Latest Posts
ରାଜ୍ୟ
ହୋଟେଲରେ ଯୁବକଙ୍କ ଲଙ୍କାକାଣ୍ଡ: ଘଟଣାର ତଦନ୍ତ ଆରମ୍ଭ
ନୟାପଲ୍ଲୀ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇ ଯୁବକ ଲଙ୍କାକାଣ୍ଡ ଭିଆଇଛନ୍ତି। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି...
ଜିଲ୍ଲା
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ବିସ୍ଫୋରଣ: ୫ ଶ୍ରମିକ ଗୁରୁତର
ରାଉରକେଲା ଷ୍ଟିଲ୍ପ୍ଲାଣ୍ଟରେ ଶନିବାର ବଡ଼ଧରଣର ବିସ୍ଫୋରଣ ଘଟିଛି । ଷ୍ଟିଲ୍ପ୍ଲାଣ୍ଟର ଏସ୍ଏମ୍ଏସ୍- ୧ ୟୁନିଟରେ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଏସ୍ଏମ୍ଏସ୍- ୧ ୟୁନିଟରେ କିଭିଳି ବିସ୍ଫୋରଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି...
ଖେଳ
ବର୍ଷା ବାଧା ଭିତରେ ବାଂଲାଦେଶ ୧୦୭/୩
ବର୍ଷା କାରଣରୁ ଭାରତ-ବାଂଲାଦେଶ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ର ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ସମ୍ଭବ ହୋଇଛି। ମଧ୍ୟାହ୍ନ ଭୋଜନ ବିରତି ପରେ ମାତ୍ର ୯ ଓଭର ଖେଳ ହୋଇଥିବାବେଳେ ଏହାକୁ ବନ୍ଦ ରଖିବାକୁ ପଡ଼ିଛି।
ରାଜନୀତି
‘ଆସ୍ଥା ପ୍ରମାଣପତ୍ର’କୁ ନେଇ ଚନ୍ଦ୍ରବାବୁ ଓ ଜଗନ ମୋହନଙ୍କ ମଧ୍ୟରେ ତୁଟୁନି କଳି
ୱାଇଏସ୍ଆର୍ କଂଗ୍ରେସର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ତିରୁପତି ମନ୍ଦିର ଲଡୁ ବିବାଦକୁ ନେଇ ବାକ୍ଯୁଦ୍ଧ ବଳବତ୍ତର ରହିଛି।
ଅପରାଧ
ବିବାଦ ଘେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରୁଜୁ ହେବ ମାମଲା
ବିବାଦ ଘେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ବାଚନୀ ବଣ୍ଡ ଜରିଆରେ ଜୋରଜବରଦସ୍ତି ଚାନ୍ଦା ଆଦାୟ ଅଭିଯୋଗରେ ସୀତାରମଣଙ୍କ ନାମରେ ମାମଲା ରୁଜୁ କରିବାକୁ ଆଦେଶ ଦେଇଛନ୍ତି ବେଙ୍ଗାଲୁରୁର ସ୍ବତନ୍ତ୍ର କୋର୍ଟ।
ମନୋରଞ୍ଜନ
ଆସିଲା ‘ଦେବରା: ପାର୍ଟ ୧’ ର ପ୍ରଥମ ଦିନର ରୋଜଗାର ରିପୋର୍ଟ
ଗତକାଲି ରିଲିଜ୍ ହୋଇଯାଇଛି ‘ଦେବରା: ପାର୍ଟ ୧’ ରିଲିଜର ପ୍ରଥମ ଦିନରୁ ହିଁ ସିନେମାଟି ପ୍ରେକ୍ଷାଳୟରେ କମାଲ କରୁଛି । ଏହି ସିନେମାଟି କଳକାରଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି।