Browsing Tag

Editorial

ବୁମେରାଂ

ନିକଟରେ ପେଟ୍ରୋଲ/ଡିଜେଲ ଦରରେ ଦେଖା ଦେଇଥିବା ତୀକ୍ଷ୍‌ଣ ବୃଦ୍ଧି ଯେ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପାଇଁ ଘୋର ଅସ୍ୱସ୍ତି ସୃଷ୍ଟି କରିଛି, ଏହା ସେମାନଙ୍କର ଦୃଢ଼ତମ ସମର୍ଥକମାନେ ମଧ୍ୟ ସ୍ୱୀକାର କରିବେ। କେନ୍ଦ୍ରରେ ଏଥିପୂର୍ବରୁ…

ସ୍ୱଚ୍ଛତାର ନୂଆ ଅଧ୍ୟାୟ

ଭାରତୀୟ ନ୍ୟାୟପାଳିକାର ଇତିହାସରେ ସ୍ୱଚ୍ଛତାର ଏକ ନୂଆ ଉଜ୍ଜ୍ୱଳ ଅଧ୍ୟାୟ ଯୋଡ଼ି ହୋଇଛି। ଏହାର ଶ୍ରେୟ ବର୍ତ୍ତମାନ କାର୍ଯ୍ୟରତ ସୁପ୍ରିମ୍‌କୋର୍ଟର ୪୫ତମ ପ୍ରଧାନ ନ୍ୟାୟାଧୀଶ, ଓଡ଼ିଶା ମାଟିର ସନ୍ତାନ ନ୍ୟାୟମୂର୍ତ୍ତି ଦୀପକ କୁମାର ମିଶ୍ରଙ୍କୁ ଯିବ। ଉଚ୍ଚ ନ୍ୟାୟପାଳିକାରେ ବିଚାରପତି ନିଯୁକ୍ତି,…

କାଠଗଡ଼ାରେ କର୍ମସଂସ୍କୃତି

ନିର୍ମାଣାଧୀନ ଅବସ୍ଥାରେ ବମିଖାଲ ରୋଡ୍‌ ଓଭର ବ୍ରିଜ୍‌ ଭୁଶୁଡ଼ି ପଡ଼ିବା ଘଟଣାର ତଦନ୍ତ କରୁଥିବା ବିଶେଷଜ୍ଞ କମିଟିଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ହସ୍ତଗତ ହୋଇଛି। ଅନୁସନ୍ଧାନରୁ ମିଳିଥିବା ତଥ୍ୟ ଆଧାରରେ ଦାୟିତ୍ୱରେ ଅବହେଳା ପାଇଁ ଅଭିଯୁକ୍ତ ଇଞ୍ଜିନିୟର ଓ ଠିକା ସଂସ୍ଥା ବିରୋଧରେ ଅଧିକ…

ଆତ୍ମବିଶ୍ୱାସରେ ଭଟ୍ଟା

ତିନି ବର୍ଷର ଶାସନରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାପଗ୍ରସ୍ତ ଓ ବିଚଳିତ ଥିବାର ଲକ୍ଷଣ ସ୍ପଷ୍ଟ ବାରି ହେଉଛି। ବୁଧବାର ଦିନ କମ୍ପାନି ସେକ୍ରେଟେରି ମାନଙ୍କ ଏକ ସଭାରେ ପ୍ରଧାନମନ୍ତ୍ରୀ ମହୋଦୟ ରଖିଥିବା ବକ୍ତବ୍ୟରୁ ଏହାର ଯଥେଷ୍ଟ ସୂଚନା ମିଳୁଛି ଯେ, କେବଳ ଶାସକ ଦଳ ଭିତରେ…

