ସହ ଭିଭିପାଟ୍‌ ମେସିନ୍‌ ବ୍ୟବହାର କରାଯିବ ବୋଲି ଶୁକ୍ରବାର…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଚାଞ୍ଚଲ୍ୟ, ବଜାରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ !

ସମ୍ବଲପୁର: କିଛି ମାସ ତଳେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ରାଜ୍ୟରେ ଅନେକ ତର୍କ-ବିତର୍କ ହୋଇଥିବା ବେଳେ ଏବେ ବଜାରକୁ ଅାସିଛି ପ୍ଲାଷ୍ଟିକ ଚାଉଳ। ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଅାଲୋଚନା ଥମି ନ ଥିବା ବେଳେ, ପ୍ଲାଷ୍ଟିକ ଚାଉଳ ଘଟଣା ଏବେ ସତ ହୋଇଛି। ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ବସ୍‌-ବୋଲେରୋ ଧକ୍କା; ୨ ମୃତ, ୫ ଆହତ

ଅନୁଗୁଳ: ଶୁକ୍ରବାର ପ୍ରତ୍ୟୁଷରେ ଚମ୍ପାପୁର ନିକଟରେ ଏକ ବସ୍‌ ଓ ଏକ ବୋଲେରୋ ସାମ୍ନାସାମ୍ନି ଧକ୍କା ଖାଇବାରୁ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୫ ଜଣ ଆହତ ହୋଇଛନ୍ତି। ରାତି ୨ଟା ପରେ ଯାଜପୁରରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିବା ‘ସୁଶ୍ରୀ’ ନାମ୍ନୀ ରାତ୍ରୀଗାମୀ ବସ୍‌ କିଶୋରନଗର…
ଅଧିକ ଖବର ଦେଖନ୍ତୁ...

ହବିଷ୍ୟାଳି ଯୋଜନା: ଉଦ୍‌ଘାଟନ ଆଜି

ପୁରୀ : ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାକୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଆଜି ଅନ୍‌ଲାଇନ୍‌ରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶେଷ ମୁହୂର୍ତ୍ତରେ ରେଳବାଇ ମୋଟା ଅଙ୍କର ଭଡ଼ା ମାଗି ଧୋକା ଦେଇଥିବାରୁ ପୁରୁଣା ଜେଲ୍‌ କୋଠାରେ ହବିଷ୍ୟାଳିମାନଙ୍କୁ ରଖାଯାଉଛି। ପୂର୍ବରୁ ଏହା…
ଅଧିକ ଖବର ଦେଖନ୍ତୁ...

ଡ. ଜ୍ୟୋତିଷ୍କର ମହାପାତ୍ର ବିଶ୍ୱ ଶାନ୍ତିଦୂତ ଭାବେ ମନୋନୀତ

ବାଲେଶ୍ୱର : ମିଳିତ ଜାତିସଂଘର ଗ୍ଲୋବାଲ କୋ-ଅପରେସନ୍‌ ସୋସାଇଟିର ଭାରତ ଶାଖାର ମହାସଚିବ ତଥା ଓଟିଡିସିର ପ୍ରାକ୍ତନ ଅଧ୍ୟକ୍ଷ ଡ. ଜ୍ୟୋତିଷ୍କର ମହାପାତ୍ର ବିଶ୍ୱ ଶାନ୍ତିଦୂତ ରୂପେ ମିଳିତ ଜାତିସଂଘକୁ ମନୋନୀତ ହୋଇଛନ୍ତି। ଡ. ମହାପାତ୍ରଙ୍କ ଶାନ୍ତି ଉଦ୍ଦେଶ୍ୟରେ ଜୀବନବ୍ୟାପୀ କର୍ମ ପାଇଁ ଏପରି…
ଅଧିକ ଖବର ଦେଖନ୍ତୁ...

ଟଙ୍କିକିଆ ଚାଉଳ ପାଇଁ କଳି

ଭୁବନେଶ୍ୱର : ରାଜ୍ୟ ସରକାର ବାଣ୍ଟୁଥିବା ଟଙ୍କିକିଆ ଚାଉଳରେ କାହାର ଭାଗ କେତେ, ସେ ନେଇ ରାଜ୍ୟ ବିଜେପି ବ୍ୟାପକ ଅଭିଯାନ ଆରମ୍ଭ କରିଥିଲା। ଦୀର୍ଘ ଦେଢ଼ବର୍ଷ ପରେ ପୁଣି ଥରେ ଟଙ୍କିକିଆ ଚାଉଳ ନେଇ ରାଜନୀତି ଆରମ୍ଭ ହୋଇଛି। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଆଜି ଓଡ଼ିଶା ଛୁଇଁବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଆଜି ପାରାଦୀପଠାରୁ ପ୍ରାୟ ୬୦୦ କି.ମି. ଦୂର ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ଭିତରେ ଏହା ଲଘୁଚାପରେ ବି ପରିଣତ ହୋଇପାରେ। ଏହାର ପ୍ରଭାବରେ…
ଅଧିକ ଖବର ଦେଖନ୍ତୁ...

ମେଘନାଦ ପାଚେରି ପାଖରୁ ସବୁ ନିର୍ମାଣ ଭାଙ୍ଗ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ମନ୍ଦିରର ମେଘନାଦ ପାଚେରିିକୁ ଲାଗି କୌଣସି ନିର୍ମାଣ ରହିବା ନିରାପଦ ନୁହେଁ। ଏପରିକି ଶ୍ରୀମନ୍ଦିର ସାମ୍ନାରେ ଥିବା ଜୋତା ଦୋକାନ ବି। ମେଘନାଥ ପାଚେରି ସଂଲଗ୍ନ ଚାରିପାଖ ପ୍ରଶସ୍ତ ରହିବା ଦରକାର। କେବଳ ସେତିକି ନୁହେଁ, ସେବାୟତଙ୍କୁ ପରିଚୟ ପତ୍ର ଦିଆଯିବା ସହିତ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଗଲା ୪ ଜୀବନ

ବଡ଼ମ୍ବା/ସାଲେପୁର/ରାଇସୁଙ୍ଗୁଡା : କଟକ ଜିଲ୍ଲାର ବଡ଼ମ୍ବା ଓ ସାଲେପୁରରେ ସଂଘଟିତ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଚାରି ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ବଡମ୍ବା ଥାନା ଅନ୍ତର୍ଗତ ସାନବାରସିଂହଠାରେ ବାଇକ୍‌ ଦୁର୍ଘଟଣାରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ସାଲେପୁରରେ ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...