Browsing

Link

ଚର୍ଚ୍ଚାରେ ବୁଲେଟ କପୁଲ‌; ଏଯାବତ ୨୨ରୁ ଅଧିକ ଦେଶ ବୁଲି ସାରିଲେଣି ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ଅନେକ ଲୋକ ଅଛନ୍ତି ଯେଉଁମାନେ ବୁଲିବାକୁ ଖୁବ ଭଲ ପାଆନ୍ତି। ଏହି କ୍ରମରେ ଅନେକ ଦମ୍ପତି ଅଛନ୍ତି ଯେଉଁମାନେ ନିଜ ରୋଜଗାରର ସମସ୍ତ ଟଙ୍କାକୁ କେବଳ ଭ୍ରମଣ ପାଇଁ ହିଁ ଖର୍ଚ୍ଚ କରିଥାଆନ୍ତି। କିଛିଦିନ ହେବ ବୁଲେଟ କପୁଲଙ୍କୁ ନେଇ ଚର୍ଚ୍ଚା ‌ଜୋର ଧରିଛି। ଏହି ଦମ୍ପତିଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର: ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଘରୋଇ ହସ୍ପିଟାଲରୁ ଅଣାଯାଇ ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀରକୁ ରଖାଯାଇଛି। ସେଠାରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦଳୀୟ ନେତା ଓ କର୍ମୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଖରାପ ସମୟ‌ରେ ବିରାଟଙ୍କୁ ଏପରି ମେସେଜ୍‌ ପଠାଇଥିଲେ ଧୋନି

ନୂଆଦିଲ୍ଲୀ: ଆପଣ ଜାଣିଥିବେ ନିଶ୍ଚୟ ଯେ ଏସିଆ କପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଖେଳାଳି ବିରାଟ କୋହଲି ଏକ ଖରାପ ସମୟ ଦେଇ ଗତି କରୁଥିଲେ। ଏପରିକି ବିରାଟଙ୍କର ଖେଳରେ ଖରାପ ପ୍ରଦର୍ଶନକୁ ନେଇ ଲୋକେ ଏମିତି ବି କହିବା ଆରମ୍ଭ କରିଥିଲେ ଯେ ଏବେ ଟି-୨୦ରେ ଭାରତୀୟ ଟିମ୍‌ରେ ବିରାଟଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

କୋଭିଡ ମୁକାବିଲା: ବଜାରରୁ ଋଣ ଉଠାଇ ନିଅଣ୍ଟିଆ ଭରଣା କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ବିଗତ ୪ ମାସ ଧରି କରୋନା ମୁକାବିଲାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ୩୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ଓ ୯୦ ଲ୍ୟାବ କାମ କରୁଛି। କରୋନା ମୁକାବିଲା ଲାଗି ୮୦୨୩ ଜଣ ଡାକ୍ତର, ୪୦୧୪ ଜଣ ଆୟୁଷ ଡାକ୍ତରଙ୍କ ସମେତ ଷ୍ଟାଫ ନର୍ସ, କର୍ମଚାରୀ,…
ଅଧିକ ଖବର ଦେଖନ୍ତୁ...

ରାଜକନିକା କପ୍‌ ଫୁଟ୍‌ବଲ୍‌ ସେମିରେ ମଙ୍ଗଳା

ରାଜକନିକା (କେନ୍ଦ୍ରାପଡ଼ା): ଆର୍‌ଏନ୍‌ ହାଇସ୍କୁଲ ମିନି ଷ୍ଟାଡ଼ିୟମରେ ଚାଲିଥିବା ରାଜ୍ୟସ୍ତରୀୟ ରାଜକନିକା କପ୍‌ ଫୁଟ୍‌ବଲ ପ୍ରତିଯୋଗିତାର ମଙ୍ଗଳବାର ଅନୁଷ୍ଠିତ ତୃତୀୟ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଭୁବନେଶ୍ୱରର ୟାଜଦାନୀ କ୍ଲବକୁ ୧-୦ ଗୋଲ୍‌ରେ ପରାସ୍ତ କରି କଟକର ମଙ୍ଗଳା କ୍ଲବ…
ଅଧିକ ଖବର ଦେଖନ୍ତୁ...