ପୁଲିସ୍‌ ସଂସ୍କାର ଜରୁରୀ

ରାଜ୍ୟଗୁଡ଼ିକ ସହ ମିଳିତ ଭାବେ ପୁଲିସ୍‌ ଆଧୁନିକୀକରଣ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‌ ୨୫୦୦ କୋଟି ଟଙ୍କାର ବ୍ୟୟ ଅଟକଲକୁ ମଞ୍ଜୁରୀ ଦେଇଛନ୍ତି। ତିନି ବର୍ଷରେ ୨୦୧୯-୨୦ ସୁଦ୍ଧା ଖର୍ଚ୍ଚ ହେବାକୁ ଥିବା ଏହି ଅର୍ଥରେ ଆଧୁନିକ ଅସ୍ତ୍ରଶସ୍ତ୍ର, ଅନ୍ୟ ସାଜସରଞ୍ଜାମ,…

ପରିବର୍ତ୍ତନର ପ୍ରତିଶ୍ରୁତି

ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ମିସନ ତିନିବର୍ଷ ପୂରଣ କରିଛି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଉଦ୍‌ବୋଧନରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ ଏହି କାର୍ଯ୍ୟକ୍ରମର ଘୋଷଣା କରିଥିଲେ। ସେହିବର୍ଷ ଅକ୍ଟୋବରରୁ ଜାତିର ଜନକଙ୍କ…

ବିକଳ୍ପ କାହିଁ?

ଦେଶର ଅର୍ଥନୀତିକୁ ସଂପ୍ରତି ଆକ୍ରାନ୍ତ କରିଥିବା ମାନ୍ଦାବସ୍ଥା ନେଇ ମୋଦୀ ସରକାର ଉପରେ ଉଭୟ ଦଳ ଭିତରୁ ଓ ବାହାରୁ ଲଗାତାର ଆକ୍ରମଣ ଜାରି ରହିଛି। ପ୍ରତିପକ୍ଷ ବିରୋଧୀ ଶିବିରରୁ ପ୍ରତିବାଦର ସ୍ୱର ଅପେକ୍ଷା, ଦଳ ଭିତରୁ ଉଠୁଥିବା ବିରୋଧର ସ୍ୱର ଅଧିକ ଶାଣିତ। ବିଗତ ତିନିବର୍ଷରେ ଦଳ ଭିତରୁ…

ଦଳରୁ ମୋଦୀ ବିରୋଧୀ ସ୍ୱର

ଅର୍ଥନୈତିକ ମାନ୍ଦାବସ୍ଥାର ଚାପରେ ବିଜେପି ଦେଖାଇଥିବା ‘ଅଚ୍ଛେଦିନ୍‌’ର ସ୍ୱପ୍ନ ଯେତେ ଅଧିକ ଦୂରକୁ ଠେଲି ହୋଇ ଯାଉଛି, ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକକ ନାୟକତ୍ୱ ସେତେ ଅଧିକ ଆହ୍ଵାନର ସମ୍ମୁଖୀନ ହେଉଛି। ଅଭିବୃଦ୍ଧିରେ ମନ୍ଥରତା ନେଇ ‘ନମୋ’ କେବଳ ବିରୋଧୀ ଦଳଙ୍କ…

ତସ୍‌ଲିମାଙ୍କ ପ୍ରଶ୍ନ

‘‘ନରହତ୍ୟା ନିଷିଦ୍ଧ; ତେଣୁ ସମସ୍ତ ହତ୍ୟାକାରୀମାନେ ଦଣ୍ଡିତ ହୋଇଥାନ୍ତି, କେବଳ ଯଦି ସେମାନେ ତୂର୍ଯ୍ୟନାଦ ସହ ତାଳ ଦେଇ ବହୁ ସଂଖ୍ୟକ ହତ୍ୟାକାଣ୍ଡ ଘଟାଇ ନଥାନ୍ତି।’’ ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ଦାର୍ଶନିକ ଭଲ୍‌ଟେଆର୍‌ଙ୍କ ନରହତ୍ୟା ଏବଂ ଯୁଦ୍ଧ ମଧ୍ୟରେ ଥିବା କୃତ୍ରିମ-ପ୍ରଭେଦ…