Latest Posts
ରାଜ୍ୟ
ବିଧବା ଭତ୍ତାରୁ ବଞ୍ଚିତ ପୁରନ୍ତି ପ୍ରଧାନ
ସରକାର ବିଧବାମାନଙ୍କୁ ଭତ୍ତା ଦେଉଥିବା ଜାଣି ପୁରନ୍ତି ପ୍ରଧାନ ସାତ ମାସ ହେଲାଣି ବ୍ଲକ ଓ ଜିଲ୍ଲାପାଳ ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ତାଙ୍କର ଚାରି ଜଣିଆ ପରିବାର ଚଳାଚଳରେ ଅସୁବିଧା ହେଉଛି। ସେ ଏବେ ବଣ୍ଡଗୁଡ଼ା ପଞ୍ଚାୟତ ଅଧୀନରେ ଥିବା କପୁଗୁଡ଼ା ସାହିରେ ଥିବା ନିଜ ଘରେ ଆଶ୍ରୟ ନେଇଛନ୍ତି।
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
କାନପୁର ଟେଷ୍ଟର ୨ୟ ଦିନ ଖେଳ ବାତିଲ
ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହୋଇଛି। ଶନିବାର ସକାଳୁ କାନପୁରରେ ଲଗାଣ ବର୍ଷା ଜାରି ରହିଥିଲା । ଏଭଳି ପରିସ୍ଥିତିରେ ଅମ୍ପାୟାରମାନେ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ କଥା ହେବା ପରେ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।
ରାଜନୀତି
ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ । ସେପ୍ଟେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଝାଡ଼ଖଣ୍ଡ ପହଞ୍ଚିବା ପରେ ସେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ...
ଅପରାଧ
କିଏ ସତ କହୁଛି ଜଣାପଡ଼ିବ: ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଗୁଜରାଟ ଯିବ
ଭରତପୁର ଥାନା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ଗୁଜରାଟ ଯିବ। ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ହେବ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ଗୁଜରାଟର ଗାନ୍ଧିନଗରକୁ ନେବେ...
ମନୋରଞ୍ଜନ
୪୮ ବର୍ଷ ବୟସରେ ପାଦଦେଲେ ପଙ୍କଜ ତ୍ରିପାଠୀ; ସିନେ ଇଣ୍ଡଷ୍ଟ୍ରୀରେ ୨୦ ବର୍ଷ
ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀ ଆଜି ତାଙ୍କର ୪୮ ତମ ଜନ୍ମଦିନ ପାଳନ କରୁଛନ୍ତି। ପଙ୍କଜ ତ୍ରିପାଠୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୨୦ ବର୍ଷ ପୂରଣ କରିଛନ୍ତି। ୨୦୦୪ରେ 'ରନ୍' ଚଳଚ୍ଚିତ୍ରରେ ଏକ ଛୋଟ ଭୂମିକାରେ ଅଭିନୟ କରି କ୍ୟାରିଅର୍ ଆରମ୍ଭ କରିଥିଲେ।