ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା: ତଦନ୍ତ ଲାଗି ପୁଲିସକୁ ନିର୍ଦ୍ଦେଶ ଦେଲେ କୋର୍ଟ

କେନ୍ଦ୍ରାପଡ଼ା : ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ସମୟରେ କରିଥିବା ମିଥ୍ୟା ସତ୍ୟପାଠର ତଦନ୍ତ ହେବ। ଏ ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସରି ମେ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସଂସଦ ବୈଜୟନ୍ତ…
ଅଧିକ ଖବର ଦେଖନ୍ତୁ...

ଚାଣକ୍ୟ ନୀତି : ବୁଦ୍ଧିମାନ ଲୋକେ ଏହି ୫ଟି କଥାକୁ ସର୍ବଦା ଗୋପନ ରଖିବା ଉଚିତ

କ’ଣ ଆପଣ ବୁଦ୍ଧିମାନ ଓ ମୂର୍ଖ ବ୍ୟକ୍ତି ମଧ୍ୟରେ ଥିବା ଅନ୍ତର ବିଷୟରେ ଜାଣିଛନ୍ତି? ସାଧାରଣତଃ ବୁଦ୍ଧିମାନ ବ୍ୟକ୍ତି ତାଙ୍କର ବୁଦ୍ଧି ବଳରେ ପ୍ରତ୍ୟେକ କାର୍ଯ୍ୟ କରୁଥିବାବେଳେ ମୂର୍ଖ ବ୍ୟକ୍ତି କିନ୍ତୁ ନିଜର ବାହୁବଳ ସାହାଯ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ଜୋର ଜବରଦସ୍ତି ଓ ଶୀଘ୍ର କରିବାକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ କପିଲ : ୭ ଦିନ ମଧ୍ୟରେ କ୍ଷମା ମାଗିବା ପାଇଁ ସାମ୍ବାଦିକଙ୍କୁ ନୋଟିସ ପଠାଇଲେ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ । କିଛି ଦିନ ମଧ୍ୟରେ ତାଙ୍କର ବ୍ୟାବସାୟିକ ଏବଂ ବ୍ୟକ୍ତିଗତ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି । ଚ୍ୟାନେଲ ତରଫରୁ କପିଲଙ୍କ ସୋ’ର ଭଲ ଟିଆର୍‌ପି ନ ହେବାରୁ ତାଙ୍କ ସୋ’କୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ମଦ ପିଇବାକୁ ମନା କରିବାରୁ ସ୍ତ୍ରୀର ନାକ କାଟିଦେଲା ସ୍ୱାମୀ

ଶାହାଜାନ୍‌ପୁର୍‌ (ଉତ୍ତରପ୍ରଦେଶ): ଉତ୍ତର ପ୍ରଦେଶର ଶାହାଜାନ୍‌ପୁର୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସ୍ୱାମୀକୁ ଠିକ୍‌ ବାଟକୁ ଆଣିବାକୁ ଯାଇ ସ୍ୱାମୀର ରୋଷର ଶିକାର ହୋଇଛି ସ୍ତ୍ରୀ । ମଦ ପିଇବାକୁ ରୋକିବାରୁ ସ୍ତ୍ରୀର ନାକ କାଟିଛି ସ୍ୱାମୀ । ଏହି ଘଟଣା ପରେ ପୀଡ଼ିତାଙ୍କୁ…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତ୍‌’ରେ ରଣବୀର ଏବଂ ଦୀପିକା ପିନ୍ଧିଥିବା ପୋଷାକକୁ ନିଲାମ କରିବେ ଭଂସାଲୀ

ମୁମ୍ବାଇ : ରଣବୀର ଏବଂ ଦୀପିକାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର । ଏବେ ସେମାନେ ନିଜ ମନପସନ୍ଦର କଳାକାର ଫିଲ୍ମରେ ପିନ୍ଧିଥିବା ପୋଷାକ କିଣିବାର ସୁବିଧା ପାଇ ପାରିବେ । କିଛି ଦିନ ତଳେ ଫିଲ୍ମ ରୁସ୍ତମରେ ଅକ୍ଷୟ କୁମାର ପିନ୍ଧିଥିବା ନୌସେନା ପୋଷାକର ନିଲାମ ଆରମ୍ଭ ହୋଇଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ବରଯାତ୍ରୀରେ ଯିବା କାଳ ହେଲା : ନାଚିବା ସମୟରେ ପାଦରେ ଚଢ଼ିଯିବାରୁ ନାବାଳକକୁ ଗୁଳି କରି ହତ୍ୟା କଲା ମାତାଲ୍‌ କନେଷ୍ଟବଳ

