ଦିବ୍ୟାଙ୍ଗଙ୍କୁ ଅପହରଣ କରି ହ୍ଵିଲ୍‌ ଚେୟାରରେ ବାନ୍ଧି ଭିକ ମଗାଉଥିଲେ: ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହେବା…

ଜୟପୁର : ରାଜସ୍ତାନ୍‌ର ଜୟପୁରରେ ଏକ ବଡ଼ ଘଟଣାର ଖୁଲାସା ହୋଇଛି । ସେଠାରେ ବିଭିନ୍ନ ସ୍ଥାନରେ ଭିକ ମାଗୁଥିବା ଦିବ୍ୟାଙ୍ଗଙ୍କ ଭିକ ମାଗିବା ପଛର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି । ଜୟପୁରରେ ସକ୍ରିୟ ଥିବା ରୋଜା ଗ୍ୟାଙ୍ଗ ଗାଁ ଓ ସହରର ପ୍ରତି କୋଣରୁ ଦିବ୍ୟାଙ୍ଗମାନଙ୍କୁ ଅପହରଣ କରି ଆଣି…
ଅଧିକ ଖବର ଦେଖନ୍ତୁ...

ଅର୍‌ବାଜ୍‌ଙ୍କ ଉପରକୁ ହାତ ଉଠାଇଲେ ସଲମାନ୍‌ ! ଦବଙ୍ଗ ଫ୍ରାଞ୍ଚାଇଜ୍‌ ଛାଡ଼ିବା ନେଇ ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‍ରେ ଖାନ୍‌ ପରିବାର କହିଲେ ସଲମାନ୍‌ ଖାନଙ୍କ ପରିବାରକୁ ବୁଝାଇଥାଏ । କାରଣ ଖାନ୍‌ ଭାଇମାନଙ୍କର ବେଶ୍‌ କ୍ରେଜ୍‌ ରହିଛି ଜନମାନସରେ । ସଲମାନଙ୍କର ବାହାରେ ଷ୍ଟାଇଲିସ୍‌ ଦେଖାଯାଉଥିଲେ ମଧ୍ୟ ଘରେ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଏହା ସହ ପରିବାରକୁ କିପରି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି ଭାବି ସ୍ତ୍ରୀ ହୋଇଥିଲେ ବିଧବା, ୩୬ ବର୍ଷ ପରେ ଜଣାପଡ଼ିଲା ସ୍ୱାମୀ ପାକିସ୍ତାନ ଜେଲରେ…

ଜୟପୁର : ବିବାହର କିଛି ଦିନ ପରେ ସ୍ୱାମୀ ହାତ ଛାଡ଼ି ଚାଲିିଯିବାଟା ଜଣେ ମହିଳା ପାଇଁ କୌଣସି ମରଣ ଯନ୍ତ୍ରଣା ଠାରୁ କମ ନୁହେଁ । କିନ୍ତୁ ସ୍ୱାମୀ ବଞ୍ଚିଥାଇ ମଧ୍ୟ ବିଧବା ହୋଇ ବଞ୍ଚିବା ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ସେଭଳି ଏକ ଘଟଣା ଘଟିଛି ଜୟପୁରରେ । ସ୍ୱାମୀ ବଞ୍ଚି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମର ଶିକାର ହେଲେ ବିଦେଶିନୀ, ଗାଡ଼ି ଭିତରେ ଦୁଷ୍କର୍ମ କଲା ଟ୍ୟାକ୍ସି ଚାଳକ

କୁଲ୍ଲ : କଥାରେ ଅଛି ‘ଅତିଥି ଦେବୋ ଭବଃ’ । ଏହି କଥାକୁ ସଠିକ୍‌ ବୋଲି ପ୍ରମାଣ କରିବା ପାଇଁ ସରକାର ଅନେକ ଉଦ୍ୟମ କରୁଥିବା ବେଳେ ଦେଶର ଲୋକମାନେ ହିଁ ଏହି କଥାଟିକୁ ଭୁଲ ପ୍ରମାଣ କରି ଦେଉଛନ୍ତି । ବିଦେଶରୁ ଭାରତକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସହ ଭଲ ବ୍ୟବହାର କରିବା ଅପେକ୍ଷା କିଛି ଲୋକ…
ଅଧିକ ଖବର ଦେଖନ୍ତୁ...

ବରକୁ ଯୌତୁକରେ ୨୧ଟି ଜିଅନ୍ତା ସାପ ଦେଲେ କନ୍ୟାପିତା, ଜାଣନ୍ତୁ ଏହା ପଛର କାରଣ

ଭୋପାଲ : ବିବାହ ସମୟରେ କନ୍ୟା ପକ୍ଷରୁ ଦିଆଯାଉଥିବା ଯୌତୁକକୁ ବେଆଇନ୍‌ ଘୋଷଣା କରାଯାଇ ସାରିଥିଲେ ମଧ୍ୟ ଆଜି ବି ଦେଶର ଅନେକ ସ୍ଥାନରେ ଏହି ପ୍ରଥା ଚାଲୁ ରହିଛି । ଶିକ୍ଷିତ ହୋଇ ମଧ୍ୟ ଲୋକମାନେ ନିଜ ଲୋଭକୁ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି । ଯେଉଁଥି ପାଇଁ ଅନେକ ଅପରାଧ ମଧ୍ୟ ହେଉଛି ।…
ଅଧିକ ଖବର ଦେଖନ୍ତୁ...