ଫିରୋଜାବାଦ୍‌ : ବରଯାତ୍ରୀରେ ନାଚିବା ସମୟରେ ପୁଲିସ କନେଷ୍ଟବଳଙ୍କ ଗୋଡ଼ରେ ଚଢ଼ିଯିବାରୁ ନିଜର ଜୀବନ ହରାଇଛନ୍ତି ନାବାଳକ । ଅଜାଣତରେ ଡ଼ିଜେର ତାଳେ ତାଳେ ନାଚିବା ସମୟରେ ମୃତ ନାବାଳକ ଜଣକ ଜଣେ କନେଷ୍ଟବଳଙ୍କ ପାଦ ଉପରେ ଚଢ଼ି ଯାଇଥିଲେ । ଏଥିରେ ରାଗି ଯାଇ କନେଷ୍ଟବଳ ଜଣକ ତାଙ୍କ ପାଖରେ ଥିବା…
ଅଧିକ ଖବର ଦେଖନ୍ତୁ...

ରେଳ ସେବାର ଅସଲ ଚିତ୍ର : ଯାତ୍ରୀଙ୍କ ଲାଗି ଚା’ କରିବା ପାଇଁ ରେଳ ଶୌଚାଳୟରୁ ପାଣି ଆଣୁଥିବାର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ପୂର୍ବରୁ ଅନେକ ଥର ରେଳରେ ଉପଲବ୍ଧ ହେଉଥିବା ସେବାକୁ ନେଇ ଯାତ୍ରୀମାନେ ଅଭିଯୋଗ ଆଣି ସାରିଛନ୍ତିା କେବେ ଖାଇବାକୁ ନେଇ ତ କେବେ ରେଳରେ ଉପଲବ୍ଧ ହେଉଥିବା ସୁବିଧାକୁ ନେଇ । ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର ଏକ ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ଏବେ…
ଅଧିକ ଖବର ଦେଖନ୍ତୁ...

ଏବେ ବିମାନ ଯାତ୍ରା ବେଳେ ମୋବାଇଲ ଏବଂ ଇଣ୍ଟରନେଟ୍‌ର ବ୍ୟବହାର କରିହେବ :ଟେଲିକମ କମିସନ ମଞ୍ଜୁରୀ ଦେଲେ

ନୂଆଦିଲ୍ଲୀ : ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ର ବ୍ୟବହାର କରି ପାରୁ ନଥିଲେ । ଯାହାଫଳରେ ଅନେକ ସମୟରେ ସେମାନେ ସୂଚନା ଦେବାନେବା କରିବାରେ ବିଫଳ ହେଉଥିଲେ । ତେବେ ଯାତ୍ରୀମାନଙ୍କର ଏହି ଅସୁବିଧାର ସମାଧାନ କରିଛି ଟେଲିକମ କମିଶନ୍‌ । ଏବେ…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ୟେକ ଦିନ ଖାଆନ୍ତୁ କେବଳ ୨ଟି ଲବଙ୍ଗ! ଦୂର ହେବ ଏହି ୧୦ଟି ସମସ୍ୟା

ଲବଙ୍ଗକୁ ଭାରତୀୟ ବ୍ୟଞ୍ଜନ ଶାସ୍ତ୍ର ଓ ଆୟୁର୍ବେଦରେ ଖାସ୍‌ ସ୍ଥାନ ଦିଆଯାଇଛି। ଏହାର ଉପଯୋଗ ଦ୍ୱାରା ଖାଦ୍ୟରେ ସ୍ୱାଦ ତ ଆସିଥାଏ,ଏଥିସହ ଲବଙ୍ଗର ପ୍ରୟୋଗ ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମାଧାନ ହୋଇଥାଏ। ଲବଙ୍ଗ ଖାଇବା ଯୋଗୁଁ ଶରୀରକୁ କ’ଣ କ’ଣ ’ଫାଇଦା ମିଳିଥାଏ,ଆସନ୍ତୁ ଜାଣିବା…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ଅସୁସ୍ଥତା ପାଇଁ କଫି କପଟେ ବି ଉଠାଇ ପାରୁ ନାହାନ୍ତି ଅଜୟ ଦେବଗନ୍‌

ମୁମ୍ବାଇ : ଫିଲ୍ମ ‘ରେଡ଼୍‍’ ପରେ ଏବେ ବଲିଉଡ଼ ଅଭିନେତା ଅଜୟ ଦେବଗନ ନିଜର ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ନିଜର ଚରିତ୍ର ଏବଂ ଆକ୍ସନ ସିକ୍ୟୁଏନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଜୟ ଏବେ ନିଜ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଆଲୋଚନାରେ ଅଛନ୍ତି ।…
ଅଧିକ ଖବର ଦେଖନ୍ତୁ...