ମାତା ସୀତାଙ୍କୁ ଟେଷ୍ଟ ଟ୍ୟୁବ୍‌ ବେବି କହିଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା

ଲକ୍ଷ୍ନୌ : ଗୁରୁବାର ହିନ୍ଦୀ ସାମ୍ବାଦିକତା ଦିବସ ପାଳନ ଅବସରରେ ଯୋଗ ଦେଇ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦେଇଥିବା କିଛି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୀ ସାମ୍ବାଦିକତା ଦିବସ ପାଳନରେ ଯୋଗ ଦେଇ ସେ ବିଜ୍ଞାନ ଏବଂ ପୌରାଣିକ କଥା ମଧ୍ୟରେ ଥିବା ସମାଞ୍ଜସ୍ୟ ବିଷୟରେ…
ଅଧିକ ଖବର ଦେଖନ୍ତୁ...

୧୫ବର୍ଷ ବୟସରେ ଏକ ଖରାପ ଅଭ୍ୟାସର ଶିକାର ଥିଲେ ରଣବୀର; ଚିକିତ୍ସା ପାଇଁ ନେଉଥିଲେ କାନରେ ଇଞ୍ଜେକ୍ସନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼ର ଚକୋଲେଟ୍‌ ବଏ ରଣବୀର କପୁର । ଫିଲ୍ମର ଟ୍ରେଲର ରିଲିଜ ପରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କ ଚରିତ୍ରକୁ କେତେ ନିଖୁଣ ଭାବେ ଚିତ୍ରଣ କରିଛନ୍ତି ସେ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି। ଟ୍ରେଲର…
ଅଧିକ ଖବର ଦେଖନ୍ତୁ...

ଟେଣ୍ଟ ହାଉସ୍‌ ଶ୍ରମିକ  ମାଲିକର ୫ବର୍ଷିୟ ଶିଶୁକନ୍ୟା ସହ ଦୁଷ୍କର୍ମ କଲା, ହତ୍ୟାକରି ଘରେ ଲୁଚାଇଥିଲା

ପଲବଲ(ହରିୟାଣା) : ନାବାଳିକା ଦୁଷ୍କର୍ମ ଘଟଣା ଥମିବାର ନାଁ ଧରୁନାହିଁ। ଜଣେ ବିବାହିତ ବ୍ୟକ୍ତି ଜଣେ ୫ବର୍ଷିୟ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ କରିବା ସହ ଧରା ପଡ଼ିଯିବା ଡ଼ରରେ ଶିଶୁକନ୍ୟାକୁ ହତ୍ୟା କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଟ୍ୟାଙ୍କକୁ ଉଡ଼ାଇବ ଇସ୍ରାଏଲ ତିଆରି ‘ସ୍ପାଇକ୍‌’ : ଭାରତୀୟ ସେନାକୁ ଖୁବ୍‌ ଶୀଘ୍ର ମିଳିବ ଏହି ମିସାଇଲ୍‌

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ସହ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ଦୃଢ଼ କରିବାକୁ ଚାହୁଛି। ନୌସେନା ଓ ବାୟୁସେନାର ଶକ୍ତିବୃଦ୍ଧି ସହ ସେନାକୁ ମଧ୍ୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପଦକ୍ଷେପ ନେଇଛି।…
ଅଧିକ ଖବର ଦେଖନ୍ତୁ...

ରେଡ଼ିଓ ଚକଲେଟ୍‌ ଆଣିଲା ଆଉ ଏକ ମନଛୁଆଁ ଗୀତ ‘ଜିଇଁବାଟା କେଡ଼େ ମୁସ୍‌କିଲ…’

ଭୁବନେଶ୍ୱର : ପ୍ରତି ସପ୍ତାହରେ ନୂଆ ନୂଆ ମନଛୁଆଁ ଗୀତ ଶ୍ରୋତାଙ୍କୁ ଉପହାର ଦେଇଚାଲିଛି ରେଡିଓ ଚକଲେଟ୍‌। ଏହି ଗୀତର ସୁମଧୁର ଧୂନରେ ଝୁମୁଛନ୍ତି ଶ୍ରୋତା। ନୂଆ ଧାରାର, ନୂଆ ଶୈଳୀର ଓଡ଼ିଆ ଗୀତ ପ୍ରସ୍ତୁତ ହୋଇ ନୂଆ ପିଢ଼ିର ମନଜିଣୁଛି। ଏହି ଧାରାରେ ଏବେ ପୁଣି ଥରେ ଶ୍ରୋତାମାନଙ୍କ ମନୋରଞ୍ଜନ…
ଅଧିକ ଖବର ଦେଖନ୍ତୁ...